ପୃଥିବୀର ଅଲୌକିକ ଦେଶ ଯେଉଁଠି କେବେ ଦିନ ହୁଏ ନାହିଁ –


ପ୍ରକୃତିର ନିୟମ ଅନୁଯାୟୀ  ଦିନ ପରେ ରାତି ଏବଂ ରାତି ପରେ ଦିନ ହୋଇଥାଏ । ଆମ ଦେଶରେ ବିଭିନ୍ନ ସ୍ଥାନରେ ୧୨ ଘଣ୍ଟା ଦିନ ଏବଂ ୧୨ ଘଣ୍ଟା ରାତି ହେଉଥିବା ବେଳେ ସମୟ ସମୟରେ ଏହା ପାଣିପାଗ ଏବଂ ଋତୁ ଅନୁଯାୟୀ ପରିବର୍ତ୍ତନ ହୋଇଥାଏ । କିନ୍ତୁ ଦୁନିଆରେ ଏପରି ଦେଶ ଅଛି ଯେଉଁଠି କେବେ ରାତି ହୋଇନଥାଏ । କିନ୍ତୁ ଦୁନିଆରେ ଏପରି ଦେଶ ଅଛି ଯେଉଁଠି କେବେ ରାତି ହୋଇନଥାଏ । ଆପଣ ଏହା ଶୁଣି ଭାବୁଥିବେ ରାତି ନ ହେବା କାରଣରୁ ସେଠାରେ ଜନବସତି ନଥିବ କିନ୍ତୁ ଏହା ଜାଣି ଆଶ୍ଚର୍ଯ୍ୟ ହେବେ କି ସେଠାରେ ଜନବସତି ରହିଛି । ଏପରି କିଛି ଦେଶ ରହିଛି ଯେଉଁଠି ବିଲକୁଲ ଦିନ ହୁଏ ନାହିଁ କିମ୍ବା କେବେ ରାତି ହୁଏ ନାହିଁ ।

ପ୍ରକୃତିର ନିୟମ ଅନୁଯାୟୀ ଦିନ ପରେ ରାତି ଏବଂ ରାତି ପରେ ଦିନ ହୋଇଥାଏ । ଆମ ଦେଶରେ ବିଭିନ୍ନ ସ୍ଥାନରେ ୧୨ ଘଣ୍ଟା ଦିନ ଏବଂ ୧୨ ଘଣ୍ଟା ରାତି ହେଉଥିବା ବେଳେ ସମୟ ସମୟରେ ଏହା ପାଣିପାଗ ଏବଂ ଋତୁ ଅନୁଯାୟୀ ପରିବର୍ତ୍ତନ ହୋଇଥାଏ । କିନ୍ତୁ ଦୁନିଆରେ ଏପରି ଦେଶ ଅଛି ଯେଉଁଠି କେବେ ରାତି ହୋଇନଥାଏ । କିନ୍ତୁ ଦୁନିଆରେ ଏପରି ଦେଶ ଅଛି ଯେଉଁଠି କେବେ ରାତି ହୋଇନଥାଏ । ଆପଣ ଏହା ଶୁଣି ଭାବୁଥିବେ ରାତି ନ ହେବା କାରଣରୁ ସେଠାରେ ଜନବସତି ନଥିବ କିନ୍ତୁ ଏହା ଜାଣି ଆଶ୍ଚର୍ୟ୍ୟ ହେବେ କି ସେଠାରେ ଜନବସତି ରହିଛି । ଏପରି କିଛି ଦେଶ ରହିଛି ଯେଉଁଠି ବିଲକୁଲ ଦିନ ହୁଏ ନାହିଁ କିମ୍ବା କେବେ ରାତି ହୁଏ ନାହିଁ ।
ଆସନ୍ତୁ ଜାଣିବା ଏପରି କିଛି ଦେଶ ସମ୍ପର୍କରେ ଯେଉଁଠି କେବେ ରାତି ହୋଇନଥାଏ ।
୧. ଫିନଲାଣ୍ଡ – ଫିନଲାଣ୍ଡ ୫.୫ ମିଲିୟନ ଜନବସତି ସହିତ ୩,୩୮,୦୦୦ ବର୍ଗ କିମି ବିଶିଷ୍ଟ ଦେଶ ଅଟେ । ଶହ ଶହ ଦୀପ, ସାଗର ଏବଂ ମହାସାଗର ବିଶିଷ୍ଟ ଏହି ଦେଶରେ କେବଳ ଖରାଦିନେ ୭୩ ଦିନ ପର୍ୟ୍ୟନ୍ତ ଦିନ ଦେଖାଯାଇଥାଏ ଯେବେକି ଶୀତ ଦିନେ ଦିନ ହୋଇନଥାଏ । ଏହା କାରଣରୁ ଏଠାକାର ବାସିନ୍ଦା ଖରାଦିନେ ଅଧିକ କାମ କରିଥାନ୍ତି ଏବଂ ଶୀତ ଦିନେ ବେଶି ବିଶ୍ରାମ କରିଥାନ୍ତି ।
୨. ଆଲାସ୍କା – ଆମେରିକାର ବୃହତମ ରାଜ୍ୟମାନଙ୍କ ମଧ୍ୟରେ ଅନ୍ୟତମ ହେଉଛି ଆଲାସ୍କା । ଏହି ରାଜ୍ୟରେ ମେ ଶେଷରୁ ଜୁଲାଇ ଶେଷ ପର୍ୟ୍ୟନ୍ତ ସୂର୍ୟ୍ୟାସ୍ତ ହୋଇନଥାଏ ଏବଂ ନଭେମ୍ବରରେ ଲଗାତାର ୩୦ ଦିନ ଧରି ସୂର୍ୟେ୍ୟାଦୟ ମଧ୍ୟ ହୋଇନଥାଏ । ସୂର୍ୟେ୍ୟାଦୟର ସମୟକୁ ପୋଲାର ନାଇଟ କୁହାଯାଏ ଏବଂ ଏଠାରେ ଶୀତ ଦିନେ ସମ୍ପୂର୍ଣ୍ଣ ଭାବେ ରାତି ହୋଇଥାଏ ।
୩. ସ୍ୱିଡେନ – ସ୍ୱିଡେନରେ କ୍ରମାଗତଭାବେ ୬ମାସ ପର୍ୟ୍ୟନ୍ତ ଦିନ ହୋଇଥାଏ ଏବଂ ରାତି ହୋଇନଥାଏ । ମେ ମାସରୁ ଅଗଷ୍ଟ ପର୍ୟ୍ୟନ୍ତ ଏଠାରେ ରାତିର ଅର୍ଦ୍ଧାଦ୍ଧରେ ରାତି ହୋଇଥାଏ ଏବଂ ଭୋର ୪ଟାରେ ସୂର୍ୟେ୍ୟାଦୟ ହୋଇଥାଏ ।
୪. କାନ୍ନାଡା – ଭାରତରୁ ପର୍ୟ୍ୟଟକମାନେ ଯାତ୍ରା କରୁଥିବା ବିଦେଶ ମଧ୍ୟରେ କାନ୍ନାଡା ଅନ୍ୟତମ । ଏହାର ଉତ୍ତର ପଶ୍ଚିମ ରାଜ୍ୟରେ ୫୧ ଦିନ ପର୍ୟ୍ୟନ୍ତ ସୂର୍ୟ୍ୟାସ୍ତ ହୋଇନଥାଏ । କାନ୍ନାଡାର ନୁନାଭଟ ରାଜ୍ୟରେ ଦୁଇ ମାସ ପର୍ୟ୍ୟନ୍ତ ଲଗାତାର ସୂର୍ୟ୍ୟ କିରଣ ପଡିଥାଏ । ଏବଂ ଶୀତ ଦିନେ କିଛି କିଛି ସ୍ଥାନରେ ଲଗାତାର ୩୦ ଦିନ ପର୍ୟ୍ୟନ୍ତ ଅନ୍ଧକାର ରହିଥାଏ ।
୫. ନରୱେ – ନରୱେକୁ ଲ୍ୟାଣ୍ଡ ଅଫ ମିଡନାଇଟ ସନ ମଧ୍ୟ କୁହାଯାଏ । ଏଠାରେ ପ୍ରାୟତଃ ୭୬ ଦିନ ପର୍ୟ୍ୟନ୍ତ ରାତି ହୋଇନଥାଏ । ଏଠାରେ ମେ ରୁ ଜୁଲାଇ ଶେଷ ପର୍ୟ୍ୟନ୍ତ ଲଗାତାର ସୂର୍ୟ୍ୟକିରଣ ରହିଥାଏ । ଦେଶରେ ସାଭାଲବାର୍ଡ ରାଜ୍ୟରେ ଏପ୍ରିଲ ୧୦ରୁ ଅଗଷ୍ଟ ୨୩ ପର୍ୟ୍ୟନ୍ତ ଲଗାତାର ସୂର୍ୟ୍ୟକିରଣ ରହିଥାଏ ।
୬. ଆଇସଲ୍ୟାଣ୍ଡ – ଲୋକପ୍ରିୟ ପର୍ୟ୍ୟଟନ ସ୍ଥଳୀ ବରଫରେ ଆଚ୍ଛାଦିତ ଏକ ଦେଶ ଯାହା ଏକ ଖୁବ କ୍ଷୁଦ୍ର ସହର । ଏଠାରେ ୧୫ ମେ ଟାରୁ ଜୁଲାଇ ଶେଷ ପର୍ୟ୍ୟନ୍ତ ସୂର୍ୟ୍ୟ ଅସ୍ତ ହୋଇନଥାଏ । ଏହା ମଧ୍ୟ ଏକ ଏପରି ସଫା ସୁତୁରା ଦେଶ ଯେଉଁଠି ଗୋଟିଏ ମଶା ମଧ୍ୟ ଦେଖାଯାଇନଥାଏ ।

 

 

 


Share It

Comments are closed.