ରାଣୀଙ୍କ କାର ଦୁର୍ଘଟଣାଗ୍ରସ୍ତ, ବାଇକ ଆରୋହୀ ମୃତ


କଟକ ଆଠଗଡ ବ୍ଲକ ଡାଳଖାଇ ଛକ ନିକଟରେ ଦୁର୍ଘଟଣା । ଏକ ବାଇକ ସହ କାର ଧକ୍କା ।ଦୁର୍ଘଟଣାରେ ବାଇକ ଚାଳକ ଗୁରୁତର ହୋଇଥିବା ବେଳେ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଛି । କାରଟି ଆଗପଟୁ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସେଥିରେ ଯାତ୍ରା ଅଭିନେତ୍ରୀ ରାନୀ ପଣ୍ଡା ଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ବାସିନ୍ଦା । କାରଟି ଅନୁଗୁଳରୁ ଭୁବନେଶ୍ବର ଆସୁଥିବା ବେଳେ ଦୁର୍ଘଟଣା ।

ଦୁର୍ଘଟଣା ଗ୍ରସ୍ତ ହେଲା ରାନୀ ପଣ୍ଡାଙ୍କ କାର। ଏହି ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ। ଅନ୍ୟଜଣେ ଆହତ ହୋଇଥିବା ଜଣାପଡିଛି।


Share It

Comments are closed.