ଦୁନିଆରେ ଏଭଳି ଏକ ଗାଁ ଯେଉଁଠାରେ ମାଟି ତଳେ ବାସ କରନ୍ତି ଲୋକେ, ରହିଛି ସମସ୍ତ ପ୍ରକାର ସୁବିଧା

ଅନେକ ସମୟରେ ଏପରି କିଛି କଥା ଓ ଜିନିଷ ଲୋକ ଲୋଚନକୁ ଆସିଥାଏ, ଯାହା ଶୁଣିବାକୁ ଓ ବିଶ୍ୱାସ କରିବାକୁ ଆଶ୍ଚର୍ଯ୍ୟ ଲାଗିଥାଏ। ଆଜି ଆମେ ଆପଣଙ୍କୁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ସ୍ଥାନ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଶୁଣିଲେ ଆପଣ ବିଶ୍ବାସ କରିପାରିବେ ନାହିଁ । ଦିଲ୍ଲୀର କନନାଟ୍‍…

ବଢୁଛି ‘ମେଡ୍ ଇନ୍ ଇଣ୍ଡିଆ’ କରୋନା ଭାକସିନ୍‌ର ଚାହିଦା, ଭାରତକୁ ସାହାଯ୍ୟ ମାଗିଲେ ୯ ଦେଶ

କରୋନା ମହାମାରୀ ମଧ୍ୟରେ ସମଗ୍ର ବିଶ୍ବ ଏହାର ଟିକାକୁ ନେଇ ଉତ୍ସାହର ସହିତ ଅପେକ୍ଷା କରିଛି | ଏଭଳି ପରିସ୍ଥିତିରେ ଅନେକ ଦେଶ କରୋନା ଟିକା ନେଇ ଭାରତ ଆଡକୁ ମୁହାଁଇଛନ୍ତି। ଟିକା ଉତ୍ପାଦନ ଏବଂ ଯୋଗାଣ ପାଇଁ ଭାରତ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବ୍ରାଜିଲ, ମୋରୋକୋ, ସାଉଦି ଆରବ, ମିଆଁମାର,…

ଦେଶରେ ଗତ ୨୪ ଘଂଟା ମଧ୍ୟରେ ୧୬,୩୧୧ ନୂତନ କରୋନା ପଜିଟିଭ ଚିହ୍ନଟ, ଏପର୍ଯ୍ୟନ୍ତ ୧ ଲକ୍ଷ ୫୧ ହଜାର ମୃତ୍ୟୁ

ଦେଶରେ ମାରାତ୍ମକ କରୋନା ଭାଇରସରେ ଏବେ ସୁଦ୍ଧା ଲଗାମ ଲାଗିନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬ ହଜାର ୩୧୧ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥି ସହିତ ୨୬୧ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ ୨ ଲକ୍ଷ ୨୨ ହଜାର ୫୨୬ ଲୋକ ଚିକିତ୍ସିତ ହେଉଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ…

ରବିବାର ଦିନ ଏହି ଉପାୟରେ କରନ୍ତୁ ସୂର୍ଯ୍ୟଦେବଙ୍କୁ ଆରାଧନା: ଦୂର ହେବ ସମସ୍ୟା, ସୁଖମୟ ହେବ ଜୀବନ

ରବିବାର ଦିନ ସୂର୍ଯ୍ୟଦେବଙ୍କୁ ସମର୍ପିତ। ରବିବାର ଦିନ ସୂର୍ଯ୍ୟଙ୍କ ଉପାସନା କଲେ ବିଶେଷ ଫଳ ମିଳିଥାଏ ବୋଲି କୁହାଯାଏ। ସେଥିପାଇଁ ବିଶେଷ ଉପାୟରେ ସୂର୍ଯ୍ୟଦେବଙ୍କ ପୂଜା କରାଯାଇଥାଏ। ସପ୍ତାହର ଅନ୍ୟ ଦିନମାନଙ୍କରେ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ ନ କରିପାରିଲେ ରବିବାର ଦିନ ନିଶ୍ଚୟ କରିବା…

ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ସବୁଦିନ ପାଇଁ ବନ୍ଦ, କ୍ୟାପିଟାଲ ବିଲଡିଂରେ ହିଂସା ଉପରେ ଆକ୍ସନ

ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟକୁ ସବୁଦିନ ପାଇଁ ବନ୍ଦ କରିଦେଇଛି । ଆମେରିକାର ସଂସଦ (କ୍ୟାପିଟଲ ବିଲ୍ଡିଂ)ରେ ହୋଇଥିବା ହିଂସାକୁ ନେଇ କମ୍ପାନୀ ପକ୍ଷରୁ ଏପରି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଆଗକୁ ଟ୍ରମ୍ପ ହିଂସା ବଢ଼ାଇବାର…

ମହାରାଷ୍ଟ୍ରର ଭଣ୍ଡାରା ଠାରେ ଏକ ଅଭାବନୀୟ ଦୁର୍ଘଟଣା, ହସ୍ପିଟାଲରେ ନିଆଁ ଲାଗି ୧୦ ନବଜାତ ଶିଶୁଙ୍କ ମୃତ୍ୟୁ

ଶୁକ୍ରବାର ବିଳମ୍ବିତ ରାତିରେ ମହାରାଷ୍ଟ୍ରର ଭଣ୍ଡାରାଠାରେ ଏକ ଯନ୍ତ୍ରଣାଦାୟକ ଦୁର୍ଘଟଣା ଘଟିଛି। ରାତି ଦୁଇଟା ବେଳେ ଭଣ୍ଡାର ଜିଲ୍ଲା ହସ୍ପିଟାଲର ଅସୁସ୍ଥ ନବଜାତ ଶିଶୁ ଚିକିତ୍ସା ୟୁନିଟ୍ (SNCU) ରେ ଅଗ୍ନିକାଣ୍ଡରେ ୧୦ ଶିଶୁଙ୍କର ମୃତ୍ୟୁ ଘଟିଛି। ସାତ ଜଣ ଶିଶୁଙ୍କୁ ସୁରକ୍ଷିତ ଭାବେ…

ପିଆଜର ଏହି ଫାଇଦାଗୁଡ଼ିକ ଆଶ୍ଚର୍ଯ୍ୟ କରିଦେବ ଆପଣଙ୍କୁ! କ୍ୟାନ୍ସରର ଆଶଙ୍କା ମଧ୍ୟ ଦୂର କରେ

ଆମେ ଖାଉଥିବା ଖାଦ୍ୟ ପାଇଁ ସମସ୍ତ ଜିନିଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କିନ୍ତୁ ଯେତେବେଳେ ପିଆଜ କଥା ଆସେ, ଏହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଯାଏ | ପନିପରିବାର ସ୍ୱାଦ ବଢ଼ାଇବାଠାରୁ ଆରମ୍ଭ କରି ସାଲାଡ ପ୍ଲେଟରେ ସ୍ଥାନ ତିଆରି କରିବା ପର୍ଯ୍ୟନ୍ତ, ପିଆଜ ସବୁ ଜାଗାରେ ଗୁରୁତ୍ୱପୂର୍ଣ୍ଣ |…

ବାର୍ଡ ଫ୍ଲୁ ସମୟରେ ମାଂସ ଓ ଅଣ୍ଡା ଖାଇବା ସୁରକ୍ଷିତ କି ? ଜାଣନ୍ତୁ ଏହାକୁ ନେଇ WHO ଏବଂ AIIMSର ପରାମର୍ଶ

ଏଣେ କୋଭିଡ-୧୯ ପିଛା ଛାଡ଼ୁନଥିବା ସମୟରେ ଏପଟେ ବିଭିନ୍ନ ରାଜ୍ୟରେ ଏବେ ବାର୍ଡ ଫ୍ଲୁ ଏକ ସମସ୍ୟା ହୋଇ ଛିଡ଼ା ହେଲାଣି। ଏବେ ସୁଦ୍ଧା ୧୭,୩୨୫ ପକ୍ଷୀ ହତ୍ୟା କରାଯାଇଛି। ବାର୍ଡ ଫ୍ଲୁ ଆତଙ୍କ ସମୟରେ କୁକୁଡ଼ା ମାଂସ ଓ ଅଣ୍ଡା ଖାଇବା କେତେ ଦୂର ସୁରକ୍ଷିତ, ଏନେଇ ସାଧାରଣରେ ପ୍ରଶ୍ନ ସୃଷ୍ଟି…

ଶୀତଦିନେ ପିଛା ଛାଡ଼ୁନି କି ଥଣ୍ଡା-କାଶ ? ତେବେ ନିଶ୍ଚୟ ଖାଆନ୍ତୁ ଏହି ୧୦ଟି ଜିନିଷ

ତାପମାତ୍ରା ହ୍ରାସ ପାଇବା ମାତ୍ରେ ଲୋକଙ୍କୁ ଥଣ୍ଡା-କାଶ ସମସ୍ୟା ହୋଇଥାଏ। ଯେତେଯାହା କଲେ ମଧ୍ୟ ଏଥିରୁ ସହଜରେ ଉପଶମ ମିଳିନଥାଏ । ତେବେ ଆସନ୍ତୁ ଜାଣିବା ଏଭଳି ୧୦ଟି ଇମ୍ୟୁନିଟି ବୁଷ୍ଟର ବିଷୟରେ ଯେଉଁଗୁଡ଼ିକ ଏହି ଋତୁରେ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ୧. ନାଲି…

ଉପହାରରେ ମିଳିଥିବା ଏହିସବୁ ଜିନିଷକୁ ଘରେ ରଖନ୍ତୁ ନାହିଁ, ହୋଇଥାଏ ଅଶୁଭ

ଧର୍ମଶାସ୍ତ୍ରରେ ଉଲ୍ଲେଖ ରହିଛି ଯେ କେବେବି ଭଗବାନଙ୍କ ଦ୍ୱାର, ମିତ୍ର, ଗୁରୁ ଏବଂ ପୁତ୍ରୀ ଘରକୁ ଖାଲି ହାତରେ ଯିବା ଉଚିତ ନୁହେଁ। ବାସ୍ତୁଶାସ୍ତ୍ର ଅନୁସାରେ କାହାକୁ କଣ ଉପହାର ଦେବା ଉଚିତ ଏବଂ କେଉଁ ଉପହାର ଦେବା ଉଚିତ ନୁହେଁ ତାହା ଜାଣିବା ନିହାତି ଆବଶ୍ୟକ। ତାଛଡା କିଏ ଦେଇଥିବା କେଉଁ…