କ’ଣ ହେଲା ଶସ୍ତା ଓ ମହଙ୍ଗା, ଜାଣନ୍ତୁ


ଲ୍ଲୀ ୧/୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ୨୦୨୧ ଉପସ୍ଥାପନ କରିଛନ୍ତ । ଏଥିରେ କେଉଁ ଜିନିଷ ମହଙ୍ଗା ଏବଂ ଶସ୍ତା ହେଲା କୁହାଯାଇଛି । ଆସନ୍ତୁ ଜାଣିବା …

ଏହି ସାମଗ୍ରୀ ହେଲା ଶସ୍ତା
ଚମଡାରେ ପ୍ରସ୍ତୁତ ସାମଗ୍ରୀ
ଡ୍ରାଇ କ୍ଲିନିଂ
ଲୁହାରେ ପ୍ରସ୍ତୁତ ସାମଗ୍ରୀ
ପେଣ୍ଟ
ଷ୍ଟିଲ ବାସନକୁସନ
ଇନସ୍ୟୁରାନ୍ସ
ବିଜୁଳି
ଜୋତା
ନାଇଲନ୍
ସୁନା-ରୂପା
କୃଷି ଉପକରଣ

ଏହି ସାମଗ୍ରୀ ହେଲା ମହଙ୍ଗା
ମୋବାଇଲ୍ ଓ ଚାର୍ଜର ମହଙ୍ଗା
ଇଲେକ୍ଟ୍ରୋନିକ୍ ସାମଗ୍ରୀ
କଟନ କପଡା
ଲେଦର ଜୋତା
ସୋଲାର ଇନଭର୍ଟର
ସେଓ
ମଦ
ପେଟ୍ରୋଲ-ଡିଜେଲ୍
ଅଟୋ ପାର୍ଟ୍ସ


Share It

Comments are closed.