ଅକ୍ଷୟ କୁମାରଙ୍କ ବଦାନ୍ୟତା: କରୋନା ପ୍ରଭାବିତ କଳାକାରଙ୍କ ପାଇଁ ଦେଲେ ୫୦ ଲକ୍ଷ ଟଙ୍କାର ସହାୟତା
କୋଭିଡ -୧୯ ମହାମାରୀରେ ସଂଘର୍ଷ କରୁଥିବା କଳାକାରମାନଙ୍କୁ ସାହାଯ୍ୟ କରିବା ପାଇଁ ବଲିଉଡ ଅଭିନେତା ଅକ୍ଷୟ କୁମାର ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ରାଷ୍ଟ୍ରିୟ ସ୍ୱୟଂସେବକ ସଂଗଠନ (ଆରଏସଏସ୍) ସହ ଜଡିତ ସଂସ୍କାର ଭାରତୀ ଗୁରୁବାର ଦିନ ଏହି ସୂଚନା ଦେଇଛି। ଏହି ସଂଗଠନ ଏକ ବିବୃତ୍ତିରେ କହିଛି…