ଆର୍ଥ୍ରାଇଟିସ୍ ଓ ମଧୁମେୟ ଭଳି ରୋଗରୁ ଉପଶମ ଦେଇଥାଏ ଟମାଟୋ, ଜାଣନ୍ତୁ ଏହାର ଅନ୍ୟ ଗୁଣକାରୀ ଫାଇଦାଗୁଡ଼ିକ

ଭୁଲ ଖାଦ୍ୟ-ପେୟ, ଶରୀରରେ ୟୁରିକ୍ ଏସିଡ୍ ବୃଦ୍ଧି କରିବା ସହିତ ହାଡ ସହ ଜଡିତ ସମସ୍ୟା ହେତୁ ଲୋକମାନେ ଆର୍ଥ୍ରାଇଟିସ୍ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ଭାରତରେ ଗଣ୍ଠି ଯନ୍ତ୍ରଣା ଭୋଗୁଥିବା ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଏହି କାରଣରୁ ରୋଗୀକୁ କେବଳ ଅସହ୍ୟ ଯନ୍ତ୍ରଣାର…

ପରିବାରର ହସଖୁସି ବଜାୟ ରଖିବାରେ ସହାୟକ ହୋଇଥାଏ ଏହି ଉପାୟ

ଅନେକଙ୍କ ଘରେ କିଛି ନା କିଛି କାରଣରୁ ହେଉ ଅଥବା କଥାକୁ ନେଇ ଅଧିକାଂଶ ସମୟରେ କଳହ ହେଉଥିବା ଦେଖାଯାଏ। ଯାହା ଅନେକ ସମୟରେ ସମସ୍ୟା ସୃଷ୍ଟି କରିଥାଏ। ସଭିଏଁ ଇଚ୍ଛା କରିଥାଆନ୍ତି ତାଙ୍କ ଘରେ ସର୍ବଦା ହସଖୁସିର ବାତାବରଣ ରହୁ। ସଦସ୍ୟଙ୍କ ମଧ୍ୟରେ ମଧୁର ସମ୍ପର୍କ ରହୁ। ଜାଣନ୍ତୁ ୫ଟି ସରଳ ଓ ସହଜ…

ସମସ୍ତ ରେକର୍ଡ ଭାଙ୍ଗିଲା କରୋନା: ଗତ ୨୪ ଘଂଟାରେ ଦେଶରେ ୧.୮୫ ଲକ୍ଷରୁ ଅଧିକ ସଂକ୍ରମିତ ଚିହ୍ନଟ, ୧୦୨୬ ଜଣଙ୍କ ମୃତ୍ୟୁ

ଦେଶରେ ବେଲଗାମ କରୋନା ଭାଇରସର ଦ୍ୱିତୀୟ ଲହରର ଭୟାବହତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଦେଶରେ କରୋନା ସଂକ୍ରମଣର ଦୈନିକ ମାମଲା ସଂଖ୍ୟା ନୂଆ ରେକର୍ଡ ସୃଷ୍ଟି କରୁଛି | ବୁଧବାର ଦିନ ଦେଶରେ ସର୍ବାଧିକ ୧.୮୫ ଲକ୍ଷରୁ ଅଧିକ ନୂତନ ରୋଗୀ ଚିହ୍ନଟ ହୋଇଛନ୍ତି ଏବଂ ସଂକ୍ରମଣ ହେତୁ ୧୦୨୬ ଜଣ ପ୍ରାଣ…

ପାଚନ ଠାରୁ ଆରମ୍ଭ କରି ଓଜନ କମାଇବା ପର୍ଯ୍ୟନ୍ତ, ଏହି ସୁପରଫୁଡରୁ ମିଳିଥାଏ ଜବରଦସ୍ତ ଫାଇଦା

ଶୁଖିଲା ଫଳ ବା ଡ୍ରାଏ ଫ୍ରୁଟ୍ସ ଖାଇବାରେ ଯେତିକି ଭଲ, ସେଗୁଡ଼ିକରୁ ଲାଭ ମଧ୍ୟ ସେତିକି ମିଳିଥାଏ| ଏହି ଶୁଖିଲା ଫଳ ମଧ୍ୟରୁ ଗୋଟିଏ ହେଉଛି ପିସ୍ତା, ଯାହାକୁ ଶୁଖିଲା ଫଳର ପୁରାତନ କିସମ ଭାବରେ ବିବେଚନା କରାଯାଏ ଏବଂ ଏହାକୁ ସୁପରଫୁଡ୍ ମଧ୍ୟ କୁହାଯାଏ | ପିସ୍ତା ପୋଷକ ତତ୍ତ୍ୱ,…

୩ କୋଟି ମୂଲ୍ୟର ମାସ୍କ ପିନ୍ଧି ପ୍ରଶଂସକଙ୍କ ହୋସ ଉଡ଼ାଇଲେ ଏହି ଅଭିନେତ୍ରୀ

ନିକଟରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌଟେଲା ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସେ ହୀରାର ମାସ୍କ ପିନ୍ଧିଥିବାର ନଜର ଆସିଛନ୍ତି। ବର୍ତ୍ତମାନ ଏହି ମାସ୍କର ମୂଲ୍ୟ ଜଣା ପଡିଛି ଯାହା ମୂଲ୍ୟ କୋଟିରେ ରହିଛି । ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌଟେଲା ତାଙ୍କ ଲୁକ ପାଇଁ…

ଆଖିତଳ କଳା ଦାଗକୁ ନେଇ ଚିନ୍ତିତ କି ? ଅଳ୍ପ ଦିନରେ ମିଳିବ ମୁକ୍ତି, କରନ୍ତୁ ଏହି ଉପାୟ

ସମୟ ସହିତ ଜୀବନଶୈଳୀ ସମ୍ପୂର୍ଣ୍ଣ ବଦଳି ଯାଇଛି । ଆମେ ଆମ ଜୀବନର ଅଧିକ ସମୟ ଲାପଟପ୍ କିମ୍ବା ମୋବାଇଲରେ ବିତାଇଥାଉ । ଯେଉଁଥିପାଇଁ ଡାର୍କ ସର୍କଲର ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସାଧାରଣ ଦିନରେ ଏହା ହୃଦୟଙ୍ଗମ ହୁଏ ନାହିଁ, କିନ୍ତୁ ଯେତେବେଳେ କୌଣସି ବିବାହ, ପାର୍ଟି କିମ୍ବା…

ଭାରତରେ ସ୍ପୁତନିକ-ଭିର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁରୀ ଦେଲା ଡିସିଜିଆଇ

କରୋନା ରୋଗର ବୃଦ୍ଧି ଏବଂ ଟିକା ଅଭାବରୁ ଅଭିଯୋଗ ମଧ୍ୟରେ ଦେଶରେ ଏକ ବଡ଼ ଖବର ଆସୁଛି। ରୁଷର କରୋନା ଟିକା ସ୍ପୁତନିକ୍ ଭି ର ଜରୁରୀକାଳୀନ ବ୍ୟବହାରକୁ ମଞ୍ଜୁର କରାଯାଇଛି | DCGI ମଙ୍ଗଳବାର ରୁଷର ଟିକା ସ୍ପୁତନିକ୍ ଭି ବ୍ୟବହାରକୁ ଅନୁମୋଦନ କରିଛି | କରୋନା ଭାଇରସ ବିରୁଦ୍ଧରେ ଏହି ଟିକା…

ଦେଶରେ ଜାରି ରହିଛି କରୋନାର ତାଣ୍ଡବ : ୨୪ ଘଂଟାରେ ପୁଣି ୧ ଲକ୍ଷ ୬୧ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ

ସ୍ଥିତି ଅସମ୍ଭାଳ । ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଡିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ ସମେତ ଅନେକ ରାଜ୍ୟରେ ଲକଡାଉନ୍, ନାଉଟ୍ କର୍ଫ୍ୟୁ ଆଦି ଲାଗିଥିଲେ ମଧ୍ୟ ସଂକ୍ରମଣ ଥମୁନାହିଁ। ଏହା ମଧ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧…

ଘରେ ରଖାଯାଇଥିବା ଆସବାବପତ୍ର ମଧ୍ୟ ଆପଣଙ୍କ ଜୀବନ ଉପରେ ପ୍ରଭାବ ପକାଇଥାଏ, ଏହି ଜିନିଷଗୁଡ଼ିକୁ ରଖନ୍ତୁ ବିଶେଷ ଧ୍ୟାନ

ବାସ୍ତୁ ଅନୁଯାୟୀ, ଶକ୍ତି ବା ଉର୍ଜା ଆମ ଜୀବନର ପ୍ରତ୍ୟେକ ଛୋଟ ଜିନିଷକୁ ପ୍ରଭାବିତ କରିଥାଏ | ଏହି କାରଣରୁ ବାସ୍ତୁ ଶାସ୍ତ୍ରରେ ଶକ୍ତିକୁ ସର୍ବଦା ଗୁରୁତ୍ୱ ଦିଆଯାଏ | ଘରେ ରଖାଯାଇଥିବା ଜିନିଷ ଏବଂ ଏହାର ଆଖପାଖ ପରିବେଶରୁ ମଧ୍ୟ ଶକ୍ତି ପ୍ରବାହିତ ହୋଇଥାଏ | ଆସବାବପତ୍ର ନିଶ୍ଚିତ ଭାବରେ…

ଚୈତ୍ର ନବରାତ୍ରୀ ପୂର୍ବରୁ ନିଶ୍ଚିତ କରନ୍ତୁ ଏହି ପାଂଚୋଟି କାର୍ଯ୍ୟ, ପ୍ରସନ୍ନ ହେବେ ମା’ ଦୁର୍ଗା

ଚୈତ୍ର ନବରାତ୍ରି ଉପବାସ ଆରମ୍ଭ ହେବାକୁ ଯାଉଛି। ଏପ୍ରିଲ ୧୩ ରୁ ନବରାତ୍ରି ବ୍ରତ ପାଳନ କରାଯିବ ଏବଂ ୨୩ ଏପ୍ରିଲରେ ଉପବାସ ସହ ବ୍ରତ ସମାପ୍ତ କରାଯିବ | ଶକ୍ତି ପୂଜା କରିବାର ଏହି ଶୁଭ ପର୍ବରେ ମା ଦୁର୍ଗାଙ୍କର ନଅଟି ରୂପର ପୂଜା କରାଯାଇଥାଏ। ମାତାଙ୍କ ଭକ୍ତମାନେ ନବରାତ୍ରୀରେ ନଅ ଦିନ ଧରି…