କଟକରେ ପୁଣି ଗୁଳି ମାଡ଼
କଟକ: କଟକରେ ଆଜି ପୁଣି ଥରେ ଗୁଳି ମାଡ଼ ହୋଇଛି। ଦିନ ଦ୍ୱିପ୍ରହରରେ କିଛି ଦୁର୍ବୃତ୍ତ ଖୋଲାଖୋଲି ଭାବେ ଗୁଳି ମାଡ଼ କରିଥିବା ପ୍ରାଥମିକ ସୂତ୍ରରୁ ଜଣାପଡ଼ିଛି। ତେବେ କେଉଁ କାରଣରୁ ଏହି ଗୁଳି ମାଡ଼ ହୋଇଛି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ମତ୍ତଗଜପୁର ଲେବୁଲ୍ କ୍ରସିଂ ନିକଟରେ ବ୍ୟବସାୟୀଙ୍କ ଠାରୁ ଲୁଟ୍ ହୋଇଛି । ଗୁଳି ଚଳାଇ ବ୍ୟବସାୟୀଙ୍କ ଠାରୁ ଟଙ୍କା ସୁନା ଲୁଟି ନେଇଛନ୍ତି ଅପରାଧୀ । ୩ଟି ବାଇକରେ ୫ରୁ ୬ ଦୁର୍ବୃତ୍ତ ଆସି ଲୁଟ୍ କରିଥିବା ଅଭିଯୋଗ ହୋଇଛି।
Comments are closed.