Browsing Tag

prajukti-latest

ଆପଣଙ୍କ ସ୍ମାର୍ଟଫୋନରେ ଭାଇରସ୍ ଅଛି କି ନାହିଁ କିଭଳି ଜାଣିବେ? ଏହା ହେଉଛି ଉପାୟ

ସମୟ ସହିତ ଆଣ୍ଡ୍ରଏଡ୍ ସ୍ମାର୍ଟଫୋନର ଚାହିଦା ମଧ୍ୟ ବୃଦ୍ଧି ପାଉଛି, ବିଶେଷ କରି ଭାରତରେ | ବର୍ତ୍ତମାନ କେବଳ ଅଳ୍ପ ଲୋକ ପାଇବେ ଯାହାଙ୍କ ପାଖରେ ସ୍ମାର୍ଟଫୋନ୍ ନାହିଁ | ତେବେ, ଆଗାମୀ କିଛି ବର୍ଷ ମଧ୍ୟରେ ଏହି ସମସ୍ୟା ମଧ୍ୟ ଦୂର ହୋଇଯିବ ଏବଂ ପ୍ରତ୍ୟେକ ବ୍ୟକ୍ତିଙ୍କ ହାତରେ ସ୍ମାର୍ଟଫୋନ୍…

ଦିଲ୍ଲୀ-ଜୟପୁର ମଧ୍ୟରେ ହୋଇପାରେ ଭାରତର ପ୍ରଥମ ଇ-ହାଇୱେ: ନୀତିନ ଗଡ଼କରୀ

ସମଗ୍ର ବିଶ୍ୱରେ ବର୍ତମାନ ଇଲେକ୍ଟ୍ରିକ ଯାନ ସଂଖ୍ୟା ବୃଦ୍ଧି ପାଇଁ ପ୍ରୟାସ ତୀବ୍ର ହୋଇଛି। ଭାରତରେ ମଧ୍ୟ କାର୍ବନ ନିର୍ଗମନକୁ ହ୍ରାସ କରିବା ଲକ୍ଷ୍ୟରେ ଇ-ଯାନକୁ ପ୍ରୋତ୍ସାହନ ଦିଆଯାଉଛି, କିନ୍ତୁ ଏହା ସତ୍ତ୍ବେ ଏଗୁଡ଼ିକ ଖାସ ବୃଦ୍ଧି ପାଇ ନାହାଁନ୍ତି। ଏହା ପଛରେ ଅନେକ କାରଣ ଦିଆଯାଇଛି,…

ଏହି ୧୦ଟି ଆପ ମାଧ୍ୟମରେ ଟଙ୍କା ଲୁଟୁଛନ୍ତି ହ୍ୟାକର୍ସ: ଆପଣଙ୍କ ଫୋନରେ ଥିଲେ ତୁରନ୍ତ କରନ୍ତୁ ଡିଲିଟ

କ୍ରିପ୍ଟୋକରେନ୍ସି ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ଆସୁଛି | ସମ୍ପ୍ରତି ଜଣେ ହ୍ୟାକର ଦୁନିଆର ସବୁଠୁ ବଡ କ୍ରିପ୍ଟୋକରେନ୍ସି ଚୋରି କରିଛି, ତଥାପି ପରେ ସେ କିଛି କରେନ୍ସି ମଧ୍ୟ ଫେରାଇ ଦେଇଛନ୍ତି ଏବଂ ବର୍ତ୍ତମାନ ସେହି ହ୍ୟାକରଙ୍କୁ ସେହି କମ୍ପାନୀ ଦ୍ୱାରା ନିଯୁକ୍ତି ଦିଆଯାଇଛି ଯେଉଁଠାରେ…

ଟୋକିଓ ଅଲିମ୍ପିକରେ ପଦକ ଜିତିଥିବା ସମସ୍ତ ଭାରତୀୟଙ୍କୁ ସାଓମି ଗିଫ୍ଟ କରିବ ଏହାର ସବୁଠାରୁ ମହଙ୍ଗା ସ୍ମାର୍ଟଫୋନ

ଟୋକିଓ ଅଲିମ୍ପିକ୍ସ ସମାପ୍ତ ହୋଇଯାଇଛି | ସମସ୍ତ ଦେଶର ଆଥଲେଟ୍ ମାନେ ନିଜ ନିଜ ଦେଶକୁ ଫେରିଛନ୍ତି। ଭାରତର ସମସ୍ତ ଆଥଲେଟ୍ ମାନେ ମଧ୍ୟ ଘରକୁ ଫେରିଛନ୍ତି, ଯେଉଁଠାରେ ସେମାନଙ୍କୁ ଏକ ଭବ୍ୟ ସ୍ୱାଗତ କରାଯାଇଛି | ଭାରତୀୟ ଆଥଲେଟ୍ ମାନଙ୍କ ଘରକୁ ଫେରିବା ପରେ ସାଓମି (Xiaomi) ସମସ୍ତ ଆଥଲେଟ୍…

ପୃଥିବୀ ଆଡକୁ ମାଡିଆସୁଛି ଶକ୍ତିଶାଳୀ ସୌର ଝଡ; ଟେଲିଫୋନ ଓ ଜିପିଏସ ସଙ୍କେତ ପ୍ରେରଣ ହୋଇପାରେ ବ୍ୟାହତ

ଏକ ଶକ୍ତିଶାଳୀ ସୌର ଝଡ ପୃଥିବୀ ଆଡକୁ ମାଡିଆସୁଛି। ଘଣ୍ଟାକୁ ୧.୬ ନିୟୁତ କିଲୋମିଟର ବେଗରେ ଆସୁଥିବା ଏହି ଝଡ ଆଜି ଅର୍ଥାତ ସୋମବାର ପୃଥିବୀ ପୃଷ୍ଠ ଉପରେ ପ୍ରଭାବ ପକାଇବାକୁ ଯାଉଛି। ଏହାର ପ୍ରଭାବରେ ମୋବାଇଲ ଟେଲିଫୋନ ଏବଂ ଜିପିଏସ ସଙ୍କେତ ପ୍ରେରଣ ପ୍ରଭାବିତ ହେବାକୁ ଯାଉଛି। ବୈଜ୍ଞାନିକମାନେ…

କୋଭିଡ -୧୯ ବିରୋଧି ଲଢ଼େଇରେ ଆଗେଇ ଆସିଲା ISRO, ସୃଷ୍ଟି କଲା ଅକ୍ସିଜେନ କନସନଟ୍ରେଟର

ଦେଶର କୋଭିଡ ବିରୋଧରେ ଲଢ଼େଇରେ ISRO କ୍ରମାଗତ ଭାବରେ ନିଜର ଭୂମିକା ଗ୍ରହଣ କରୁଛି | ବର୍ତ୍ତମାନ ଭାରତୀୟ ମହାକାଶ ଗବେଷଣା ସଂଗଠନର ବିକ୍ରମ ସରାବାଇ ସ୍ପେସ୍ ସେଣ୍ଟର (VSSC) ମେଡିକାଲ ଅମ୍ଳଜାନ କନସନଟ୍ରେଟର ପ୍ରସ୍ତୁତ କରିଛି। ଯାହାର ନାମ "ଶ୍ବାସ"(Breathing)| ଯାହା ଅମ୍ଳଜାନ ସପୋର୍ଟରେ…

ଆଜିଠୁ ଲାଗୁ ହେଉଛି WhatsApp ର ନୂଆ ପ୍ରାଇଭେସି ପଲିସି, ଗ୍ରହଣ ନକଲେ କାମ କରିବନି ଏହିସବୁ ଫିଚର

ହ୍ବାଟସ୍ ଆପର ପ୍ରାଇଭେସି ପଲିସି ମେ ୧୫ ରୁ କାର୍ଯ୍ୟକାରୀ ହୋଇଯାଉଛି। ଏମିତିରେ ଅନେକ କୋଟି ଲୋକ ନୂତନ ପ୍ରାଇଭେସି ପଲିସି ଗ୍ରହଣ କରିଛନ୍ତିତ ପୁଣି ଏମିତି ଅନେକ କୋଟି ଲୋକ ଅଛନ୍ତି ଯେଉଁମାନେ ଏପର୍ଯ୍ୟନ୍ତ ଏହାକୁ ଗ୍ରହଣ କରିନାହାଁନ୍ତି | ନିକଟରେ ହ୍ବାଟସ୍ ଆପ୍ ଏହାର ପ୍ରାଇଭେସି ପଲିସି…

ମଙ୍ଗଳ ଗ୍ରହରେ ଅବତରଣ କଲା ଚୀନ୍‌ର ପ୍ରଥମ ରୋଭର ଜୁରୋଙ୍ଗ, ଏହା ପୂର୍ବରୁ ୨୦୧୪ରୁ ମଙ୍ଗଳ ଗ୍ରହର ସୂଚନା ପଠାଉଛି ଭାରତ

ଚାଇନାର ଜୁରୋଙ୍ଗ ରୋଭର ସାତ ମାସର ମହାକାଶ ଯାତ୍ରା, ତିନିମାସ ପର୍ଯ୍ୟନ୍ତ ଅରବିଟ ପରିକ୍ରମା ଏବଂ ଶେଷ କଠିନ ସାତ ମିନିଟ ଅତିକ୍ରମ କଲା ପରେ ଶନିବାର ସକାଳେ ମଙ୍ଗଳ ଗ୍ରହରେ ସଫଳତାର ସହ ଅବତରଣ କରିଛି | ଶନିବାର ସକାଳେ ଚାଇନାର ଜାତୀୟ ମହାକାଶ ପ୍ରଶାସନ (CNSA) ଏହା ନିଶ୍ଚିତ କରିଛି। CNSA…

ଗୁଗଲରେ ଭୁଲରେ ବି କରନ୍ତୁନାହିଁ ଏହିସବୁ ସର୍ଚ, ହୋଇପାରେ ଅସୁବିଧା

ଦେଶରେ ଏବେ କରୋନା ଦ୍ୱିତୀୟ ଲହରଚାଲିଛି। ଅନେକ ରାଜ୍ୟରେ କଟକଣା ଜାରି ହେଉଥିବା ବେଳେ ଲୋକେ ଘରେ ରହିବାକୁ ବାଧ୍ୟ ହୋଇଛନ୍ତି। ଏଥିରେ ଇଣ୍ଟରନେଟ୍‌ ଉପଯୋଗ ବଢିଥିବା ବେଳେ ସର୍ଚ୍ଚ ଇଞ୍ଜିନ ‘ଗୁଗଲ’ ଲୋକଙ୍କ ଲାଗି ମାର୍ଗଦର୍ଶକ ପାଲଟିଛି। ତେବେ ଘରେ ଖାଲି କଟାଉଥିବା ସମୟରେ ଗୁଗଲରେ ଏପରି…

ଏହି ସ୍ମାର୍ଟଫୋନ ଉପରେ ମିଳୁଛି ୪୦,୦୦୦ଟଙ୍କାର ରିହାତି, ଡୁଆଲ ସ୍କ୍ରିନ ଏବଂ ଆହୁରି ଅନେକ ଫିଚରରେ ବ୍ୟବସ୍ଥିତ

ଗତ ସପ୍ତାହରେ ଏଲଜି(LG) ସ୍ମାର୍ଟଫୋନ୍ ବ୍ୟବସାୟକୁ ଆନୁଷ୍ଠାନିକ ଭାବରେ ବିଦାୟ ଦେଇଛି ଏବଂ ବର୍ତ୍ତମାନ କମ୍ପାନୀ ଏହାର ପ୍ରିମିୟମ୍ ସ୍ମାର୍ଟଫୋନ୍ କୁ ବିପୁଳ ରିହାତିରେ ବିକ୍ରି କରିବା ଆରମ୍ଭ କରିଛି। ଏଲଜି ୱିଙ୍ଗ ସହିତ କମ୍ପାନୀ ବଡ ରିହାତି ଘୋଷଣା କରିଛି। ଏଲଜି ୱିଙ୍ଗ ଉପରେ ୪୦,୦୦୦…