କରୋନାରେ ଆକ୍ରାନ୍ତ ହେଲେ ସାହିଦ ଆଫ୍ରିଦି


ପାକିସ୍ତାନର ପୂର୍ବତ୍ତନ କ୍ରିକେଟର ସାହିଦ ଆଫ୍ରିଦି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଆଫ୍ରିଦି ଏ ସଂପର୍କରେ ଟ୍ୱିଟ କରି ନିଜେ ସୂଚନା ଦେଇଛନ୍ତି । ପାକିସ୍ତାନର ଏହି ପୂର୍ବତ୍ତନ ଅଧିନାୟକ ନିଜ ଫାଉଣ୍ଡେସନ ସହ ମିଶି କରି ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବାବେଳେ ବର୍ତ୍ତମାନ ସେ ନିଜେ କରୋନା ଆକ୍ରାନ୍ତ ହୋଇଛନ୍ତି ।

ସାହିଦ ଟ୍ୱିଟରେ ଏ ସଂପର୍କରେ ସୂଚନା ଦେଇ ଲେଖିଛନ୍ତି ଯେ, “ମୁଁ ଗୁରୁବାର ଠାରୁ ଅସୁସ୍ଥ ଅନୁଭବ କରୁଛି । ମୋ ଶରୀରରେ ଭୀଷଣ ଭାବେ ପୀଡା ହେଉଛି । ମୋର ପରୀକ୍ଷା ହୋଇ ନାହିଁ କିନ୍ତୁ ଦୁର୍ଭାଗ୍ୟବଶତଃ ପିଜିଟିଭ ଥିବାର ଜଣା ପଡିଛି । ମୁଁ ଯେପରି ଶୀଘ୍ର ସୁସ୍ଥ ହୋଇଯିବି ସେଥିପାଇଁ ପ୍ରାର୍ଥନା କରନ୍ତୁ । ”


Share It

Comments are closed.