ଆଇପିଏଲ୍ ୨୦୨୩ ପାଇଁ ପ୍ରସ୍ତୁତି ଆରମ୍ଭ କଲେ ମହେନ୍ଦ୍ର ସିଂ ଧୋନି, ଦେଖନ୍ତୁ ଭିଡିଓ


ବିଶ୍ୱର ସବୁଠୁ ବଡ କ୍ରିକେଟ୍ ଲିଗ୍ ଆଇପିଏଲ୍-୨୦୨୩ ଆରମ୍ଭ ହେବାକୁ ଆଉ ଏକ ମାସରୁ କମ୍ ସମୟ ବାକି ଅଛି । ଏଥିପାଇଁ ସମସ୍ତ ଦଳ ଓ ଖେଳାଳିମାନେ ନିଜ ନିଜ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଭାରତୀୟ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ଏହା ଶେଷ ସିଜିନ୍ ହୋଇପାରେ, କିନ୍ତୁ ଏଥିପାଇଁ ସେ ସ୍ୱତନ୍ତ୍ର ପ୍ରସ୍ତୁତି ଆରମ୍ଭ କରିଛନ୍ତି ।


Share It

Comments are closed.