ଓପୋ ପକ୍ଷରୁ ନୂଆ ରେନୋ୧୧ ସିରିଜ୍ ଉନ୍ମୋଚିତ


ଭୁବନେଶ୍ୱର: ଓପୋ ଇିଆ ପକ୍ଷରୁ ଏହାର ରେନୋ ସିରିଜର ନୂତନ ସଂସ୍କରଣ ରେନୋ ୧୧ ପ୍ରୋ ୫ଜି ଓ ରେନୋ୧୧ ୫ଜିର ଶୁଭାରମ୍ଭ କରାଯାଇଛି । ଉଭୟ ଡିଭାଇସ୍‌ରେ ଓପୋର ନିଜସ୍ୱ ଟେକ୍ନୋଲୋଜି ଯଥା ହାଇପରଟୋନ ଇମେଜ ଇଞ୍ଜିନ, ୪ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ରହୁଥିବା ବ୍ୟାଟେରୀଗୁଡିକ ପାଇଁ ବିଏଚ୍‌ଇ (ବ୍ୟାଟେରୀ ହେଲ୍‌ଥ ଇଞ୍ଜିନ), ସୁରକ୍ଷିତ ଓ ଦ୍ରୁତ ଚାର୍ଜିଙ୍ଗ ପାଇଁ ସୁପରଭିଓଓସିଟିଏମ୍ ଏବଂ ବିନା ଲ୍ୟାଗ୍ ଓ ହିକପ୍‌ରେ ପୃଷ୍ଠଭୂମିରେ ପ୍ରାୟ ୩୦ଟି ଆପ୍ ପରିଚାଳନା କରିବା ପାଇଁ ଡିଜାଇନ ହୋଇଥିବା ଟ୍ରିନିଟି ଇଞ୍ଜିନ ଆଦି ରହିଛି । ୩୯,୯୯୯ ଟଙ୍କା ମୂଲ୍ୟର ରେନୋ୧୧ ପ୍ରୋ ୫ଜି ଆସନ୍ତା ଜାନୁଆରୀ ୧୮ ତାରିଖ ୨୦୨୪ରୁ ସେଲ ପାଇଁ ଉପଲବ୍ଧ ହେବ । ସେହିପରି ରେନୋ ୧୧ ୫ଜି ଦୁଇଟି ଷ୍ଟୋରେଜ ଭାରିଆଂଟ୍‌ରେ ଯଥାକ୍ରମେ ୨୯,୯୯୯ ଟଙ୍କା (୧୨୮ଜିବି) ଓ ୩୧,୯୯୯ ଟଙ୍କା (୨୫୬ଜିବି)ରେ ଆସନ୍ତା ଜାନୁଆରୀ ୨୫ ତାରିଖରୁ ଉପଲବ୍ଧ ହେବ । ଏହି ସ୍ମାର୍ଟଫୋନ୍‌ଗୁଡିକ ଫ୍ଲିପ୍‌କାର୍ଟ, ଓପୋ ଇଷ୍ଟୋର ଓ ମେନ୍‌ଲାଇନ୍ ରିଟେଲ ଆଉଟ୍‌ଲେଟରେ ଉପଲବ୍ଧ ହେବ ।


ରେନୋ୧୧ ପ୍ରୋ ୫ଜିରେ ଏକ ଟ୍ରିପଲ କ୍ୟାମେରା ସେଟଅପ ରହିଛି ଯେଉଁଥିରେ ୫୦ ଏମ୍‌ପି ଆଇଏମ୍‌ଏକ୍ସ୮୯୦ ଅଲ୍‌ଟ୍ରା-କ୍ଲିୟର ମେନ୍ କ୍ୟାମେରା, ୩୨ଏମ୍‌ପି ଆଇଏମ୍‌ଏକ୍ସ୭୦୯ ଆର୍‌ଜିବିଡବ୍ଲ୍ୟୁ ଟେଲିଫଟୋ ପୋର୍ଟ୍ରେଟ୍ କ୍ୟାମେରା ସହିତ ୨ଏକ୍ସ ଅପ୍ଟିକାଲ ଜୁମ୍ ଏବଂ ୮ଏମ୍‌ପି ଆଇଏମ୍‌ଏକ୍ସ୩୫୫ ଅଲ୍‌ଟ୍ରା ୱାଇଡ୍‌-ଆଙ୍ଗେଲ ୧୧୨ଂ ସ୍ନାପର୍ ସାମିଲ ରହିଛି । ଏଥିରେ ଏକ ୩୨ଏମ୍‌ପି ଆଇଏମ୍‌ଏକ୍ସ୭୦୯ ଆରଜିବିଡବ୍ଲ୍ୟୁ ସେଲ୍‌ଫି କ୍ୟାମେରା ରହିଛି । ରେନୋ ୧୧ ଏକ ୫୦ଏମ୍‌୍‌ପି ସୋନି ଏଲ୍‌ୱାଇଟି୬୦୦ ମେନ୍ କ୍ୟାମେରା, ୩୨ଏମ୍‌ପି ଆଇଏମ୍‌ଏକ୍ସ ଆର୍‌ଜିବିଡବ୍ଲ୍ୟୁ ଟେଲିଫଟୋ ପୋର୍ଟ୍ରେଟ୍ କ୍ୟାମେରା ସହ ୨ଏକ୍ସ ଅପ୍ଟିକାଲ ଜୁମ, ୮ଏମ୍‌ପି ଆଇଏମ୍‌ଏକ୍ସ୩୫୫ ଅଲ୍‌ଟ୍ରା-ୱାଇଡ୍ ୧୧୨ଂ କ୍ୟାମେରା ଓ ଏକ ୩୨ଏମ୍‌ପି ଓମ୍‌ନିଭିଜନ ଓଭି୩୨ସି ଅଲ୍‌ଟ୍ରା-କ୍ଲିୟର ସେଲ୍‌ଫି କ୍ୟାମେରା ସହିତ ଆସୁଛି । ଉଭୟ ଡିଭାଇସ୍‌ଗୁଡିକରେ ଫ୍ରଂଟ୍ ଓ ରିୟର କ୍ୟାମେରାରୁ ୩୦ଏଫ୍‌ପିଏସ୍‌ରେ ୪କେ ଭିଡିଓ, ୬୦ଏଫ୍‌ପିଏସ୍‌ରେ ୧୦୮୦ପି ଭିଡିଓ ପାଇଁ ରିୟର କ୍ୟାମେରାରେ ଏକ ଅଲ୍‌ଟ୍ରା-ଷ୍ଟିଡି ମୋଡ ଏବଂ ନାଇଟ୍‌, ପାନୋ, ସ୍ଲୋ-ମୋ, ଡୁଆଲ ଭ୍ୟୁ ଭିଡିଓ ଓ ଟେକ୍ସଟ ସ୍କାନର ସମେତ ଅତିରିକ୍ତ ସୁଟିଂ ମୋଡ୍ ରହିଛି ।

ଏହି ଶୁଭାରମ୍ଭ ଅବସରରେ ଓପୋ ଇିଆର ପ୍ରଡକ୍ଟ କମ୍ୟୁନିକେଶନ୍ସ ବିଭାଗର ର୍ନିେଶକ ସାଭିଓ ଡିସୁଜା କହିଛନ୍ତି, ଆମେ ବାସ୍ତବରେ ଏହି ନୂଆ ସ୍ମାର୍ଟଫୋନଗୁଡିକର ଅଭିଜ୍ଞତା ପାଇବା ପାଇଁ ଆମ ଉପଭୋକ୍ତାଙ୍କ ଲାଗି ଖୁବ୍ ଉାହିତ ଅଛୁ ଯାହା ଏହାର ଶୀର୍ଷସ୍ତରର କ୍ୟାମେରା ପ୍ରଦର୍ଶନ ହେଉ କିମ୍ବା ଚାହିଦାର୍ପୂ ଆପଗୁଡିକରେ ସୁଗମ ମଲ୍ଟିଟାସ୍କିଙ୍ଗ୍‌, ସୁରକ୍ଷିତ ଓ ଶୀଘ୍ର ଚାର୍ଜ ହେଉଥିବା ଏବଂ ରେନୋ୧୧ ପ୍ରୋ ୫ଜି ଓ ରେନୋ ୧୧କୁ ପ୍ରତ୍ୟେକ ଯାତ୍ରା ପାଇଁ ଆପଣଙ୍କର ଅଲ୍ଟିମେଟ ସାଥୀ କରିବା ଲାଗୀ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ରହୁଥିବା ଏକ ବ୍ୟାଟେରୀ, ରେନୋର ସମସ୍ତ ଅଭିଜ୍ଞତାକୁ ପ୍ରଦର୍ଶିତ କରୁଛି ।
ରେନୋ ୧୧ ପ୍ରୋ ୫ଜି ସ୍ମାର୍ଟଫୋନ୍‌ରେ ୨୪୧୨ଞ୍ଚ୧୦୮୦ପିଏକ୍ସର ରିଜୋଲ୍ୟୁଶନ ସହିତ ଏକ ୧୨୦ଏଚ୍‌ଜେଡ ୬.୭ ଇଂଚ ଆମୋଲେଡ ୧୦-ବିଟ କଲର ଡିସପ୍ଲେ ରହିଛି । ଏହାର ୪୬୦୦ ଏମ୍‌ଏଏଚ୍ ବ୍ୟାଟେରୀ ୮୦ୱାଟ୍ ସୁପରଭିଓଓସି ଦ୍ୱାରା ସମର୍ଥିତ ଅଟେ ଯାହା କେବଳ ୨୮ ମିନିଟ୍‌ରେ ୧୦୦% ଚାର୍ଜ ହୋଇଥାଏ । ରେନୋ୧୧ ପ୍ରୋ ୫ଜି ଭଳି ସମାନ ଡିଜାଇନ ଥିବା ଏହି ହାଲୁକା ହ୍ୟାସେଟ୍ ସୁରକ୍ଷା ପାଇଁ ଡ୍ରାଗନଟ୍ରେଲ ଷ୍ଟାର ୨ ଗ୍ଲାସ୍ ସହ ଅସୁଛି । ଏହାର ପ୍ରଭାବୀ ୧୨୦ଏଚ୍‌ଜେଡ ୬.୭ ଇଂଚ୍ ଆମୋଲେଡ ୧୦-ବିଟ ଡିସ୍‌ପ୍ଲେ, ୯୩% ସ୍କ୍ରିନ-ଟୁ-ବଡି ରେସିଓ ଓ ଏକ ସାର୍ପ ୨୪୧୨ଞ୍ଚ୧୦୮୦ପିଏକ୍ସ ରିଜୋଲ୍ୟୁଶନ ସହିତ ଏକ ସୀମାହୀନ ଦୃଶ୍ୟତା ଅନୁଭୂତି ପ୍ରଦାନ କରୁଛି । ରେନୋ୧୧ ୫ଜି କାର୍ଯ୍ୟଦକ୍ଷତା ଓ ଦ୍ରୁତ ଆପ୍ ପ୍ରତିକ୍ରିୟା ପାଇଁ ୨.୬ଜିଏଚ୍‌ଜେଡ ବେଗରେ କାର୍ଯ୍ୟ କରୁଥିବା ଅକ୍ଟାକୋର ମିଡିଆଟେକ ଡାଇମେନ୍‌ସିଟି ୭୦୫୦ଏସ୍‌ଓସି ଦ୍ୱାରା ପରିଚାଳିତ ଅଟେ । ଏହା ୬୭ୱାଟ ସୁପରଭିଓଓସି ଚାର୍ଜିଙ୍ଗ ସହ ଏକ ବୃହତ ୫୦୦୦ ଏମ୍‌ଏଏଚ୍ ବ୍ୟାଟେରୀରେ ସୁସଜ୍ଜିତ ରହିଛି ।


Share It

Comments are closed.