ଗର୍ଭାବସ୍ଥା ପରବର୍ତ୍ତୀ ସମୟରେ ଷ୍ଟ୍ରେଚ୍ ମାର୍କକୁ କିପରି ଦୂର କରିବେ ଜାଣନ୍ତୁ


ଭୁବନେଶ୍ୱର: ମା’ ମାନଙ୍କ ପାଇଁ ଗର୍ଭାବସ୍ଥା ଓ ଏହା ପରବର୍ତୀ ସମୟରେ ଷ୍ଟ୍ରେଚ୍ ମାର୍କକୁ ହ୍ରାସ କରିବାରେ ସାହାଯ୍ୟ କରିବା ଲାଗି ଭାରତର ଅନ୍ୟତମ ଅଗ୍ରଣୀ ୱେଲ୍‌ନେସ୍ ବ୍ରାଣ୍ଡ୍ ଦି ହିମାଳୟା ଡ୍ରଗ୍ କମ୍ପାନୀ ପକ୍ଷରୁ ପ୍ରଥମ ଧରଣର ଟୁ-ଷ୍ଟେପ୍ ସ୍କ୍‌ିନ୍ କେୟାର ରୁଟିନ୍‌, ହିମାଳୟା ଷ୍ଟ୍ରେଚ୍ ମାର୍କ ଅଏଲ୍ ଆଣ୍ଡ କ୍ରିମ୍‌ର ଶୁଭାରମ୍ଭ କରାଯାଇଛି । ହିମାଳୟା ଫର୍ ମମ୍‌ସ ଷ୍ଟ୍ରେଚ୍ ମାର୍କ ଅଏଲ୍ ଆଣ୍ଡ କ୍ରିମ୍‌କୁ ସ୍ୱତନ୍ତ୍ର ଭାବେ ସୁରକ୍ଷିତ ଉପାଦାନଗୁଡିକ ସହିତ ମା’ମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ।
ଏସମ୍ପର୍କରେ ଦି ହିମାଳୟା ଡ୍ରଗ୍ କମ୍ପାନୀର ଆୟୁର୍ବେଦ ବିଶେଷଜ୍ଞ ଡଃ ପ୍ରତିଭା ବବ୍‌ସେଠ୍ କହିଛନ୍ତି ଯେ, “ନିଜ ତ୍ୱଚାର ଯତ୍ନ ନେବା ପାଇଁ ଏକ ରୁଟିନ୍‌ର ଅନୁସରଣ କରିବା ଦ୍ୱାରା ଆମକୁ ଷ୍ଟ୍ରେଚ୍ ମାର୍କ ହ୍ରାସ କରିବାରେ ସାହାଯ୍ୟ ମିଳିଥାଏ । ଆଡ୍‌ଭାନ୍ସଡ୍ ହର୍ବ-ଅଏଲ୍ ଓ ହର୍ବ-ଅଏଲ୍‌-ବଟର୍ ସହିତ ତେଲ ଓ କ୍ରିମ୍‌ର ମିଶ୍ରଣ ଏବଂ ସୁରକ୍ଷିତ ଉପାଦାନଗୁଡିକ ଗର୍ଭାବସ୍ଥା ପୂର୍ବରୁ ଓ ପରେ ପ୍ରାକୃତିକ ଭାବେ ଷ୍ଟ୍ରେଚ୍ ମାର୍କକୁ ହ୍ରାସ କରିଥାଏ । ଏହାଛଡା ତେଲ ଓ କ୍ରିମ୍ ପୋଷଣ ଓ ମଶ୍ଚରାଇଜେଶନ ଭଳି ଦୁଇଟି ଲାଭ ପ୍ରଦାନ କରିଥାଏ, ତ୍ୱଚାକୁ ହାଇଡ୍ରେଟେଡ୍ ରଖିଥାଏ ଓ ତ୍ୱଚାର ଇଲାଷ୍ଟିସିଟିକୁ ବଢାଇଥାଏ ।” ହିମାଳୟା ବେବି କେୟାର ଓ ହିମାଳୟାର ଫର୍ ମମ୍‌ସର ବିଜ୍‌ନେଓ ହେଡ୍ ଏନ୍ ଭି ଚକ୍ରବର୍ତୀ କହିଛନ୍ତି, “ହିମାଳୟା ଫର୍ ମମ୍‌ସ ଷ୍ଟ୍ରେଚ୍ ମାର୍କ ଅଏଲ୍ ଆଣ୍ଡ କ୍ରିମ୍ ସେମାନଙ୍କୁ ସୁରକ୍ଷାର ଆଶ୍ୱାସନା ଓ ପ୍ରାକୃତିକ ସଦ୍‌ଗୁଣର କୋମଳ ଯତ୍ନ ଆଣୁଛି ।”
ହିମାଳୟା ଫର୍ ମମ୍‌ସ ଷ୍ଟ୍ରେଚ୍ ମାର୍କ ଅଏଲ୍ ଆଣ୍ଡ କ୍ରିମ୍‌ରେ ଆଲ୍‌ମଣ୍ଡ ଅଏଲ୍‌, ହ୍ୱିଟ୍ ଜର୍ମ ଅଏଲ୍‌, ଅଲିଭ୍ ଅଏଲ୍‌, ଭର୍ଜିନ୍ କୋକୋନଟ୍ ଅଏଲ୍ ଓ ସେସାମି ଅଏଲ୍ ରହିଛି, ଯାହା ତ୍ୱଚାକୁ ଗଭୀର ପୋଷଣ ପ୍ରଦାନ କରିଥାଏ । ଷ୍ଟ୍ରେଚ୍ ମାର୍କ କ୍ରିମ୍ ଆଲ୍‌ମଣ୍ଡ ଅଏଲ୍‌, ହ୍ୱିଟ୍ ଜର୍ମ ଅଏଲ୍‌, ଅଲିଭ୍ ଅଏଲ୍ ଏବଂ କୋକମ୍‌, ଆମ୍ବ ଓ ସିଆ ବଟର୍ ସହିତ ପ୍ରସ୍ତୁତ ହୋଇଛି, ଯାହା ତ୍ୱଚାରୁ କୋମଳତା ନଷ୍ଟକୁ ରୋକିବାରେ ସାହାଯ୍ୟ କରେ । ଏହାଛଡା ଉଭୟ ତେଲ ଓ କ୍ରିମ୍‌ରେ ଡାଳିମ୍ବ, ଲିକୋରାଇସ୍‌ଓ ସେଂଟେଲା ରହିଛି ଯାହା ସ୍କିନ୍ ଇଲାଷ୍ଟିସିଟିକୁ ବଢ଼ାଇଥାଏ । ଷ୍ଟ୍ରେଚ୍ ମାର୍କ ଅଏଲ୍‌କୁ ଶୋଇବା ପୂର୍ବରୁ ଓ ଷ୍ଟ୍ରେଚ୍ ମାର୍କ କ୍ରିମ୍‌କୁ ଗାଧୋଇବା ପରେ ଗର୍ଭାବସ୍ଥାର ୪ ମାସଠାରୁ ଗର୍ଭାବସ୍ଥା ପରେ କିଛି ସପ୍ତାହ ପର୍ଯ୍ୟନ୍ତ ଲଗାଇବା ପାଇଁ ପରାମର୍ଶ ଦିଆଯାଇଛି । ହିମାଳୟା ଷ୍ଟ୍ରେଚ୍ ମାର୍କ ଅଏଲ୍ ଆଣ୍ଡ କ୍ରିମ୍ ଏକ ଆଡ୍‌ଭାନ୍ସଡ୍ ହର୍ବ-ଅଏଲ୍ ଇନ୍‌ଫ୍ୟୁଜନ୍ ଓ ହର୍ବ-ଅଏଲ୍‌-ବଟର କମ୍ପେ୍ଲକ୍ସ ସହିତ ପ୍ରସ୍ତୁତ ହୋଇଛି, ଯାହାକି ମାଇଲ୍ଡ ଓ ଜେଂଟଲ୍ ହେବା ସହିତ ଷ୍ଟ୍ରେଚ୍ ମାର୍କକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ।


Share It

Comments are closed.