କରୋନା ଟୀକାକରଣ ପୂର୍ବରୁ କେନ୍ଦ୍ରର ରାଜ୍ୟମାନଙ୍କୁ ନିର୍ଦ୍ଦେଶ: କହିଲେ କେଉଁମାନଙ୍କୁ ଦିଆଯିବ ଏହି ଟିକା ଓ…

କରୋନା ଭାଇରସ୍ ବିରୋଧରେ ଲଢ଼ିବା ପାଇଁ ଦେଶବ୍ୟାପୀ ଟୀକାକରଣ ପ୍ରକ୍ରିୟା ଶନିବାର ଠାରୁ ଆରମ୍ଭ ହେବ। ଟୀକାକରଣ ଅଭିଯାନ ପୂର୍ବରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଟିକା (କୋଭସିଲ୍ଡ ଏବଂ କୋଭାକ୍ସିନ) ପାଇଁ ଉଭୟ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ ଏକ ବିସ୍ତୃତ ତଥ୍ୟ…

ଅନେକ ଉପାଦେୟ ଗୁଣରେ ଭରପୁର କରମଙ୍ଗା, ସ୍ୱାସ୍ଥ୍ୟରୁ ସୌନ୍ଦର୍ଯ୍ୟ ପର୍ଯ୍ୟନ୍ତ ମିଳିଥାଏ ଅନେକ ଫାଇଦା

କରମଙ୍ଗା ଖାଇବାକୁ କାହାକୁ ବା ଭଲ ନ ଲାଗେ । କରମଙ୍ଗା ଦେଖିବାକୁ ତାରା ଭଳି। ସେଥିପାଇଁ ତାକୁ ଷ୍ଟାର ଫ୍ରୁଟ୍ ମଧ୍ୟ କୁହାଯାଏ। କରମଙ୍ଗା ସାଧାରଣତଃ ଖଟା ଲାଗିଥାଏ। ଏଥିରେ ମିଠା ଖଟା ମଧ୍ୟ ପ୍ରସ୍ତୁତ କରାଯାଏ। ଏହି ଫଳରେ ଅନେକ ପୋଷାକ ତତ୍ତ୍ୱ ରହିଛି ଯାହା ଶରୀର ପାଇଁ ହିତକର ହୋଇଥାଏ।…

ଦୁନିଆର ଏହି ବଡ ଲିଡରମାନେ ଲଗାଇଲେ କରୋନା ଟିକା, ଲୋକଙ୍କୁ ଦେଲେ ଏହି ବାର୍ତ୍ତା

ବର୍ତ୍ତମାନ କରୋନା ଟିକା ସମଗ୍ର ବିଶ୍ୱରେ ଲୋକଙ୍କ ନିକଟରେ ପହଞ୍ଚିବା ଆରମ୍ଭ ହୋଇଯାଇଛି | ଅନେକ ଦେଶର ନେତାମାନେ ମଧ୍ୟ ଏହି ଟିକା ଗ୍ରହଣ କରିଛନ୍ତି। ଏହି ନେତାମାନେ ଏହି ଟିକା ଏଥିପାଇଁ ଲଗାଇଛନ୍ତି ଯାହା ଦ୍ବାରା ଦେଶର ଲୋକମାନଙ୍କର ଏହି ଟିକା ଉପରେ ବିଶ୍ୱାସ ହାସଲ କରିପାରିବେ। ଆହୁରି ମଧ୍ୟ…

ଭାରତର ଏଭଳି ଏକ ପ୍ରସିଦ୍ଧ ମନ୍ଦିର, ଯେଉଁଠାରେ କେବଳ ମକର ସଙ୍କ୍ରାନ୍ତି ଦିନ ସୂର୍ଯ୍ୟଙ୍କ ପ୍ରତିମା ଉପରେ ପଡିଥାଏ…

ଗୁରୁବାର ସମଗ୍ର ଦେଶରେ ମକର ସଂକ୍ରାନ୍ତିଙ୍କ ପର୍ବ ପାଳନ କରାଯାଉଛି | ତେଣୁ ଏହି ଅବସରରରେ ଆଜି ଆମେ ଆପଣଙ୍କୁ ଏକ ଏଭଳି ମନ୍ଦିର ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ କେବଳ ମକର ସଙ୍କ୍ରାନ୍ତି ଦିନ ସୂର୍ଯ୍ୟଙ୍କ ପ୍ରତିମାରେ ସୂର୍ଯ୍ୟଙ୍କ ପ୍ରଥମ କିରଣ ପଡ଼ିଥାଏ । ତେବେ ଆସନ୍ତୁ ଜାଣିବା...…

ଗତ ୨୪ଘଂଟାରେ ୧୬,୯୪୬ କୋଭିଡ଼ ସଂକ୍ରମିତ ଚିହ୍ନଟ

ଖସୁଛି-ବଢୁଛି କରୋନା ଗ୍ରାଫ । ଦେଶରେ ଗତ ୨ ଦିନ ହେଲା କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ଘଣ୍ଟାରେ ଦେଶରେ ୧୬,୯୪୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୯୮ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ କରୋନା ଆକ୍ଟିଭ୍‌ କେସ୍‌ ୨.୫ଲକ୍ଷ ତଳେ ରହିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ…

ମକର ସଂକ୍ରାନ୍ତି ୨୦୨୧ : ଜାଣନ୍ତୁ କାହିଁକି ପାଳନ କରାଯାଏ ମକର ସଂକ୍ରାନ୍ତି, ଏହିଦିନ ଦାନ ଓ ସ୍ନାନ କରିବାର କଣ ରହିଛି…

ବର୍ଷସାରା ସମୁଦାୟ ୧୨ ଟି ସଙ୍କ୍ରାନ୍ତି ରହିଥାଏ, କିନ୍ତୁ ଏଥି ମଧ୍ୟରୁ ଚାରିଟି ସଙ୍କ୍ରାନ୍ତି ଯଥା ମେଷ, କର୍କଟ, ତୂଳା ଏବଂ ମକର ସଙ୍କ୍ରାନ୍ତିକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ | ସୂର୍ଯ୍ୟ ଯେତେବେଳେ ମକର ରାଶିରେ ପ୍ରବେଶ କରନ୍ତି, ତାହାକୁ ହିଁ ମକର ସଂକ୍ରାନ୍ତି କୁହାଯାଇଥାଏ।…

ଗର୍ଲଫ୍ରେଣ୍ଡ ନତାଶାଙ୍କୁ ଏହି ମାସରେ ବିବାହ କରିବାକୁ ଯାଉଛନ୍ତି ବରୁଣ ଧୱନ୍, ଅଲିବାଗରେ ପଂଚତାରକା ହୋଟେଲରେ ଏବେ ଠାରୁ…

କରୋନା ମାଡ଼ ପରେ ଆଜିକାଲି ବଲିଉଡରେ ଖୁସିର ସିଜନ ପୁଣି ଫେରୁଛି | ଯେଉଁଠାରେ ନିକଟରେ ଅଭିନେତ୍ରୀ ଅନୁଷ୍କା ଶର୍ମା ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି, ବର୍ତ୍ତମାନ ବରୁଣ ଧାୱନଙ୍କ ଘରେ ମଧ୍ୟ ଖୁବ୍ ଶୀଘ୍ର ଶାହାନାଇ ବାଜିବାକୁ ଯାଉଛି । ରିପୋର୍ଟ ଅନୁଯାୟୀ ବରୁଣ ଧାୱନ ତାଙ୍କର ବେଷ୍ଟ…

ସାମ୍ନାକୁ ଆସିଲା ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଆଗାମୀ ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ୍’ ର ଟିଜର୍, ଦେଖନ୍ତୁ ଭିଡିଓ

ବଲିଉଡରେ ଇଂଟେନ୍ସ ମର୍ଡର ମିଷ୍ଟ୍ରି ଉପରେ ନିର୍ମିତ ଚଳଚ୍ଚିତ୍ର ଖୁବ କ୍ୱଚିତ୍ ଦେଖାଯାଏ | କିନ୍ତୁ ଅତୀତରେ, ଏହି ଟ୍ରେଣ୍ଡର୍ ପରିବର୍ତ୍ତନ ଆସିଛି | ଏହାର ଏକ ଜ୍ୱଳନ୍ତ ଉଦାହରଣ ହେଉଛି ପରିଣୀତି ଚୋପ୍ରାଙ୍କ ଚଳଚ୍ଚିତ୍ର 'ଦି ଗର୍ଲ ଅନ୍ ଦ ଟ୍ରେନ୍ (The Girl on the Train) ଯାହାର ଟିଜର…

ପାଟିକୁ ସୁଆଦିଆ ଲାଗିବା ସହିତ ଅନେକ ଫାଇଦାରେ ଭରପୁର ପୋଇ ଶାଗ, ଦୂର କରିଥାଏ ଆଇରନର ଅଭାବ

ଭାରତରେ ଅନେକ ପ୍ରକାର ଶାଗ ଉପଲବ୍ଧ। ବିଶେଷ କରି ଓଡ଼ିଶାରେ ଶାଗର ଚାହିଦା ବହୁତ ଅଧିକ ରହିଥାଏ । ମୁଠାଏ ଭାତ ସହିତ ଶାଗର ସୁଆଦ କିଛି ନିଆରା ହୋଇଥାଏ । ଶାଗ ଆମ ସ୍ବାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟୀ ହୋଇଥାଏ । ତେଣୁ ଆପଣ ନିଜର ଦୈନନ୍ଦିନ ଡାଏଟରେ ମଧ୍ୟ ଏହାକୁ ସାମିଲ କରିପାରିବେ। ପୋଇ ମଧ୍ୟ…

ପୋଲିଓ ଟୀକାକରଣ ଅଭିଯାନ ଉପରେ କରୋନା ଟୀକାକରଣର ପ୍ରଭାବ, ବର୍ତମାନ ପାଇଁ ପୋଲିଓ ଅଭିଯାନ ସ୍ଥଗିତ !

ଜାନୁଆରୀ ୧୬ ରୁ ପୁରା ଦେଶରେ କରୋନା ଟୀକାକରଣ ଅଭିଯାନ ଆରମ୍ଭ ହେବାକୁ ଯାଉଛି | ଏହାର ପ୍ରଭାବ ବର୍ତ୍ତମାନ ଦେଶରେ ଚାଲିଥିବା ଅନ୍ୟ ଅଭିଯାନଗୁଡ଼ିକ ଉପରେ ଦୃଶ୍ୟମାନ ହେଉଛି | ଏହି ପରିପ୍ରେକ୍ଷୀରେ ୧୭ ଜାନୁଆରୀରେ ହେବାକୁ ଥିବା ପୋଲିଓ ଟୀକାକରଣ ଦିନକୁ ବର୍ତ୍ତମାନ ଆଗକୁ ବଢ଼ାଇ ଦିଆଯାଇଛି ।…