ଘରେ ସୁଖ ସମୃଦ୍ଧି ଚାହୁଁଥିଲେ ଗୁରୁବାର ଦିନ ଏହିସବୁ କାର୍ଯ୍ୟ କରିବା ଠାରୁ ଦୂରେଇ ରୁହନ୍ତୁ

ଗୁରୁବାର ହେଉଛି ଭଗବାନ ବୃହସ୍ପତିଙ୍କର ଦିନ | ଧାର୍ମିକ ବିଶ୍ୱାସ ଅନୁଯାୟୀ ବୃହସ୍ପତି ହେଉଛନ୍ତି ଦେବତାମାନଙ୍କର ଗୁରୁ। ଯେକି ଜ୍ଞାନ, ନୈତିକ ଏବଂ ଧାର୍ମିକ କାର୍ଯ୍ୟ, ସନ୍ତାନ, ଅଭିବୃଦ୍ଧିର କାରଣ | ଦେବଗୁରୁଙ୍କ ଆଶୀର୍ବାଦ ପାଇବା ପାଇଁ ଏହି ଦିନ କଦଳୀ ଗଛତୁ ପୂଜା କରାଯାଇଥାଏ। ଏଥିସହ…

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ରେକର୍ଡ ସଂଖ୍ୟକ ୬୬,୯୯୯ ନୂତନ ମାମଲା ଚିହ୍ନଟ, ୯୪୨ ଜଣଙ୍କର ମୃତ୍ୟୁ

ଦେଶରେ କରୋନା ଭାଇରସ ସଂକ୍ରମଣ ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ସଂକ୍ରମିତ ରୋଗୀଙ୍କ ନୂଆ ମାମଲା ଗୋଟିଏ ଦିନରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ବୁଧବାର ଦିନ ୬୬,୯୯୯ ଟି ନୂଆ ମାମଲା ତିହ୍ନଚ ହୋଇଛନ୍ତି। ଏହା ହେଉଛି ଷଷ୍ଠ ଦିନ ଯେତେବେଳେ ୬୦,୦୦୦ ରୁ ଅଧିକ ନୂତନ ମାମଲା ରିପୋର୍ଟ…

ସୁଶାନ୍ତ ସିଂ ରାଜପୁତଙ୍କ ମାମଲାରେ ଶିବସେନା ନେତା ସଞ୍ଜୟ ରାଉତଙ୍କ ସମେତ ମୁମ୍ବାଇ ପୋଲିସ କମିଶନରଙ୍କ ବିରୋଧରେ ଅଭିଯୋଗ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ କ୍ରମାଗତ ବୟାନବାଜି ଜାରି ରହିଛି। ଶିବସେନା ନେତା ସଞ୍ଜୟ ରାଉତ କ୍ରମାଗତ ଭାବରେ ବିବୃତ୍ତି ଏବଂ ପ୍ରବନ୍ଧ ଲେଖି ନିଜର ମତ ଦେଉଛନ୍ତି। ପାଟନା ପୋଲିସକୁ ଏକ ଇମେଲ ପଠାଇ HAM ମୁଖପାତ୍ର ଡାନିଶ ରିଜୱାନ ଏହି ଅଭିଯୋଗ କରିଛନ୍ତି।…

ସଚ୍ଚୋଟ ଟିକସଦାତା ପାଇବେ ପୁରସ୍କାର, ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦୀ କରିବେ ଏକ ସ୍ୱତନ୍ତ୍ର ଟିକସ କାର୍ଯ୍ୟକ୍ରମର…

ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଚ୍ଚୋଟ ଟିକସଦାତାମାନଙ୍କ ପାଇଁ 'ପାରଦର୍ଶୀ କରାଧାନ-ଇମାନଦାର କା ସମ୍ମାନ' ନାମକ ଏକ ପ୍ଲାଟଫର୍ମ ଲଂଚ କରିବେ। ଭିଡିଓ କନଫରେନ୍ସ ଜରିଆରେ କେନ୍ଦ୍ର ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରାଜ୍ୟ ଅର୍ଥ ଏବଂ…

ସାମ୍ନାକୁ ଆସିଲା ରୁଷର କରୋନା ଭ୍ୟାକ୍ସିନ ‘ସ୍ପୁତନିକ ଭି’ର ଅଫିସିଆଲ ଫଟୋ

ନିକଟରେ ରୁଷ ସଫଳତାର ସହ କରୋନା ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିଛି। ଏହା କରିବାରେ ଏହା ବିଶ୍ୱର ପ୍ରଥମ ଦେଶ ହୋଇପାରିଛି। ଟୀକାକରଣର ପ୍ରଥମ ମାତ୍ରା ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଝିଅଙ୍କୁ ଦିଆଯାଇଥିଲା। ତାଙ୍କୁ ଏହି ଟୀକାକରଣର ଦୁଇଟି ଡୋଜ ଦିଆଯାଇଥିଲା। ପୁତିନଙ୍କର ଦୁଇଟି ଝିଅ…

ରୁଷର କରୋନା ଟିକାକୁ ନେଇ ଚିନ୍ତାବ୍ୟକ୍ତ କଲେ ବୈଜ୍ଞାନିକ, କହିଲେ ଏହା ଦାୟୀତ୍ବହୀନ ପଦକ୍ଷେପ

କରୋନା ଭାଇରସର ସଫଳ ଟିକା ବିକଶିତ କରିଥିବା ନେଇ ରୁଷର ଦାବିକୁ ବୈଜ୍ଞାନିକ ସମାଜ କଡ଼ା ସମାଲୋଚନା କରିଛନ୍ତି। ବିଶେଷଜ୍ଞମାନେ ରୁଷର ଏହି ପଦକ୍ଷେପକୁ 'ବେପରୁଆ ଏବଂ ମୂର୍ଖତା' ବୋଲି ବର୍ଣ୍ଣନା କରିଛନ୍ତି। ତେବେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ଯେ ଏହି ଟିକା ଯାଞ୍ଚ…

ଆନ୍ତର୍ଜାତୀୟ ଯୁବ ଦିବସ କେବେଠାରୁ ଏବଂ କାହିଁକି ପାଳନ କରାଯାଏ, କଣ ରହିଛି ଏଥରର ଥିମ?

ଆନ୍ତର୍ଜାତୀୟ ଯୁବ ଦିବସ ହେଉଛି ବିଶ୍ବସ୍ତରରେ ଯୁବକମାନଙ୍କର ସ୍ୱର, କାର୍ଯ୍ୟ ଏବଂ ଅର୍ଥପୂର୍ଣ୍ଣ ପଦକ୍ଷେପକୁ ପରିଚୟ ପ୍ରଦାମ କରିବା | ପ୍ରତିବର୍ଷ ଭଳି, ଏଥର ଅଗଷ୍ଟ ୧୨ ରେ, ଏହା ବିଶ୍ୱବ୍ୟାପୀ ପାଳନ କରାଯିବ | ତେବେ, କରୋନାର ବିପଦକୁ ଦୃଷ୍ଟିରେ ରଖି ଏଥର କାର୍ଯ୍ୟକ୍ରମ ଅନଲାଇନରେ କରାଯିବ।…

ଫୁସଫୁସ କ୍ୟାନ୍ସରରେ ଆକ୍ରାନ୍ତ ସଞ୍ଜୁବାବା, ଏପର୍ଯ୍ୟନ୍ତ ଏହି ଷ୍ଟାରମାନେ ଦେଇଛନ୍ତି ଏହି ଘାତକ ବେମାରକୁ ମାତ

ସଞ୍ଜୟ ଦତଙ୍କ ପ୍ରଶଂସକଙ୍କ ପାଇଁ ମଙ୍ଗଳବାର ଦିନ ଏକ ଦୁଃଖ ଖବର ଆସିଛି । ସଞ୍ଜୟ ଦତ ଗତ ଦିନେ ଦୁଇଦିନ ହେବ ସ୍ୱାସ୍ଥ୍ୟ ସମ୍ବନ୍ଧିତ କାରଣରେ ହସ୍ପିଟାଲରେ ଭର୍ତି ହୋଇଥିଲେ । ଯାହାପରେ ମଙ୍ଗଳବାର ଦିନ ସେ ନିଜ ସୋସିଆଲ ମିଡିଆ ଆକାଉଂଟରେ ଘୋଷଣା କରିଥିଲେ ଯେ ସେ ଫିଲ୍ମ ଦୁନିଆରୁ କିଛି ସମୟ ପାଇଁ…

ଦେଶରେ ୨୩ ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମଣ, ଗତ ୨୪ ଘଂଟା ମଧ୍ୟରେ ପୁଣି ୬୦,୯୬୧ ପଜିଟିଭ ଚିହ୍ନଟ

ଦେଶରେ କରୋନା ଭାଇରସର ସଂକ୍ରମଣର ବେଗ ଦ୍ରୁତଗତିରେ ବଢ଼ିଚାଲିଛି । ବୁଧବାର ଦିନ ପୁଣି ଦେଶରେ ୬୦,୯୬୧ ନୂଆ ମାମଲା ସାମ୍ନାକୁ ଆସିଛି । ଏହା ହେଉଛି ପଂଚମ ଦିନ ଯେଉଁଠି ଦେଶରେ ଗୋଟିଏ ଦିନରେ ୬୦ ହଜାରରୁ ଉଦ୍ଧ୍ୱ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୩…

ରୁଷ ଦ୍ୱାରା ବିକଶିତ କରୋନାର ପ୍ରଥମ ଟିକାକୁ ନେଇ କଣ କହୁଛି ଡବ୍ଲୁଏଚଓ

କରୋନା ଭାଇରସ୍ ପ୍ରଥମ ଭ୍ୟାକ୍ସିନ୍ ପ୍ରସ୍ତୁକ କରିଥିବା ନେଇ ରୁଷର ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ ଘୋଷଣା କରିଛନ୍ତି। ଅକ୍ଟୋବରରୁ ରୁଷ ମଧ୍ୟ କରୋନା ଟିକା ଉତ୍ପାଦନ ଆରମ୍ଭ କରିବାକୁ ଯାଉଛି। ଭ୍ଲାଦିମିର୍ ପୁତିନ୍ ଦାବି କରିଛନ୍ତି ଯେ ଏହା ହେଉଛି ବିଶ୍ୱର ପ୍ରଥମ ସଫଳ କରୋନା ଭାଇରସ ଟିକା।…