ଶ୍ରେଷ୍ଠ ଅଭିନେତା – ଅଜୟ ଦେବଗନ (ତାନାଜୀ) ଓ ସୁରିଆ (ସୁରାରାଇ ପୋଟୁରୁ)
ଶ୍ରେଷ୍ଠ ହିନ୍ଦି ଫିଲ୍ମ –ତୁଳସୀ ଦାସ (ଆଶୁତୋଷ ଗୋୱାରିକର)
ଶ୍ରେଷ୍ଠ ଫିଚର ଫିଲ୍ମ – ସୁରରାଇ ପୋଟାରୁ (ତାମିଲ)
ଶ୍ରେଷ୍ଠ ପପୁଲାର ଫିଲ୍ମ – ତାନାଜୀ
ଶ୍ରେଷ୍ଠ ଅଭିନେତ୍ରୀ – ଅର୍ପଣା ବାଲାମୁରାଲୀ (ସୁରାରାଇ ପୋଟାରୁ)
ଶ୍ରେଷ୍ଠ ଗୀତିକାର – ମନୋଜ ମୁନ୍ତଶିର (ସାଇନା)
ଶ୍ରେଷ୍ଠ ବୁକ ଅନ ସିନେମା – ଦ ଲଂଗେଷ୍ଟ କିସ କିସ –କିଶ୍ୱର ଦେଶାଇଙ୍କ ଦ୍ୱାରା ଲିଖିତ ।
ଚଳଚ୍ଚିତ୍ର ନରେସନ ଓଭର ଆୱାର୍ଡ – ଶୋଭା ଥରୁର ଶ୍ରୀନିବାସନ ଫିଲ୍ମ ରାସ୍ପୋଡା ଅଫ ରେନ । ମନସୁନ ଅଫ କେରଳ ପାଇଁ ।
ଶ୍ରେଷ୍ଠ ମ୍ୟୁଜିକ ନିଦେ୍ର୍ଦଶନା – ବିଶାଲ ଭରଦ୍ୱାଜ (୧୨୩୨ କିମି ପାଇଁ)
ଶ୍ରେଷ୍ଠ ଫିଲ୍ମ ଅନ ଫ୍ୟାମିଲି ଭ୍ୟାଲୁଜ – ଅଭିଜିତ ଦଲଭି
ଶ୍ରେଷ୍ଠ ଫିଲ୍ମ ଫିଲ୍ମ ଫ୍ରେଣ୍ଡଲି (ବିଶେଷ ଉଲ୍ଲେଖ)- ଉତ୍ତରାଖଣ୍ଡ ଓ ୟୁପି
ଶ୍ରେଷ୍ଠ ଫିଲ୍ମ ଅନ ସୋସିଆଲ ଇସ୍ୟୁ – ଜ୍ମୃିସ ଡିଲେଟ ବଟ ଡିଲିବର୍ଟ େଓøର ଥ୍ରୀ ସିଷ୍ଟର୍ସ ।
ଶ୍ରେଷ୍ଠ ନିଦେ୍ର୍ଦଶକ – ଆୟାପନ୍ନମ କୋସିୟମ
ଶ୍ରେଷ୍ଠ ଶିଶୁ ଚଳଚ୍ଚିତ୍ର – ସୁମି
ଶ୍ରେଷ୍ଠ ଲିରିକ୍ସ – ସାଇନା
୍ଶ୍ରେଷ୍ଠ ଫିଚର ଫିଲ୍ମ ଆସାମ – ବ୍ରିଜ
ଶ୍ରେଷ୍ଠ ଫିଚର ଫିଲ୍ମ ବେଙ୍ଗଲି – ଅଭିଜାତ୍ରିକ
ଶ୍ରେଷ୍ଠ ଫିଚର ଫିଲ୍ମ ହିନ୍ଦି – ତୁଳସୀ ଦାସ ଜୁନିଅର
ଶ୍ରେଷ୍ଠ ଫିଚର ଫିଲ୍ମ କାନ୍ନାଡା – ଡୋଲୁ
ଶ୍ରେଷ୍ଠ ଫିଚର ଫିଲ୍ମ ମାଲାୟଲାମ – ଥିକଲାଂଚା ନିଶ୍ଚୟମ
ଶ୍ରେଷ୍ଠ ଫିଚର ଫିଲ୍ମ ମାରାଠୀ – ଗୋଷ୍ଟା ଏକା ପାଇଥାନ୍ତଚି
ଶ୍ରେଷ୍ଠ ଫିଚର ଫିଲ୍ମ ତାମିଲ – ସିଭାରାଜୁନ୍ୟୁମ ଇନମ ସିଲା ପେଙ୍ଗାଲୁମ
ଶ୍ରେଷ୍ଠ ଫିଚର ଫିଲ୍ମ ତେଲୁଗୁ – କଲର ଫଟୋ
ଶ୍ରେଷ୍ଠ ଫିଚର ଫିଲ୍ମ ହରିୟାଣି – ଦାଦା ଲକ୍ଷ୍ମୀ
ଶ୍ରେଷ୍ଠ ଫିଚର ଫିଲ୍ମ ଟୁଲୁ – ଜେଟିଙ୍ଗ
ଶ୍ରେଷ୍ଠ ଫିଚର ଫିଲ୍ମ ଦେମସା – ସେମଖୋର
Comments are closed.