ଶ୍ରୀଲଙ୍କାର ନୂତନ ପ୍ରଧାନମନ୍ତ୍ରୀ ହେଲେ ଦିନେଶ ଗୁଣବର୍ଦ୍ଧନା


ଆର୍ଥିକ ସଂକଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ପରିସ୍ଥିତି ସୁଧୁରିଥିବା ବେଳେ ରାଷ୍ଟ୍ରପତି ପରେ ପ୍ରଧାନମନ୍ତ୍ରୀ ନିର୍ବାଚନ କରାଯାଇଛି । ଦିନେଶ ଗୁଣବର୍ଦ୍ଧନା ବର୍ତ୍ତମାନ ନୂତନ ପ୍ରଧାନମନ୍ତ୍ରୀ ଭାବେ ଶୁକ୍ରବାର ଦିନ ଶପଥ ଗ୍ରହଣ କରିଛନ୍ତି । ଗୁରୁବାର ଦିନ ରାନିଲ ୱିକ୍ରମସିଂଘେ ଶ୍ରୀଲଙ୍କାର ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ।


Share It

Comments are closed.