ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ ଶ୍ରୀଘ୍ର ପ୍ରସ୍ତୁତ ହୋଇଥାଏ ଆଂଟିବଡିଜ୍‌, ବିନା ଦ୍ୱନ୍ଦରେ ଦାନ କରିପାରିବେ…

ଏବେ ଏକ ଅଧ୍ୟୟନରୁ ଜଣାପଡ଼ିଛି ଯେ କରୋନା ସଂକ୍ରମଣ ପରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ଠାରେ ଆଂଟିବଡି ଶୀଘ୍ର ପ୍ରସ୍ତୁତ ହୋଇଥାଏ । ପ୍ଲାଜମା ଥେରାପିର ପ୍ରଭାବ ବିଷୟରେ ଜାଣିବା ପାଇଁ ଗୋଟିଏ ମାସ ପର୍ଯ୍ୟନ୍ତ ଚାଲିଥିବା ଅଧ୍ୟୟନ ପରେ ବୈଜ୍ଞାନିକମାନେ ଦେଖିଛନ୍ତି ଯେ ପ୍ଲାଜମା ଦାନ କରିଥିବା ୪୩…

କଣ ଗୋଟିଏ ସ୍ଥାନରେ ଦୁଇଥର ବଜ୍ରପାତ ହୋଇନଥାଏ? ନିଜକୁ କିପରି ରକ୍ଷା କରିବେ ଜାଣନ୍ତୁ

ଗୁରୁବାର ବିହାରରେ ବଜ୍ରପାତ ଯୋଗୁଁ ପ୍ରାୟ ୮୩ ଜଣଙ୍କର ମୃତ୍ୟୁ ହୋଇଛି। ଏଥି ସହ ଉତ୍ତରପ୍ରଦେଶରେ ବଜ୍ରପାତ ହେତୁ ୨୪ ଜଣଙ୍କର ମୃତ୍ୟୁ ଘଟିଛି। ବିହାରର ବିପର୍ଯ୍ୟୟ ପରିଚାଳନା ବିଭାଗର ମୁଖ୍ୟ ସଚିବ ସୁପ୍ରିୟା ଅମୃତ କହିଛନ୍ତି ଯେ ଅନ୍ୟ ସମସ୍ତ ଜିଲ୍ଲାରେ ଜୀବନ ଓ ସମ୍ପତ୍ତି ନଷ୍ଟ ହେବା…

‘ହାଫ ଗର୍ଲଫ୍ରେଣ୍ଡ’ରେ ସୁଶାନ୍ତ ସିଂ ରାଜପୁତଙ୍କୁ ରିପ୍ଲେସ କରିଥିଲେ ଅର୍ଜୁନ କପୁର, ଚେତନ ଭଗତଙ୍କ ପୁରୁଣା ଟ୍ୱିଟରୁ…

ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ପରଠାରୁ ତାଙ୍କ ସହ ଜଡ଼ିତ ଅନେକ ନୂଆ ନୂଆ ପ୍ରସଙ୍ଗ ସାମ୍ନାକୁ ଆସୁଛି । ଏହା ମଧ୍ୟରେ ସୁଶାନ୍ତଙ୍କ ପ୍ରଶଂସକମାନେ ଲଗାତର ଭାବେ ଷ୍ଟାର କିଡ ଏବଂ ଇଣ୍ଡଷ୍ଟ୍ରିରେ ନେପୋଟିଜମକୁ ନେଇ ଖୁବ ର୍ଟାର୍ଗେଟ କରୁଛନ୍ତି । ଏହା ମଧ୍ୟରେ ଏବେ ଏହି ଖବର…

ଫିଲ୍ମରେ ହିରୋ ଭାବେ ଅଭିନୟ କରିବାର କଳ୍ପନା କରିନଥିଲେ ଅର୍ଜୁନ କପୁର, ଫିଲ୍ମକୁ ଆସିବା ପୂର୍ବରୁ କିଛି ଏଭଳି…

ଅଭିନେତା ଅର୍ଜୁନ କପୁର ୨୬ ଜୁନରେ ନିଜର ଜନ୍ମଦିନ ପାଳନ କରିଥାନ୍ତି । ୧୯୮୫ରେ ମୁମ୍ବାଇରେ ଜନ୍ମିତ ଅର୍ଜୁନ କପୁରଙ୍କ ବାପା ଲୋକପ୍ରିୟ ନିର୍ମାତା ବୋନି କପୁର ଏବଂ ମା ସ୍ୱର୍ଗୀୟ ମୋନା କପୁର ଅଟନ୍ତି । ତାଙ୍କ ଭଉଣୀଙ୍କ ନାମ ଅଂଶୁଲା ଅଟେ । ଅର୍ଜୁନଙ୍କ ଜନ୍ମଦିନରେ ଆସନ୍ତୁ ଜାଣିବା ତାଙ୍କ ସହ…

ଆଜି ହେଉଛି ଅନ୍ତରାଷ୍ଟ୍ରିୟ ଅଲମ୍ପିକ ଦିବସ, ଜାଣନ୍ତୁ ଆଜି ଦିନରେ ହିଁ କାହିଁକି ପାଳନ କରାଯାଇଥାଏ ଏହି ଦିବସ

ଆଜି ୨୩ ଜୁନରେ ପୁରା ବିଶ୍ୱରେ ଅନ୍ତରାଷ୍ଟ୍ରିୟ ଅଲିମ୍ପିକ ଦିବସ ପାଳନ କରାଯାଉଛି । ଏହି ଖାସ ଅବସରରେ ଦୁନିଆର ଭିନ୍ନ ଭିନ୍ନ ଅଂଶରେ ଅନେକ ପ୍ରକାରର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ ଯେଉଁଥିରେ ବିଭିନ୍ନ ବର୍ଗର ଲୋକ ଏବଂ କ୍ରୀଡ଼ାବିତ ସାମିଲ ହୋଇଥାନ୍ତି । କିନ୍ତୁ କଣ ଆପଣ ଜାଣନ୍ତି ପୁରା…

କରୋନାର ପ୍ରଥମ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ, ଆଜି ପତଞ୍ଜଳି କରିବ ଏହାର ଘୋଷଣା

ବିଶ୍ୱରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣ ମଧ୍ୟରେ ଅନେକ ଦେଶର ବୈଜ୍ଞାନିକମାନେ ଏହାର ଉପଶମ ଖୋଜୁଛନ୍ତି। ଗୋଟିଏ ପଟେ କମ୍ପାନୀମାନେ ଏହାର ଟିକା ପ୍ରସ୍ତୁତ କରିବାରେ ଅନୁସନ୍ଧାନ କରୁଛନ୍ତି, ଅନ୍ୟ ପଟେ ଅନେକ କମ୍ପାନୀ ଏହାର ନିର୍ଦ୍ଦିଷ୍ଟ ତଥା ପ୍ରଭାବଶାଳୀ ଔଷଧ ତିଆରି କରିବାକୁ ଚେଷ୍ଟା…

କୌଣସି ଅଭିନେତ୍ରୀଙ୍କୁ ନୁହେଁ ବରଂ ନିଜର ଜଣେ ପ୍ରଶଂସକଙ୍କୁ ଜୀବନସାଥୀ କରିଛନ୍ତି ସାଉଥ ସୁପର ଷ୍ଟାର ବିଜୟ ଜୋସେଫ

ସାଉଥ୍ ସିନେମାର ଭେଟେରାନ୍ ଅଭିନେତା ବିଜୟ ଚନ୍ଦ୍ରଶେଖର ୨୨ ଜୁନରେ ତାଙ୍କ ଜନ୍ମଦିନ ପାଳନ କରିଛନ୍ତି | ତାଙ୍କର ସମ୍ପୂର୍ଣ୍ଣ ନାମ ଜୋସେଫ ବିଜୟ ଚନ୍ଦ୍ରଶେଖର, କିନ୍ତୁ ପ୍ରଶଂସକମାନେ ତାଙ୍କୁ ବିଜୟ ବୋଲି ଜାଣନ୍ତି। ସେ ସାଉଥ ସିନେମାର ସୁପରହିଟ୍ ଅଭିନେତାମାନଙ୍କ ମଧ୍ୟରୁ ଜଣେ | ସେ…

୧୯୬୨ ମସିହାରେ ଚୀନର ୧୨ ସୈନିକଙ୍କ ଉପରେ ଭାରି ପଡ଼ିଥିଲେ ଜଣେ ଭାରତୀୟ ସୈନ୍ୟ, ପଥରରେ କଚାଡ଼ି କଚାଡ଼ି ମାରିଥିଲେ

୧୯୬୨ ମସିହାରେ ଇଣ୍ଡୋ-ଚୀନ୍ ଯୁଦ୍ଧର ପରିଣାମ ହୁଏତ କିଛି ହୋଇଥାଇପାରେ କିନ୍ତୁ ସେହି ସମୟରେ ଜଣେ ଭାରତୀୟ ସେନା ଚୀନର ୧୨ ଜଣ ସୈନିକଙ୍କୁ ମାଟି ଚଟାଇଦେଇଥିଲେ । ଭାରତ ଏବଂ ଚୀନ୍ ମଧ୍ୟରେ ହୋଇଥିବା ଯୁଦ୍ଧର ସ୍ମୃତିକୁ ମନେ ପକାଇ କର୍ଣ୍ଣଲ ଜିଲ୍ଲାର ବାଲା ଗ୍ରାମ ନିବାସୀ ୮୮ ବର୍ଷୀୟ ପୂର୍ବତନ…

ଚୀନକୁ ଆର୍ଥିକ ଚୋଟ ଦେବା ପାଇଁ ଅଂଟା ଭିଡୁଛି ଭାରତ, ଚୀନ ସାମଗ୍ରୀଗୁଡ଼ିକର ସମ୍ପୂର୍ଣ୍ଣ ବିବରଣୀ ମାଗିଲେ ସରକାର

ପୂର୍ବ ଲଦାଖରେ ସୀମା ଉପରେ ଚୀନ ସୈନିକଙ୍କ ଧୋକା ପରଠାରୁ ଭାରତ ଏବେ ଚୀନକୁ ପ୍ରତ୍ୟେକ ଉପାୟରେ କଡ଼ା ଯବାବ ଦେଖା ପାଇଁ ପ୍ରସ୍ତୁତିରେ ଲାଗିପଡ଼ିଛି । ସୈନ୍ୟ ଏବଂ କୂଟନୀତି ସହିତ ଭାରତ ଆର୍ଥିକ ରୂପେ ମଧ୍ୟ ଚୀନକୁ କଡ଼ା ଜବାବ ଦେବା ପାଇଁ ଅଂଟା ଭିଡୁଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ…

ଚୀନର ଆଉ ଏକ ମିଛର ପର୍ଦ୍ଦାଫାସ, ବୁହାନରେ ପ୍ରକୃତ କରୋନା ମୃତ୍ୟୁ ସଂଖ୍ୟାକୁ ନେଇ ଆମେରିକା ବୈଜ୍ଞାନିକଙ୍କ ବଡ଼ ଖୁଲାସା

ଏବେ ଚୀନର ଆଉ ଏକ ମିଛ ସାମ୍ନାକୁ ଆସିଛି । ୱାଶିଂଟନ ୟୁନିଭର୍ସିଟି ଏବଂ ଓହିଓ ଷ୍ଟେଟ ୟୁନିର୍ଭିଟିର ବୈଜ୍ଞାନିକଙ୍କ ଅନୁଯାୟୀ ଗବେଷଣା ଅନୁସାରେ ୨୪ ମାର୍ଚ୍ଚ ପର୍ଯ୍ୟନ୍ତ ବୁହାନରେ ୩୬ ହଜାର ଲୋକଙ୍କର ମୃତ୍ୟୁ ହୋଇସାରିଥିଲା । ଅନ୍ୟପଟେ ଚୀନ ଅନୁଯାୟୀ ସେପର୍ଯ୍ୟନ୍ତ ଦେଶରେ କେବଳ ୭୦୦ଜଣଙ୍କର…