୨୦୨୨ର ଚତୁର୍ଥ ଓ ଶେଷ ସୁପର୍‌ମୁନ୍‌ ଉପଭୋଗ କଲେ ବିଶ୍ୱବାସୀ


୨୦୨୨ ମସିହାର ଚତୁର୍ଥ ଓ ଶେଷ ସୁପର୍‌ମୁନ୍‌କୁ ଉପଭୋଗ କରିଛନ୍ତି ବିଶ୍ୱବାସୀ । ଷ୍ଟର୍ଜନ୍‌ ଚନ୍ଦ୍ର ନାମରେ ପରିଚିତ ଏହି ସୁପର୍‌ମୁନ୍‌ ଗତ କାଲି ୨.୩୬ ବିଏସ୍‌ଟି (ବ୍ରିଟିଶ୍‌ ସମର୍‌ ଟାଇମ୍‌)ରେ ପୃଥିବୀର ସବୁଠୁ ନିକଟତମ ସ୍ଥାନରେ ଥିଲା । ଫଟୋଗ୍ରାଫର୍‌ମାନେ ଏହି ଐତିହାସିକ ମୁହୂର୍ତ୍ତକୁ ଚମତ୍କାର ଦୃଶ୍ୟ ଓ ପ୍ରସିଦ୍ଧ ସ୍ଥାନମାନଙ୍କ ସହ କ୍ୟାମେରାରେ କଏଦ କରିଛନ୍ତି।


Share It

Comments are closed.