ଜୁନିୟର ବଚନଙ୍କ କରୋନା ରିପୋର୍ଟ ଆସିଲା ନେଗେଟିଭ, ସୋସିଆଲ ମିଡିଆରେ ସେୟାର କରିଛନ୍ତି ନିଜର ଖୁସି

ହସ୍ପିଟାଲରେ ୨୯ ଦିନ ବିତାଇବା ପରେ ଅଭିଷେକ ବଚ୍ଚନ ଶେଷରେ ନିଜ ଘରକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ଅଭିଷେକ ବଚ୍ଚନ କରୋନା ପଜିଟିଭ ମିଳିବା ପରେ ତାଙ୍କୁ ଜୁଲାଇ 11 ରେ ମୁମ୍ବାଇର ନାନାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ତାଙ୍କର ରିପୋର୍ଟ ନେଗେଟିଭ ବାହାରିଛି ଏବଂ ସେ…

ଭଗବାନ ଶ୍ରୀକୃଷ୍ଣଙ୍କ କେଉଁ ରୂପର ଛବି ଘରର କେଉଁ ଦିଗରେ ରଖିବା ଦ୍ବାରା ସୁଖ ସମୃଦ୍ଧି ପ୍ରାପ୍ତ ହୁଏ?

ବାସ୍ତୁ ଅନୁଯାୟୀ, ଘରେ ଭଗବାନଙ୍କ ଫଟୋ କିମ୍ବା ଛବି ରଖିବା ଶୁଭ ଅଟେ। ଭଗବାନଙ୍କ ବିଭିନ୍ନ ଚିତ୍ରଗୁଡ଼ିକର ମହତ୍ତ୍ୱ ମଧ୍ୟ ଅଲଗା | ଶ୍ରୀକୃଷ୍ଣଙ୍କ ବିଭିନ୍ନ ରୂପ ପ୍ରେରଣାଦାୟକ ଅଟେ। ତାଙ୍କର ପ୍ରତ୍ୟେକ ଲୀଳା ଆଦର୍ଶ ଏବଂ ଅମୂଲ୍ୟ ଅଟେ | ତେବେ ଆସନ୍ତୁ ଜାଣିବା ଭଗବାନ ଶ୍ରୀକୃଷ୍ଣଙ୍କର କେଉଁ…

ଭାରତରେ ମାତ୍ର ୨୨୫ ଟଙ୍କା ମୂଲ୍ୟରେ ଉପଲବ୍ଧ ହୋଇପାରେ ଅକ୍ସଫୋର୍ଡର କରୋନା ଭ୍ୟାକ୍ସିନ

ଭାରତରେ କରୋନା ମାମଲା ବର୍ତ୍ତମାନ ଅତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଲୋକମାନେ କରୋନା ଟିକା ପରୀକ୍ଷା ଠାରୁ ଆଶା କରୁଛନ୍ତି। ଏହି ପରିପ୍ରେକ୍ଷୀରେ, ଅକ୍ସଫୋର୍ଡ ୟୁନିଭରସିଟି ଟିକା ଠାରୁ ଲୋକଙ୍କର ସର୍ବାଧିକ ଆଶା ରହିଛି, ଯାହାର ମାନବ ପରୀକ୍ଷା ଶେଷ…

କୌଣସି କୋଚିଙ୍ଗ ନ ନେଇ ମଧ୍ୟ ନିଜର ଏହି ୧୦+୮+୬ ଟେକନିକ ଦ୍ୱାରା ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷାରେ ଉତୀର୍ଣ୍ଣ…

କିଛି ଦିନ ଆଗରୁ ୟୁପିଏସସି ସିଭିଲ ସର୍ଭିସର ଫଳାଫଳ ପ୍ରକାଶ ପାଇଥିଲା । ଯେଉଁଥିରେ ପୁର୍ବରୁ ମିସ ଇଣ୍ଡିଆ ଫାଇନାଲିଷ୍ଟ ରହିସାରିଥିବା ଐଶ୍ୱର୍ଯ୍ୟା ଶ୍ୟୋରାନ ଏହି ପରୀକ୍ଷାରେ ୯୩ ର‌୍ୟାଙ୍କ ହାସଲ କରିଛନ୍ତି । ତେବେ ଆସନ୍ତୁ ଜାଣିବା ସେ କିଭଳି ଏହି ପରୀକ୍ଷାରେ ସଫଳତା ହାସଲ କରିଛନ୍ତି ।…

ସୁଶାନ୍ତ ସିଂଙ୍କ ମାମଲାରେ ଇଡିର ବଡ଼ ଖୁଲାସା, ସୁଶାନ୍ତଙ୍କ ଆକାଉଂଟରୁ ରୀୟାଙ୍କ ଭାଇଙ୍କ ଆକାଉଂଟକୁ ଯାଉଥିଲା ଟଙ୍କା

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ତାଙ୍କ ପିତା କେ.କେ ସିଂ ବିହାର ସ୍ଥିତ ପାଟନା ପୋଲିସ ନୀକଟରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ରୀୟା ଚକ୍ରବର୍ତୀଙ୍କ ବିରୁଦ୍ଧରେ ଏଫଆଇଆର ଲେଖାଇଥିଲେ । ଏହା ପରେ ରୀୟାଙ୍କ ତରଫରୁ ପାଟନାରେ ରେଜିଷ୍ଟର ଥିବା ଏହି କେସକୁ ମୁମ୍ବାଇ ଟ୍ରାନ୍ସଫର କରିବା ପାଇଁ…

ଅଗଷ୍ଟ ମାସରେ ଦୁନିଆରେ ସବୁଠାରୁ ଅଧିକ ମାମଲା ଭାରତରୁ ଆସିଛି, ଏଭଳି ସ୍ଥିତି ରହିଲେ ବ୍ରାଜିଲକୁ ମଧ୍ୟ ପାର କରିଯିବ…

ଦେଶରେ ଦିନକୁ ଦିନ ବଢୁଥିବା କରୋନା ମାମଲା ସରକାର ତଥା ଦେଶବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଗତ ନଅ ଦିନ ଧରି ୫୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ପ୍ରଥମ ଥର ପାଇଁ ଶୁକ୍ରବାର ଦିନ ୬୦ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଥିଲା…

ବିମାନ ଦୁର୍ଘଟଣା: ନଅ ବର୍ଷ ପୂର୍ବେ କୋଝିକୋଡେ ରନୱେକୁ ଅସୁରକ୍ଷିତ ବୋଲି ଚେତାବନୀ ଦେଇଥିଲେ ବିଶେଷଜ୍ଞ

କେରଳର କୋଝିକୋଡେ ସ୍ଥିତ କାରିପୁର ବିମାନବନ୍ଦରରେ ଅବତରଣ କରିବା ସମୟରେ ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ଖାଲରେ ପଡ଼ିଯାଇଛି। ଏହି ଭୟଙ୍କର ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ ୧୮ ଜଣଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାର ନଅ ବର୍ଷ ପୂର୍ବରୁ ବେସାମରିକ ବିମାନ ଚଳାଚଳ…

ସାମ୍ନାକୁ ଆସିଲା ରୀୟାଙ୍କ କଲ ରେକର୍ଡ, ବର୍ଷକ ଭିତରେ ମହେଶ ଭଟ୍ଟଙ୍କୁ ୧୬ ଥର କଲ କରିଥିଲେ ରୀୟା

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ରିୟା ଚକ୍ରବର୍ତ୍ତୀ ପ୍ରଶ୍ନ ଘେରରେ ଅଛନ୍ତି। ମନି ଲଣ୍ଡରିଂ ମାମଲାରେ ରିୟାଙ୍କୁ ଇଡି ପଚରାଉଚରା କରୁଛି। ବର୍ତ୍ତମାନ ରିୟା ଚକ୍ରବର୍ତ୍ତୀଙ୍କ କଲ୍ ବିବରଣୀ ବାହାରକୁ ଆସିଛି | ଏହି କଲ୍ ବିବରଣୀଗୁଡିକ ଗତ ୧ ବର୍ଷର ଅଟେ | ଏହା ଅନୁଯାୟୀ, ରିୟା ଗତ ଏକ…

ମୁମ୍ବାଇର ଇଡି କାର୍ଯ୍ୟାଳୟରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା ଜାରି, ସୁଶାନ୍ତଙ୍କ ମାମଲାରେ ଖୋଲିବ ଗୁମର

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଇଡିର ତଦନ୍ତ ତୀବ୍ର ହୋଇଛି। ମୁମ୍ବାଇର ଇଡି କାର୍ଯ୍ୟାଳୟରେ ରିୟା ଚକ୍ରବର୍ତ୍ତୀଙ୍କୁ ପଚରାଉଚରା କରାଯାଉଛି। ଇଡି କାର୍ଯ୍ୟାଳୟକୁ ଯିବାବେଳେ ରିୟା ପାପାରାଜିଙ୍କ କ୍ୟାମେରାରେ କଏଦ ହୋଇଛନ୍ତି। ମନି ଲଣ୍ଡିରିଂ ମାମଲାରେ ରିୟାଙ୍କୁ ଇଡି ପଚରାଉଚରା…

ଆର୍ଟିଫିସିଆଲ ଇଂଟେଲିଜେନ୍ସ ମାଧ୍ୟମରେ ଏବେ ଏକ ଘଂଟା ମଧ୍ୟରେ ଚିହ୍ନଟ ହେବ କରୋନା ସଂକ୍ରମଣ , ବୈଜ୍ଞାନିକଙ୍କ ଦାବି

କରୋନା ମହାମାରୀ ତୀବ୍ର ହେବା ସହିତ ବୈଜ୍ଞାନିକମାନେ ମଧ୍ୟ ଏଥିରେ ଲଗାମ ଲଗାଇବାର ନୂତନ ଉପାୟ ଖୋଜୁଛନ୍ତି। ଏହି ପରିପ୍ରେକ୍ଷୀରେ ଅକ୍ସଫୋର୍ଡ ୟୁନିଭରସିଟିର ବୈଜ୍ଞାନିକମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ମାଧ୍ୟମରେ ଏକ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ଚିହ୍ନଟ କରିବାକୁ ଦାବି…