ଆସନ୍ତା ମାସେ ପର୍ଯ୍ୟନ୍ତ ଏହି ରାଶିର ବ୍ୟକ୍ତିଙ୍କ ଉପରେ ହେବ ଧନର ବର୍ଷା

ବୈଦିକ ଜ୍ୟୋତିଶ ଶାସ୍ତ୍ର ଅନୁସାରେ, ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଯାହାକି ରାଶି ଚକ୍ରରେ ଥିବା ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇଥାଏ। ଏହି କ୍ରମରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ ପ୍ରତ୍ୟକ ମାସରେ ନିଜ ରାଶି ପରିବର୍ତ୍ତନ କରିଥାଆନ୍ତି ।…

ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ ପକ୍ଷରୁ ଭୁବନେଶ୍ୱରଠାରେ ଅତ୍ୟାଧୁନିକ କ୍ଲିନିକ୍ ଉଦ୍‌ଘାଟିତ

ଭୁବନେଶ୍ୱର : ଶ୍ରବଣ ସମ୍ପର୍କିତ ସ୍ୱାସ୍ଥ୍ୟସେବା ଶିଳ୍ପରେ ଏକ ଅଗ୍ରଣୀ ସଂସ୍ଥା ଓ ସିଗନିଆ ଶ୍ରବଣ ଯନ୍ତ୍ରର ଏକ ସ୍ୱୀକୃତିପ୍ରାପ୍ତ ବିତରକ ଭାବେ ପ୍ରତିଷ୍ଠିତ ଅରେଞ୍ଜ ହୁଇଲ୍ସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ଼ର ନୂତନ ଶ୍ରବଣ ଓ ସ୍ପିଚ୍ କ୍ଲିନିକ୍ ଭୁବନେଶ୍ୱରଠାରେ ଉଦ୍‌ଘାଟିତ ହୋଇଯାଇଛି ।…

ରାଶି ଅନୁଯାୟୀ ଏହି ରଙ୍ଗରେ ଖେଳନ୍ତୁ ହୋଲି ଶୁଭମୟ ହେବ ଦିନ

ଚଳିତ ବର୍ଷ ୨୦୨୪ର ହୋଲିକୁ ଆଉ ଅଳ୍ପ ଦିନ ବାକି ରହିଛି। ହୋଲି ରଙ୍ଗର ପର୍ବ। ଏହି ଦିନ ପରସ୍ପରକୁ ରଙ୍ଗ ଲଗାଇ ଶୁଭେଚ୍ଛା ଓ ଶୁଭ କାମନା ଜଣାଇ ଥାଆନ୍ତି। ହୋଲିରେ ରାଶି ଅନୁଯାୟୀ ଆପଣଙ୍କ ପାଇଁ ଶୁଭ ରଙ୍ଗ କ’ଣ ଜାଣନ୍ତୁ। ରାଶି ଅନୁଯାୟୀ ରଙ୍ଗ ଖେଳିବା ଦ୍ୱାରା ଅନେକ ଶୁଭଫଳ ପ୍ରାପ୍ତି ହୋଇଥାଏ।…

ଜାପାନରେ ୫.୩ ତୀବ୍ରତାର ଭୂକମ୍ପ, ଅଳ୍ପକେ ବର୍ତ୍ତିଲେ ଏସ.ଏସ ରାଜାମୌଲୀ ଓ ପୁଅ କାର୍ତ୍ତିକେୟ

ସାଉଥ୍‍ ସିନେମାର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଏସ୍‍.ଏସ୍‍ ରାଜାମୌଲି ତାଙ୍କ ପୁଅ ଏସ୍‍ କାର୍ତ୍ତିକେୟଙ୍କ ସହ ଗତ କିଛି ଦିନ ହେବ ଜାପାନରେ ରହିଛନ୍ତି । ଆରଆରଆର ର ସ୍କ୍ରିନିଂ ପାଇଁ ଜାପାନରେ ପହଂଚିଥିଲେ ରାଜାମୌଲି । ମାର୍ଚ୍ଚ ୨୧ ଗୁରୁବାର ଦିନ ଜାପାନରେ ଭୂମିକମ୍ପ ଅନୁଭୂତ ହୋଇଥିଲା ।…

କେଜ୍ରିୱାଲଙ୍କ ପୂର୍ବରୁ ଏହି ସମସ୍ତ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ଗିରଫ

ଆମ୍ ଆଦମୀ ପାର୍ଟି ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗୁରୁବାର ଦିନ ତାଙ୍କ ଘରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଏକ ଟିମ୍ ଗିରଫ କରିଛି। ଆଜି କେଜ୍ରିୱାଲଙ୍କୁ କୋର୍ଟରେ ହାଜର କରାଯିବ। ପ୍ରଥମ ଥର ପାଇଁ ଦେଶରେ ଜଣେ ମୁଖ୍ୟମନ୍ତ୍ରୀ କାର୍ଯ୍ୟରତ ଥିବାବେଳେ ତାଙ୍କୁ ଗିରଫ…

ଆଜିଠାରୁ ଆରମ୍ଭ ହେବ ଆଇପିଏଲ ୨୦୨୪ ସଂସ୍କରଣ

ଆଜିଠୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଆଇପିଏଲ୍ ୨୦୨୪। ପ୍ରଥମ ମ୍ୟାଚ୍‌ରେ ସାମ୍ନାସାମ୍ନି ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ଓ ଚେନ୍ନାଇ ସୁପର କିଙ୍ଗ୍ସ। ଆଜି ସନ୍ଧ୍ୟା ୮ଟାରେ ଏହି ୨ଟି ମୁହାଁମୁହିଁ ହେବେ। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁ ତରଫରୁ ଫାଫ ଡ୍ୟୁ ପ୍ଲେସିସ୍…

ପରଲୋକରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ

ଆରପାରିରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତ। ୮୩ ବର୍ଷ ବୟସରେ ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ଦେହାନ୍ତ। ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ପରଲୋକ। ଚିକିତ୍ସାଧୀନ ଅବସ୍ଥାରେ ସକାଳ ୫ଟା ୨୩ରେ ଦେହାନ୍ତ ସୂଚନା।ଦେହାନ୍ତ ନେଇ ସୂଚନା ଦେଲେ ପୁଅ ସମ୍ବିତ ରାଉତରାୟ। ଓଡ଼ିଶା…

ଆକାଶ ଏଜୁକେସ୍‌ନାଲ ସର୍ଭିସେସ ଲିମିଟେଡ ପକ୍ଷରୁ ୨୦୨୪ ଏପ୍ରିଲ ନିମନ୍ତେ ଶିକ୍ଷା ବୃତି ଘୋଷଣା

ବ୍ରହ୍ମପୁର : ଟେଷ୍ଟ ପ୍ରସ୍ତୁତି ସେବା କ୍ଷେତ୍ରରେ ଏକ ଜାତୀୟସ୍ତରରେ ଅଗ୍ରଣୀ, ଆକାଶ ଏଜୁକେସ୍‌ନାଲ ସର୍ଭିସେସ ଲିମିଟେଡ (ଏଇଏସଏଲ) ୨୦୨୪ ଏପ୍ରିଲରେ ତାହାର ନୂଆ ସେସନ ଆରମ୍ଭ ହେବା ପୂର୍ବରୁ ଛାତ୍ର ଛାତ୍ରୀଙ୍କୁ ଡାକ୍ତର ଏବଂ ଇଞ୍ଜିନିୟର ହେବା ନିମନ୍ତେ ସେମାନଙ୍କ ସ୍ୱପ୍ନ ସାକାର କରିବା…

ଦିଲ୍ଲୀ ବିଶ୍ୱର ସବୁଠାରୁ ପ୍ରଦୂଷିତ ରାଜଧାନୀ

ବାଂଲାଦେଶ ଓ ପାକିସ୍ତାନ ପରେ ଭାରତ ବିଶ୍ୱର ତୃତୀୟ ପ୍ରଦୂଷିତ ରାଷ୍ଟ୍ର ବିବେଚିତ ହୋଇଛି। ସୁଇଜରଲ୍ୟାଣ୍ଡର କମ୍ପାନୀ ଆଇକ୍ୟୁ ଏୟାର ପକ୍ଷରୁ ହୋଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୩ରେ ଭାରତର ବାୟୁ ପ୍ରଦୂଷଣ ମାତ୍ରା ବିଶ୍ୱର ତୃତୀୟ ସର୍ବାଧିକ। ଭାରତର ବାର୍ଷିକ ପାର୍ଟିକ୍ୟୁଲେଟ୍ ମ୍ୟାଟର…

ଖୁବଶୀଘ୍ର ମହଙ୍ଗା ହେବ ଏହି ସମସ୍ତ ଜରୁରୀ ଔଷଧ

ଏପ୍ରିଲ ପହିଲାଠାରୁ ଦେଶର ମହଙ୍ଗା ହେବ ଔଷଧ । ଏଥିରେ ୮୦୦ ଜରୁରୀ ଔଷଧର (Essential Medicines) ମୂଲ୍ୟ ବଢିବ । ଆଣ୍ଟିବାୟୋଟିକ୍ସ (Antibiotics), ଆଣ୍ଟି ଇଫେକ୍ଟିଭ (Anti-Infectives) ଓ ପେନ୍ କିଲର (Painkillers) ଭଳି ପ୍ରାୟ ୮୦୦ ଜରୁରୀ ଔଷଧର ଦର ବଢିବା ନେଇ କେନ୍ଦ୍ର ସରକାର ସବୁଜ…