କରୋନାଭଳି ମହାମାରୀ କବଳରୁ ରକ୍ଷା ପାଇବା ପାଇଁ କ’ଣ ରହିଛି ଓଡ଼ିଆ ପରମ୍ପରା

କରୋନାରୂପୀ ମହାମାରୀ ଦାଉରୁ ରକ୍ଷା ପାଇବା ପାଇଁ ଯେତେବେଳେ ସମ୍ପୁର୍ଣ୍ଣ ମାନବ ସମାଜ ବିଜ୍ଞାନ ଉପରେ ନିର୍ଭରଶୀଳ ସେତେବେଳେ ସନାତନ ଧର୍ମର ମୁଖ୍ୟ ଉପାସକ ବୋଲାଉଥିବା ଓଡ଼ିଶା ଲୋକ ମାନଙ୍କର ଅଗାଢ ବିଶ୍ୱାସ ରହିଛି ସେହି କାଳିଆ ଠାକୁରଙ୍କ ଉପରେ । ଜଗତର ନାଥ ଜଗନ୍ନାଥ ଚାହିଁଲେ ଏଭଳି ବିପଦରୁ…