ବିଜେପିରେ ସାମିଲ ହୋଇଛନ୍ତି ସୁନୀଲ ଜାଖଡ


ଭାରତୀୟ ଜନତା ପାର୍ଟିରେ ମିଶିଲେ ସୁନୀଲ ଜାଖଡ । ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ସୁନୀଲ ଜାଖଡ । ନିକଟରେ ସେ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ଯାହା ଫଳରେ କଂଗ୍ରେସ ଦଳ ସହ ଜାଖଡ ପରିବାରର ୫୦ ବର୍ଷର ସମ୍ପର୍କ ଛିନ୍ନ ହୋଇଯାଇଛି । କଂଗ୍ରେସ ଚିନ୍ତନ ଶିବିରର ଦିନକ ପୂର୍ବରୁ ଭାବୁକ ପୋଷ୍ଟ କରି କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ।

 


Share It

Comments are closed.