ପ୍ରତିଦିନ ଅଭ୍ୟାସ ଯାହା ବଦଳାଇଦେବ ଆପଣଙ୍କ ଲାଇଫ


ପ୍ରତିଦିନର ଅଭ୍ୟାସ ଦ୍ୱାରା ଆପଣ ନିଜର ଜୀବନକୁ ପରିବର୍ତ୍ତନ  କରିପାରିବେ । ଆସନ୍ତୁ ଜାଣିବା ସେହି ସମସ୍ତ ଅଭ୍ୟାସ ସମ୍ପର୍କରେ . . . . .

୧.   ପ୍ରତିଦିନ ୧ ଘଣ୍ଟାର ବ୍ୟାୟାମ କିମ୍ବା ଯୋଗ ।

୨.   ଦିନକୁ ୨ରୁ ୩ ଲିଟର ପାଣି ପିଇବା ।

୩.   ଆପଣ ଚାହା କିମ୍ବା କଫି ପିଉଥିଲେ ତାହାକୁ ଛାଡି ଦିନକୁ ଗୋଟିଏ କିମ୍ବା ଦୁଇଟି ଗ୍ରିନ ଟି ପିଅନ୍ତୁ ।

୪.   ନିଜର ପ୍ଲେଟରେ ସର୍ବଦା ସବୁଜ, ହଳଦିଆ ରଙ୍ଗର ଖାଦ୍ୟ ସାମିଲ କରନ୍ତୁ ।

୫.   ପ୍ରତିଦିନ ୫ମିନିଟର ପ୍ରାଣାୟମ ।

୬.   ବୋର କିମ୍ବା କ୍ରୋଧ ଆସୁଥିଲେ ଆପଣ ଆପଣଙ୍କ ପସନ୍ଦିତା ମ୍ୟୁଜିକ ଶୁଣନ୍ତୁ ଯାହା ଆପଣଙ୍କୁ ମୋଟିଭେଟ କରିବ ।

୭.   ୭ମିନିଟର ହସିକ୍ରିୟା କରନ୍ତୁ ।

୮.   ପ୍ରତିଦିନ ୮ ଘଣ୍ଟାର ନିଦ ଶୁଅନ୍ତୁ ।

୯.   ପ୍ରତିଦିନ ଗୋଟିଏ ବହିର ୯ ପୃଷ୍ଠା ପଢନ୍ତୁ ।


Share It

Comments are closed.