ପଖାଳ ପ୍ରେମୀଙ୍କ ପାଇଁ ଏସ୍ଏଚ୍ଏମ୍ ପକ୍ଷରୁ ଆରମ୍ଭ ହେଲା ପଖାଳ ଉତ୍ସବ
ସବୁ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ‘ପଖାଳ’: ସୋଆ ଉପସଭାପତି
ଭୁବନେଶ୍ୱର, ଏପ୍ରିଲ ୩: ପଖାଳ ସବୁ ଓଡ଼ିଆଙ୍କର ପ୍ରିୟ ଖାଦ୍ୟ । ଓଡ଼ିଶାର ଘରେ ଘରେ ଏହି ପାରମ୍ପରିକ ଖାଦ୍ୟ ବେଶ ଆଦୃତ ବୋଲି କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଉପସଭାପତି ଶ୍ରୀମତି ଶାଶ୍ୱତୀ ଦାସ । ପଖାଳର ପ୍ରଚାର ଓ ପ୍ରସାର!-->!-->!-->…