ଲେହରେ ପ୍ରଧାନମନ୍ତ୍ରୀଙ୍କ ସମ୍ମାନାର୍ଥେ ସେନା ତରଫରୁ ଏହି ସ୍ୱତନ୍ତ୍ର ସମାରୋହର ଆୟୋଜନ, ଯେଉଁଥିରେ ସୈନିକମାନେ…

ପ୍ରଧାନମନ୍ତ୍ରୀ ମୋଦୀ ଶୁକ୍ରବାର ସକାଳେ ଲେହରେ ଗ୍ରାଉଣ୍ଡ ଜିରୋରେ ପହଞ୍ଚି ଦେଶବାସୀଙ୍କୁ ବିସ୍ମିତ କରିଦେଇଛନ୍ତି । ଭାରତ ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ବିବାଦକୁ ଦୃଷ୍ଟିରେ ରଖି ସେମାନଙ୍କ ଗସ୍ତରୁ ଦୁଇଟି ସ୍ପଷ୍ଟ ବାର୍ତ୍ତା ବାହାର କରାଯାଉଛି, ପ୍ରଥମଟି ହେଉଛି ଚୀନ୍ ପ୍ରତି କଠୋର ମନୋଭାବ…

ସାଇବର ସ୍ପେସ୍… ନିଜେ ବୁଣିଥିବା ଜାଲରେ ନିଜେ ଫସିଛି ଚୀନ

ଏକ ଦଶନ୍ଧି ପୂର୍ବରୁ, ଯେତେବେଳେ ଚୀନ୍ ଗୁଗୁଲ୍, ଫେସବୁକ୍ ଏବଂ ୟୁଟ୍ୟୁବ୍ ପରି ଜଣାଶୁଣା କମ୍ପାନୀଗୁଡିକୁ ନିଷିଦ୍ଧ କରିଥିଲା, ସେତେବେଳେ ସେ କଳ୍ପନା ମଧ୍ୟ କରିନଥିବ ଯେ ଦିନେ ତାକୁ ସମାନ ଭାଗ୍ୟର ସାମ୍ନା କରିବାକୁ ପଡିବ। ଗତ ବର୍ଷ, ଆମେରିକା ୫G କମ୍ପାନୀ ହୁଆୱେ ଏବଂ ବର୍ତ୍ତମାନ ଭାରତ ୫୯ଟି…

ଏହି ଦୁଇଟି କାରଣ ଯୋଗୁଁ ଇସଲାମ ଗ୍ରହଣ କରିଥିଲେ ସରୋଜ ଖାନ

କୋରିଓଗ୍ରାଫର ସରୋଜ ଖାନଙ୍କ ମୃତ୍ୟୁରେ ପୁରା ବଲିଉଡ ଚକିତ ହୋଇଯାଇଛି। ସରୋଜ ଖାନଙ୍କ ବିୟୋଗରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ଯାହାକୁ ପୂରଣ କରିବା ଆଉ ସମ୍ଭବ ନୁହେଁ |ସରୋଜ ଖାନଙ୍କ ଜୁଲାଇ୩ ରେ ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା। କୋରିଓଗ୍ରାଫର ଦୀର୍ଘ ସମୟ ଧରି ଅସୁସ୍ଥ…

ଅଗଷ୍ଟରେ ଲଂଚ ହୋଇପାରେ କରୋନାର ଦେଶୀ ଭ୍ୟାକ୍ସିନ କୋଭ୍ୟାକ୍ସିନ

କରୋନାର ବଢ଼ୁଥିବା ସଂକ୍ରମଣ ମଧ୍ୟରେ ଏକ ଭଲ ଖବର ଆସୁଛି। କରୋନା ଟିକା କୋଭାକ୍ସିନ (COVAXIN) ଅଗଷ୍ଟ ୧୫ ରେ ଆରମ୍ଭ ହୋଇପାରେ | ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଭାରତ ବାୟୋଟେକ୍ ଦ୍ୱାରା ଏହି ଟିକା ପ୍ରସ୍ତୁତ କରାଯାଇଛି। ଭାରତ ବାୟୋଟେକ ଏବଂ ଆଇସିଏମଆରରୁ ଟିକା ଲଞ୍ଚ ସମ୍ଭବ। ସମ୍ପ୍ରତି,…

ଆସିଗଲା ଟିକଟକର ବିକଳ୍ପ ମେଡ୍ ଇନ ଇଣ୍ଡିଆ ଆପ୍‌, ଲଂଚ ହେବା ମଧ୍ୟରେ ହୋଇସାରିଲାଣି ୫୦,୦୦୦ ଡାଉନଲୋଡ଼

ଡିଜିଟାଲ ଇଣ୍ଡିଆର ପାଂଚ ବର୍ଷ ପୂର୍ତି ଅବସରରେ ସୂଚନା ଏବଂ ପ୍ରାଦ୍ୟୋଗିକ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଡିଜିଟାଲ ଇଣ୍ଡିଆ ପାଇଁ କାମ କରୁଥିବା ଷ୍ଟାର୍ଟଅପକୁ ସମ୍ବୋଧିତ କରି କହିଛନ୍ତି ଯେ ଭାରତରେ ଗୁଗଲ ପ୍ଲେ ଷ୍ଟୋର ଏବଂ ଆପ ଷ୍ଟୋରରୁ ବହୁତ ଆପ ଡାଉନଲୋଡ଼ ହୋଇଥାଏ, କିନ୍ତୁ ଏବେ ସମୟ ଆସିଯାଇଛି…

ମାଲିକାଣୀର ମୃତ୍ୟୁକୁ ସହିପାରିଲାନି ପୋଷା କୁକୁର, ଶେଷରେ ଚାରି ମହଲାରୁ ଡେଇଁ ହାରିଲା ଜୀବନ

କୁକୁର ମଣିଷର ସବୁଠାରୁ ବିଶ୍ୱସ୍ତ ବନ୍ଧୁ । ଏହା କେବଳ ଏକ କଥା ମଧ୍ୟରେ ସୀମିତ ନୁହେଁ ବରଂ ଏକ ନିରାଟ ସତ୍ୟ ଅଟେ । ମାଲିକ ପ୍ରତି ଗୋଟିଏ କୁକୁରର ଭଲପାଇବା ନିଃସ୍ୱାର୍ଥପର ପ୍ରେମରେ ଭରି ରହିଥାଏ । ଅନେକ ସମୟରେ ଏଭଳି ଘଟଣା ସାମ୍ନାକୁ ଆସିଛି ଯେଉଁଠି ପଶୁ ମାନବ ସମାଜକୁ ଭଲପାଇବାର ପ୍ରକୃତ…

ଟିକଟକ ବ୍ୟାନ ହେବା ପରେ ସୋସିଆଲ ମିଡିଆରେ ଟିକଟକ ୟୁଜର୍ସଙ୍କ ମଜାକ୍ ଉଡ଼ାଉଛନ୍ତି ଲୋକେ, ଦେଖନ୍ତୁ ଏହି ଭାଇରାଲ ଫନି…

ଭାରତ ସରକାରଙ୍କ ପକ୍ଷରୁ ଚୀନର ୫୯ଟି ଆପ୍ ବ୍ୟାନ କରିବା ନିଷ୍ପତି ଚୀନକୁ ଏକ ବଡ଼ ଝଟକା ଦେଇଛି । ଯେଉଁଥିରେ ସବୁଠାରୁ ଲୋକପ୍ରିୟ ଆପ୍ ଟିକ୍‌ଟକ୍ ମଧ୍ୟ ସାମିଲ ରହିଛି । ଭାରତ-ସୀମା ବିବାଦ ପରଠାରୁ ହିଁ ଟିକ୍‌ଟକ୍‌କୁ ବ୍ୟାନ କରିବାର ନାରା ଜୋର ଧରିଥିଲା । ଯେମିତି ହିଁ ଏହି ଖବର ଆସିଲା ସୋସିଆଲ…

ଜାତିଭେଦ ବିରୋଧରେ ଇଣ୍ଡିଜ୍ ଖେଳାଳି ଏକଜୁଟ, ପିନ୍ଧିବେ ‘ବ୍ଲାକ୍ ଲାଇଭସ୍ ମ୍ୟାଟର୍’ ଲୋଗୋ

ଜୁଲାଇ ୮ରୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜରେ ୱେଷ୍ଟଇଣ୍ଡିଜ କ୍ରିକେଟରମାନେ ବର୍ଣ୍ଣବୈଷମ୍ୟକୁ ବିରୋଧ କରିବା ପାଇଁ ସାର୍ଟ କଲାରରେ 'ବ୍ଲାକ୍ ଲାଇଭସ୍ ମ୍ୟାଟର' ଲୋଗୋ ପିନ୍ଧିବେ। ଆମେରିକାରେ କୃଷ୍ଣକାୟ ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ୱେଷ୍ଟଇଣ୍ଡିଜ ଅଧିନାୟକ ଜେସନ ହୋଲଡର ଏହି ପ୍ରସଙ୍ଗରେ…

ବୟସ୍କ ତଥା ରୋଗୀଙ୍କ ପରେ ଏବେ ଯୁବଗୋଷ୍ଠୀଙ୍କୁ ମଧ୍ୟ ଦ୍ରୁତଗତିରେ ନିଜର ବଳୟକୁ ନେଉଛି ଏହି ଭାଇରସ

ବୟସ୍କ ଏବଂ ପୂର୍ବରୁ ଅସୁସ୍ଥ ଲୋକଙ୍କ ପରେ ଏବେ କରୋନା ସଂକ୍ରମଣରେ ଆସୁଥିବା ଯୁବଗୋଷ୍ଠୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଏମାନଙ୍କ ମଧ୍ୟରେ ଏଭଳି ଅନେକ ଯୁବଗୋଷ୍ଠୀ ଅଛନ୍ତି ଯେଉଁମାନଙ୍କ ଠାରେ ସଂକ୍ରମଣ ତ ଦେଖାଯାଉନାହିଁ କିନ୍ତୁ ଏମାନେ ଅନ୍ୟମାନଙ୍କ ଠାରେ ରୋଗକୁ ପ୍ରସାରିତ…

ତେଲର ବଢ଼ୁଥିବା ଦରକୁ ନେଇ ଅକ୍ଷୟ କୁମାର ଓ ଅମିତାଭ ବଚନଙ୍କୁ ଟାର୍ଗେଟ କଲେ ମହାରାଷ୍ଟ୍ର ମନ୍ତ୍ରୀ

ଦେଶରେ ପେଟ୍ରୋଲ ଏବଂ ଡିଜେଲର ବଢ଼ୁଥିବା ଦାମକୁ ନେଇ ଦେଶରେ ବିରୋଧ ଜାରି ରହିଛି । ଏହା ମଧ୍ୟରେ ଅଚାନକ ଅଭିନେତା ଅମିତାଭ ବଚନ ଏବଂ ଅକ୍ଷୟ କୁମାରଙ୍କୁ ନେଇ ଏକ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ଏହି ବିବାଦ ପ୍ରେଟ୍ରୋଲ ଡିଜେଲ ସହ ସମ୍ପର୍କିତ । ଅସଲରେ ଅମିତାଭ ବଚନ ଏବଂ ଅକ୍ଷୟ କୁମାର ୟୁପିଏ…