ଚୀନରେ ଭୟଙ୍କର ବିମାନ ଦୁର୍ଘଟଣା: ରନୱେରେ ଜଳିଗଲା ବିମାନ


ଉଡାଣ ଭରିବା ପୂର୍ବରୁ ରନୱେରେ ଜଳିଗଲା ବିମାନ । ଚୀନର ଚୋଙ୍ଗକିଙ୍ଗ ବିମାନ ବନ୍ଦରରେ ଘଟିଛି ବଡ ଧରଣର ବିମାନ ଦୁର୍ଘଟଣା । ଏଥିରେ ୨୫ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା । ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅଧିକ ସୂଚନାକୁ ଅପେକ୍ଷା ରହିଛି ।


Share It

Comments are closed.