କରୋନାରେ ଆଖି ବୁଜିଲେ ମମତାଙ୍କ ସାନ ଭାଇ ଅଶିମ ବାନାର୍ଜୀ


ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସାନ ଭାଇ ଅଶିମ ବାନାର୍ଜୀଙ୍କ ପରଲୋକ ଘଟିଛି । ତାଙ୍କ ଭାଇ ଗତ ୧ ମାସ ହେବ କରୋନାରେ ଆକ୍ରାନ୍ତ ଥିଲେ । ଅଶୋକ କୋଲକତାର ମେଡିକା ସୁପରସ୍ପେଶିଆଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ପରିବାର ପକ୍ଷରୁ ମିଳିଥିବା ସୂଚନା ମୁତାବକ ତାଙ୍କ ଅନ୍ତିମ ସଂସ୍କାର କରୋନା ପ୍ରୋଟକଲ ଅନୁଯାୟୀ କରିଯିବ ।


Share It

Comments are closed.