ଏହି ଚିତ୍ରରେ ଆପଣ କଣ ଦେଖୁଛନ୍ତି, ଦର୍ଶାଇବ ଆପଣଙ୍କ ବ୍ୟକ୍ତିତ୍ୱ


ଉପରୋକ୍ତ ଚିତ୍ରରେ ଦୁଇଟି ପଶୁଙ୍କର ଚିତ୍ର ରହିଥିବା ବେଳେ ଆପଣ କଣ ଦେଖୁଛନ୍ତି ତାହା ଆପଣଙ୍କ ବ୍ୟକ୍ତିତ୍ୱ ଚୟନ । ଆପଣ ବର୍ହିମୁଖି ବା ଏକ୍ସର୍ଟୋଭ କିମ୍ବା ଅର୍ନ୍ତମୁଖି ବା ଇନର୍ଟୋଭଟ ତାହା ଏହା ଦ୍ୱାରା ଡଣା ପଡିବ ।
ବିଭିନ୍ନ ପ୍ରକାରର ଇଲ୍ୟୁଜନ ରହିଛି ଯଥା ଶାରିରୀକ, ମାନସିକ । ଏହି ଚିତ୍ରରେ ଆପଣ ପ୍ରଥମେ କଣ ଦେଖୁଛନ୍ତି ଦୁଇଟି ଜେବ୍ରା ନା ଗୋଟିଏ ସିଂହ । କଣ ରହିଛି ଏହି ଇଲ୍ୟୁଜନ ପଛରେ ରହସ୍ୟ । ଆସନ୍ତୁ ଦେଖିବା ଆପଣ କଣ ଦେଖୁଛନ୍ତି ଏବଂ କଣ କହିଥାଏ ଏହା ଆପଣଙ୍କ ବ୍ୟକ୍ତିତ୍ୱ ସମ୍ପର୍କରେ . . . . .
୧. ଦୁଇଟି ଜେବ୍ରା – ଆପଣ ପ୍ରଥମେ ଦୁଇଟି ଜଜେବ୍ରା ଦେଖୁଥିଲେ ଆପଣ ଏକ୍ସର୍ଟୋଭ ପ୍ରକୃତିର ହୋଇଥାନ୍ତି । ସେମାନେ ଅଧିକ ଲୋକମାନଙ୍କ ସହିତ ମିଶିବାକୁ ଭଲ ପାଇଥାନ୍ତି ଏବଂ ଲୋକମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବାକୁ ଭଲ ପାଇଥାନ୍ତି । ସେମାନେ ଲୋକମାନଙ୍କ ସହିତ ବହୁ ସମୟ କଥା ହୋଇପାରନ୍ତି ଏବଂ ଅଧିକ କଥା ସେୟାର କରିପାରନ୍ତି ।
୨. ସିଂହ – ଆପଣ ପ୍ରଥମେ ସିଂହ ଦେଖୁଥିଲେ ଆପଣ ଇନର୍ଟୋଭଟ ପ୍ରକୃତିର ହୋଇଥାନ୍ତି । ଆପଣ ବହୁ ଲୋକମାନଙ୍କ ଗହଣ ଅପେକ୍ଷା ନିଜର ଖୁବ କମ ପ୍ରିୟ ଲୋକମାନଙ୍କ ସହିତ ସମୟ ଅତିବାହିତ କରିବାକୁ ପସନ୍ଦ ଥାଏ । ଆପଣ ନିଜ ପ୍ରିୟ ଲୋକଙ୍କ ସହିତ କିମ୍ବା ନିଜର ପ୍ରିୟ ହବି ସହିତ ନିଜର ସମୟ କାଟିବାକୁ ପସନ୍ଦ କରିଥାନ୍ତି ।


Share It

Comments are closed.