ଭୁବନେଶ୍ୱରରେ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ

ଭୁବନେଶ୍ୱର: ରାଜଧାନୀରେ ଗୁରୁବାର ଠାରୁ ୧୦-୧୫ ବର୍ଷ ବୟସର ପିଲାମାନଙ୍କ ପାଇଁ ଏକ ଶିଶୁ ଚଳଚ୍ଚିତ୍ର ମହୋତ୍ସବ ଆରମ୍ଭ ହୋଇଯାଇଛି । ଏହା ଭୁବନେଶ୍ୱର ଫିଲ୍ମ ସୋସାଇଟି ଦ୍ୱାରା ଆୟୋଜନ କରାଯାଉଛି । ଚଳିତ ଜୁଲାଇ ୨୦ରୁ ଜୁଲାଇ ୨୨ ତାରିଖ ପର୍ଯ୍ୟନ୍ତ ଓଡ଼ିଶୀ ଗବେଷଣା କେନ୍ଦ୍ର, ଏକ୍ସ.ଆଇ.ଏମ.ବି…

ୱାଲ୍‌ର୍ଡ ଟ୍ରେଡ୍ ସେଂଟର ଭୁବନେଶ୍ୱର ପକ୍ଷରୁ ବିଶ୍ୱ ବାଣିଜ୍ୟ ଦିବସ ଓ ବାର୍ଷିକ ସଦସ୍ୟ ସମ୍ମିଳନୀ ୨୦୨୩ ଆୟୋଜିତ

ଭୁବନେଶ୍ୱର: ଓଡ଼ିଶା ଏମଏସଏମଇ ବିଭାଗର ପ୍ରମୁଖ ସଚିବ ଶ୍ରୀ ଶାଶ୍ୱତ ମିଶ୍ର କହିଛନ୍ତି ଯେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ଭୁବନେଶ୍ୱର ବିମାନବନ୍ଦରରୁ ଏୟାର କାର୍ଗୋ ସେବା ଆରମ୍ଭ ହୋଇଯିବ, ଯାହାକି ରାଜ୍ୟର ରପ୍ତାନିକାରୀମାନଙ୍କୁ ଆନ୍ତର୍ଜାତୀୟ ବଜାରରେ ଉନ୍ନତି କରିବା ପାଇଁ ଆବଶ୍ୟକ…

ଫୋନ୍‌ପେ ପକ୍ଷରୁ ମାସିକ ସବ୍‌ସ୍କ୍ରିପ୍‌ଶନ ସହ ଭାରତର ପ୍ରଥମ ସ୍ୱାସ୍ଥ୍ୟବୀମା ପ୍ଲାଟ୍‌ଫର୍ମର ଶୁଭାରମ୍ଭ

ଭୁବନେଶ୍ୱର: ଫୋନ୍‌ପେ’ ଇନ୍ସୁରାନ୍ସ ବ୍ରୋକିଙ୍ଗ୍ ସର୍ଭିସେସ୍ ପକ୍ଷରୁ ଆଜି ଏହାର ସ୍ୱାସ୍ଥ୍ୟବୀମା ଯୋଜନାଗୁଡିକର ଶୁଭାରମ୍ଭ କରାଯାଇଛି । ଯାହାକି ଅଗ୍ରଣୀ ବୀମା କମ୍ପାନୀଗୁଡିକ ସହ ସହଭାଗିତାରେ ବ୍ୟାପକ ବୀମା ପ୍ରଦାନ କରୁଛି । ଏହା ହେଊଛି ଦେଶର ଏକମାତ୍ର ପ୍ଲାଟ୍‌ଫର୍ମ ଯେଉଁଠାରେ…

ଓଡିଶାରେ ଆନ୍ତର୍ଜାତୀୟ ରୋମିଂ ପ୍ୟାକ୍ ପାଇଁ ଏୟାରଟେଲ୍ ଚାହିଦା ବୃଦ୍ଧି

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିଯୋଗାଯୋଗ ସେବା ପ୍ରଦାତା, ଭାରତୀ ଏୟାରଟେଲ୍ ଗତବର୍ଷ ତୁଳନାରେ ଚଳିତ ବର୍ଷ ଓଡିଶାରୁ ବିଦେଶକୁ ଯାତ୍ରା କରୁଥିବା ଗ୍ରାହକଙ୍କ ପାଇଁ ସବ୍‌ସ୍କ୍ରିପ୍‌ଶନ ପ୍ୟାକ୍‌ରେ ୧୪୩%ର ବୃଦ୍ଧି ପରିଲକ୍ଷିତ କରିଛି । କନେକ୍ଟେଡ୍ ରହିବାକୁ ସହଜ, ଅନ୍ତର୍ନିହିତକାରୀ ଓ…

ମଦର୍ସ ପବ୍ଲିକ୍ ସ୍କୁଲ୍ ୟୁନିଟ୍‌-୧, ଭୁବନେଶ୍ୱରରେ ‘ଆନୁଆଲ ଗ୍ଲୋରୀ ଡେ’ ପାଳିତ

ଭୁବନେଶ୍ୱର: ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ୨୦୨୨-୨୩ ଶିକ୍ଷା ବର୍ଷରେ ସେମାନଙ୍କର ଆନ୍ତରିକ ପ୍ରୟାସ ଓ ଚମତ୍କାର ସଫଳତା ପାଇଁ ପ୍ରଶଂସିତ ଓ ପୁରସ୍କୃତ କରିବା ଲାଗି ମଦର୍ସ ପବ୍ଲିକ୍ ସ୍କୁଲ୍‌, ୟୁନିଟ୍‌-୧ ଭୁବନେଶ୍ୱର ପକ୍ଷରୁ ଏହାର ପରିସରରେ ଗତ ଜୁଲାଇ ୧୫ ତାରିଖ ୨୦୨୩ରେ…

ସୋନି ଲିଭ୍‌ରେ ନୀଳମାଧବ ପଣ୍ଡାଙ୍କ ‘ଦ ଜେଙ୍ଗାବୁରୁ କର୍ସ’

ଭୁବନେଶ୍ୱର : ଆନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ଓ ଜାତୀୟ ପୁରସ୍କାରପ୍ରାପ୍ତ ପ୍ରଯୋଜକ ଓ ନିର୍ଦ୍ଦେଶକ ନୀଳମାଧବ ପଣ୍ଡା ଭାରତର ପ୍ରଥମ କ୍ଲାଇମେଟ୍ ଫିକ୍ସନ (କ୍ଲି-ଫି) ଥ୍ରିଲର ସିରିଜ୍ ‘ଦ ଜେଙ୍ଗାବୁରୁ କର୍ସ’ର ରିଲିଜ୍ ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏହି ସିରିଜ୍ ଆସନ୍ତା ଅଗଷ୍ଟ ୯ ତାରିଖ…

ଏଫ୍‌ଆଣ୍ଡ୍‌ବିରେ ନୂଆ ଅଫର୍ ଘୋଷଣା କରିଛି ପିଭିଆର୍ ଆଇନକ୍ସ

ଭୁବନେଶ୍ୱର: ଭାରତର ସର୍ବବୃହତ୍ ମଲ୍ଟିପ୍ଲେକ୍ସ ଶୃଙ୍ଖଳା ପିଭିଆର୍ ଆଇନକ୍ସ ଲିମିଟେଡ୍ ପକ୍ଷରୁ ଏଫ୍‌ଆଣ୍ଡ୍‌ବି ପାଇଁ ନୂଆ ଆକର୍ଷଣୀୟ ଅଫର୍ ଘୋଷଣା କରାଯାଇଛି ଯାହା ଦେଶବ୍ୟାପୀ ସମସ୍ତ ପିଭିଆର୍ ଆଇନକ୍ସ ସିନେମାରେ ଉପଲବ୍ଧ ରହିଛି । ଆଜିଠାରୁ ଆରମ୍ଭ ହେଉଥିବା ଏହି ଅଫର୍ ମାଧ୍ୟମରେ ଫିଲ୍ମ…

ଆଜି ଲଞ୍ଚ ହେବ ଚନ୍ଦ୍ରାୟନ-୩, ଜାଣନ୍ତୁ ଏହି ମିଶନର ମୁଖ୍ୟ ଉଦ୍ଦେଶ୍ୟ

ନୂଆଦିଲ୍ଲୀ: ଆଜି ଭାରତ (India) ଏବଂ ଭାରତୀୟଙ୍କ ପାଇଁ ଗର୍ବର ଦିନ। ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ଏହାର ସ୍ୱପ୍ନର ପ୍ରୋଜେକ୍ଟ ଚନ୍ଦ୍ରାୟନ-3 (Chandrayaan-3) ଆରମ୍ଭ କରିବାକୁ ଯାଉଛି। ଶୁକ୍ରବାର ଦିନ ରାତି ପ୍ରାୟ ସାଢେ ଦୁଇଟା ସମୟରେ ଏହା ଶ୍ରୀହାରିକୋଟାସ୍ଥିତ…

ସର୍ବକାଳୀନ ରେକର୍ଡ ସୁନା ଓ ରୂପା ଦରରେ ବଡ଼ ପରିବର୍ତ୍ତନ, ପୁଣି ଏତିକି ଟଙ୍କା ହେଲା ମହଙ୍ଗା

ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ସୁନା, ରୂପା କିମ୍ବା ଏହାର ଅଳଙ୍କାର କିଣିବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଅଛି। ଚଳିତ ସପ୍ତାହର ଚତୁର୍ଥ ଦିନରେ ସୁନା ଓ ରୂପା ମୂଲ୍ୟରେ ଏକ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି। ଏହା ପରେ ମଧ୍ୟ ସୁନା ୧୦ ଗ୍ରାମ ପିଛା…

ରେଳ ଧାରଣାରୁ ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ୱର: ବାହାନଗା ରେଲୱେ ଫାଟକ ନୀକଟରୁ ଜଣେ ଅଜଣା ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ବୁଧବାର ସକାଳ ପ୍ରାୟ ୫.୩୦ ସମୟରେ ବାଲେଶ୍ୱର ଜିଲ୍ଲା ବାହାନଗା ରେଲୱେ ଷ୍ଟେସନ ଅଧିନସ୍ଥ ଇଚ୍ଛାପୁର ରେଲୱେ ଫାଟକ ନୀକଟରେ ଜଣେ ଅଜଣା ବିକଳାଙ୍ଗ…