ବି.ଏସ.ଏନ.ଏଲର ନୂତମ ପ୍ରିପେଡ ପ୍ଲାନ


ଯୁବ ସମୟ – ଭାରତ ସଞ୍ଚାର ନିଗମ ଲିିମିଡେଟ ପକ୍ଷରୁ ଏହାର ଗ୍ରାହକମାନଙ୍କ ପାଇଁ ନୂତନ ପ୍ରିପେଡ ପ୍ଲାନର ଶୁଭାରମ୍ଭ କରାଯାଇଛି । ଗ୍ରାହକ ମାନେ ୧୧୮ ଟଙ୍କାର ରିଚାର୍ଜ କରିବା ଦ୍ୱାରା ସେମାନେ ଅସୀମିତ କଲ ସହ ୪ଜି ଡାଟା ପାଇପାରିବେ । ଏହି ପ୍ରିପେଟ ପ୍ଲାନଟି ତାମିଲନାଡୁ ଏବଂ ଚେନ୍ନ୍ାଇ ପାଇଁ ଉପଲବ୍ଧ । ବି.ଏସ.ଏନ.ଏଲର ଏହି ୧୧୮ର ନୂତନ ପ୍ରିପେଡ ପ୍ଲାନଟି ମାସିକିଆ ପ୍ଲାନ ଅଟେ, ଯାହାକି ରିଲାଏନ୍ସ ଜିଓର ୯୮ ଓ ଏୟାରଟେଲର ୯୩ ଟଙ୍କିଆ ପ୍ଲାନକୁ ଟକ୍କ୍ର ଦେବ ।
ପୂର୍ବରୁ ବିଏସଏନଏଲ କେରଳରେ ଏହାର ୩୭୯ଟଙ୍କିଆ ପ୍ଲାନର ଶୁଭାରମ୍ଭ କରାଇଥିଲା, ଯହାକି ଗ୍ରାହକଙ୍କୁ ଦିନକୁ ୪ଡାଟା ପ୍ରଦାନ କରିବା ସହିତ ଫ୍ରିକଲର ସୁବିଧା ମଧ୍ୟ ଯୋଗାଇଦେଉଛି । ବର୍ତ୍ତମାନ କମ୍ପାନୀ ଚେନ୍ନାଇ ଏବଂ ତାମିଲନାଡୁ ସର୍କଲରେ ଏହାର ନୂତନ ପ୍ଲାନର ଶୁଭାରମ୍ଭ କରାଇଛି ।


Share It

Comments are closed.