ଭାରତରେ ହ୍ବାଟସ୍ ଆପ୍ ପେମେଂଟକୁ ମିଲିଲା ଗ୍ରୀନ ସିଗନାଲ, ଗୁଗଲ ପେ କୁ ଦେବ କଡ଼ା ଟକ୍କର

ଫେସବୁକ୍ ମାଲିକାନା ମେସେଜିଂ ଆପ୍ ହ୍ବାଟସ୍ ଆପ୍ ଭାରତରେ ଏକ ପେମେଣ୍ଟ ସେବା ଆରମ୍ଭ କରିବାକୁ ଅନୁମତି ପାଇଛି। ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (NPCI) ହ୍ବାଟସ୍ ଆପ୍ ପେକୁ ଗ୍ରୀନ ସିଗନାଲ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହା ୨ କୋଟି ବ୍ୟବହାରକାରୀଙ୍କ ପାଇଁ ଜାରି ହେବ ବୋଲି…

ଗତ ୨୪ ଘଂଟା ମଧ୍ୟରେ ଦେଶରେ ପୁଣି ୪୭,୬୩୮ କରୋନା ଆକ୍ରାନ୍ତ ଚିହ୍ନଟ, ୫୪୧୫୭ଜଣ ସୁସ୍ଥ

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୭,୬୩୮ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ ୮୪ ଲକ୍ଷ ୧୧ହଜାର ୭୨୪ ଆକ୍ରାନ୍ତ ଚିହ୍ନଟ ହୋଇ ସାରିଲେଣି। ଏହା ସହ ଆଜି ମୃତ୍ୟୁ ସଂଖ୍ୟା ଗତକାଲି ଭଳି ୫୦୦ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ କରୋନାରେ ଦେଶରେ…

କାମର ଅତ୍ୟଧିକ ଚାପ ଯୋଗୁଁ ଚାଲିଗଲା ୧୪ ଡେଲିଭରୀ ବଏଙ୍କ ଜୀବନ, ୨୧-୨୧ ଘଂଟା ଧରି କରୁଥିଲେ କାମ

କରୋନା ମହାମାରୀ ଲୋକଙ୍କ ଜୀବନରେ ଅନେକ ପରିବର୍ତନ ଆଣିଛି |ସଂକ୍ରମଣକୁ ରୋକିବା ପାଇଁ ଦୁନିଆର ଅନେକ ଦେଶରେ ଲକଡାଉନ ଜାରି କରାଯାଇଥିଲା। ଲକଡାଉନ ଯୋଗୁଁ ଅନେକ ଲୋକଙ୍କ ଚାକିରୀ ଚାଲିଗଲା। କିନ୍ତୁ ଲକଡାଉନ କୋହଳ ହେବାପରେ କାମ ଚାପ ଏତେ ବଢିଯାଇଛି ଯେ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଉଛି। ଦକ୍ଷିଣ…

ହ୍ବାଟସ୍ ଆପରେ ଲଂଚ ହେଲା ନୂଆ ଫିଚର, ଏବେ ସାତ ଦିନରେ ଗାୟବ କରିହେବ ମେସେଜ

ହ୍ବାଟସ୍ ଆପ୍ ନିକଟରେ ଏହାର FAQ ପେଜରେ Disappearing Message କିପରି କାର୍ଯ୍ୟ କରିବ ତାହା ବିଷୟରେ ଦର୍ଶାଇଥିଲା | ବର୍ତ୍ତମାନ କମ୍ପାନୀ ଆନୁଷ୍ଠାନିକ ଭାବରେ ଏହି ନୂତନ ଫିଚର ଲଞ୍ଚ କରିଛି। ହ୍ବଟସ୍ ଆପ୍ Disappearing Message | ହ୍ବାଟସ୍ ଆପର ପ୍ୟାରେଣ୍ଟ୍ କମ୍ପାନୀ ହେଉଛି ଫେସବୁକ୍…

ଇଂଟରନେଟରେ ଉର୍ବସୀଙ୍କ ୩୭ କୋଟିର ଡ୍ରେସକୁ ନେଇ ଚର୍ଚା, ଭାଇରାଲ ହେଉଛି ଫଟୋ

ଉର୍ବଶୀ ରୌତେଲା ନିଜ ଫ୍ୟାଶନ୍ ଏବଂ ଷ୍ଟାଇଲ ଦେଖାଇବାରେ କେବେ ପଛାନ୍ତି ନାହିଁ। ଏବେ ପୁଣି ଥ​‌ରେ ଉର୍ବଶୀ ଚର୍ଚ୍ଚାରେ ଅଛନ୍ତି। ଏବେ ତାଙ୍କୁ ବିଶ୍ବର ସବୁଠୁ ସୁନ୍ଦର ଏବଂ କାମୁକ ମହିଳା କ୍ଲିଓପାଟ୍ରା ହେବା ପାଇଁ ବଛା ଯାଇଛି। ଫିଲ୍ମ ଅଭିନେତ୍ରୀ ଉର୍ବଶୀ ରୌତେଲା ଅମାତୋର ଫ୍ୟାଶନ ଫିଲ୍ମରେ…

ଦେଶରେ ୮୩ ଲକ୍ଷ ପାର କଲା ସଂକ୍ରମଣ, ଗତ ୨୪ ଘଂଟାରେ ପୁଣି ୫୦୨୦୯ ପଜିଟିଭ ଚିହ୍ନଟ

ଗତ କିଛି ଦିନ ହେବ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୦୦୦ତଳକୁ ରହୁଥିବା ବେଳେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦,୦୦୦ପାର କରିଛି। ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୫୦ ହଜାର ୨୦୯ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କୁ ମିଶାଇ ଦେଶରେ ସମୁଦ‌ାୟ ୮୩ ଲକ୍ଷ…

ଧନତେରସରେ ନିଜ ରାଶି ଅନୁଯାୟୀ କରନ୍ତୁ କିଣାକିଣି, ପାଇବେ ଶୁଭଫଳ

ଧନତେରସ ପର୍ବ ଦୀପାବଳି ପୂର୍ବରୁ ପାଳନ କରାଯାଏ | ଏହି ପର୍ବରେ କିଣାକିଣି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ | ଏହି ବର୍ଷ ଏହି ପର୍ବ ୧୩ ନଭେମ୍ବରରେ ପଡ଼ୁଛି | ହିନ୍ଦୁ ପଂଚାଙ୍ଗ ଅନୁଯାୟୀ କାର୍ତ୍ତିକ ମାସର କୃଷ୍ଣଙ୍କର ତ୍ରୟୋଦଶ ଦିନ ଧନତେରସ ପର୍ବ ପାଳନ କରାଯାଏ | ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ…

୧୪ଦିନର ନ୍ୟାୟିକ ହେପାଜତରେ ରିପବ୍ଲିକ୍‌ ଟିଭି ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀ

୨୦୧୮ ମସିହାରେ ଜଣେ ୫୩ ବର୍ଷୀୟ ଇଣ୍ଟେରିଅର ଡିଜାଇନର ଓ ତାଙ୍କ ମାଆଙ୍କୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିବା ଅଭିଯୋଗରେ ରିପବ୍ଲିକ୍‌ ଟିଭିର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ ଗୋସ୍ବାମୀଙ୍କ ସମେତ ତିନି ଜଣଙ୍କୁ ମହାରାଷ୍ଟ୍ରର ରାଇଗଡ଼ ପୁଲିସ ଗିରଫ କରିଥିଲା। ଏବେ ମାମଲାର ଶୁଣାଣି କରି…

ଏହି ଗାଁର ମହିଳାମାନେ ଏବେ ମଧ୍ୟ ରଖନ୍ତିନି କରୱାଚୌଥ ବ୍ରତ, ଦୀର୍ଘ ୬୦୦ ବର୍ଷ ହେବ ମନରୁ ଲିଭିନି ଭୟ

କରୱାଚୌଥ ପର୍ବ ହେଉଛି ସ୍ୱାମୀ-ସ୍ତ୍ରୀ ମଧ୍ୟରେ ତ୍ୟାଗ ଓ ଉତ୍ସର୍ଗୀକୃତ ପ୍ରେମର ପ୍ରତୀକ | ଏହି ଦିନ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ ପାଇଁ ଉପବାସ କରନ୍ତି ଏବଂ ନିର୍ଜଳା ଉପବାସ କରନ୍ତି ଏବଂ ରାତିରେ ଚନ୍ଦ୍ର ଦେଖିବା ପରେ ଉପବାସ ଖୋଲନ୍ତି | କିନ୍ତୁ ହରିୟାଣାର କର୍ଣ୍ଣଲ ଜିଲ୍ଲାର…

ରାଜ୍ୟରେ ଏହି ମାସରେ ଖୋଲିବ ବିଦ୍ୟାଳୟ: ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ

ଏହି ମାସରେ ଓଡିଶାର ବିଦ୍ୟାଳୟଗୁଡ଼ିକ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ଆଜି ସୂଚନା ଦେଇଛନ୍ତି। ଏ ବାବଦରେ ଏକ ଏସଓପି ଜାରି କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ଖୁବ୍ ଶୀଘ୍ର ଜିଲ୍ଲା କଲେକ୍ଟର ଏବଂ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କ ସହ ଆଲୋଚନା ହେବ ବୋଲି ଶ୍ରୀ…