Browsing Tag

banijya-latest

PF ଆକାଉଂଟ ମାଧ୍ୟମରେ କୋଟି କୋଟି ସଂଚୟ କରୁଛନ୍ତି ଧନଶାଳୀ, ସେଥିପାଇଁ ଏହାର ସୁଧ ଉପରେ ଟିକସ ଲାଗୁ କଲେ ସରକାର

୨୦୨୧ ବଜେଟରେ ସରକାର ପିଏଫ ସୁଧ ଉପରେ ଟିକସ ଲାଗୁ କରିଛନ୍ତି, ଏହାର କାରଣ ବର୍ତ୍ତମାନ ସ୍ପଷ୍ଟ ଦେଖାଯାଉଛି। ନିକଟରେ ସରକାର କିଛି ଖାତା ଯାଞ୍ଚ କରିଥିଲେ, ଯେଉଁଥିରେ ଜଣାପଡିଛି ଯେ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟରେ ୧୦୩ କୋଟି ଟଙ୍କା ରହିଛି। ଏଥି ସହିତ, କିଛି ଆକାଉଣ୍ଟରେ ୮୦ କୋଟିରୁ ଅଧିକ…

ଏବେ ବ୍ୟାଙ୍କରେ ଜମା ଟଙ୍କା ବୁଡ଼ିଗଲେ ଆପଣଙ୍କୁ ମିଳିବ ୫ ଗୁଣା ଟଙ୍କା

ବର୍ତମାନ ସମୟରେ ବ୍ୟାଙ୍କରେ ଟଙ୍କା ରଖିବା ପରେ ମଧ୍ୟ ଲୋକଙ୍କ ମନରେ ଏହାର ସୁରକ୍ଷାକୁ ନେଇ ଚିନ୍ତା ସବୁବେଳେ ରହୁଛି ଏବଂ ଏହା ହେବା ସ୍ବାଭାବିକ ମଧ୍ୟ । ଅନେକଙ୍କ ମନରେ ଟଙ୍କା ବୁଡ଼ିଯିବାର ଆଶଙ୍କା ମଧ୍ୟ ରହିଥାଏ । ତେବେ ବର୍ତ୍ତମାନ ମନରୁ ଏହି ଧାରଣା ଦୂରେଇ ଦିଅନ୍ତୁ । କାରଣ ବ୍ୟାଙ୍କ…

ଟେସଲା ପାଇଁ ‘କରୋନା କାଳ’ ପାଲଟିଛି ଲାଭର ବର୍ଷ, ୨୦୨୦ ରେ ଲାଭ କରିଛି ୭୨୧ ମିଲିୟନ ଡ଼ଲାର

ବୁଧବାର ବିଶ୍ୱର ଅଗ୍ରଣୀ ଇଲେକ୍ଟ୍ରିକ୍ ଉତ୍ପାଦନକାରୀ କମ୍ପାନୀ ଟେସଲା ଏହାର ପ୍ରଥମ ବର୍ଷର ଲାଭ ବିଷୟରେ ସୂଚନା ଦେଇଛି। ଏଲନ୍ ମସ୍କଙ୍କ ଇଲେକ୍ଟ୍ରିକ୍ କାର୍ କମ୍ପାନୀ ଟେସଲାର ଚତୁର୍ଥ କ୍ବାର୍ଟରରେ କମ୍ ଆୟ ସହ ସେୟାର ହ୍ରାସ ପାଇଥିଲା। ଟେସଲାର ଉତ୍ପାଦନ ଏବଂ ବିତରଣକୁ କରୋନା ଭୂତାଣୁ…

୨୦୨୧ରେ ୫୬ ଦିନ ବନ୍ଦ ରହିବ ବ୍ୟାଙ୍କ୍, ଦେଖନ୍ତୁ ସମ୍ପୂର୍ଣ୍ଣ ତାଲିକା

ଆଉ ମାତ୍ର ଚାରିଦିନ ପରେ ବିଦାୟ ନେବ ୨୦୨୦ ଏବଂ ଆରମ୍ଭ ହୋଇଯିବ ୨୦୨୧ । ତେବେ ଆସନ୍ତା ବର୍ଷରେ କେତେଦିନ ବ୍ୟାଙ୍କ ବନ୍ଦ ଓ ଖୋଲା ରହିବ ତାହା ଜାଣିବା ଅତ୍ୟନ୍ତ ଜରୁରୀ । ଏନେଇ ତାଲିକା ଘୋଷଣା କରିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ (RBI) । ତେବେ ଆର୍‌ବିଆଇ ପକ୍ଷରୁ ଜାରି କରାଯାଇଥିବା…

ନାତି ସହ ରିଲାଏନ୍ସ ଚିଫ ମୁକେଶ ଅମ୍ବାନୀଙ୍କ ଫଟୋ ଭାଇରାଲ: ଖୁସିରେ ଜିଓ ସେବାକୁ ଏକ ବର୍ଷ ପାଇଁ ମାଗଣା କରିବା ପାଇଁ…

ବିଲିୟନେୟାର ବ୍ୟବସାୟୀ ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ (ଆରଆଇଏଲ୍) ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଗୁରୁବାର ଜେଜେ ହୋଇଛନ୍ତି। ଅମ୍ବାନୀ ପରିବାରର ମୁଖପାତ୍ର କହିଛନ୍ତି ଯେ ଶ୍ଲୋକା ଏବଂ ଆକାଶ ଅମ୍ବାନୀ ମୁମ୍ବାଇରେ ଏକ ଶିଶୁପୁତ୍ରର ପିତାମାତା ହୋଇଛନ୍ତି। ନୀତା ଏବଂ ମୁକେଶ ଅମ୍ବାନୀ…

ଆଜିଠାରୁ ଲିଭିଯିବ ଏହି ବ୍ୟାଙ୍କର ଅସ୍ତିତ୍ୱ , ସାତ ଜଣଙ୍କ ପ୍ରଚେଷ୍ଟାରେ ହୋଇଥିଲା ଆରମ୍ଭ

ଲକ୍ଷ୍ମୀ ବିଳାସ ବ୍ୟାଙ୍କରେ ନଭେମ୍ବର ୧୭ ରେ ଏକ ମାସ ପାଇଁ ମୋରାଟୋରିୟମ ଲଗାଯାଇଥିଲା | ମାତ୍ର ୧୦ ଦିନ ପରେ ୨୭ ନଭେମ୍ବରରେ, ଏହି ବ୍ୟାଙ୍କର ନାମଚିହ୍ନ ସମ୍ପୁର୍ଣ୍ଣ ରୂପେ ଲିଭିଯିବ | ସଙ୍କଟ ମଧ୍ୟରେ ଫସିଥିବା ୯୪ ବର୍ଷ ପୁରୁଣା ବ୍ୟାଙ୍କ ଲକ୍ଷ୍ମୀ ବିଳାସ ବ୍ୟାଙ୍କର ମିଶ୍ରଣ ଡିବିଏସ…

ଦୀପାବଳି ଉପହାର: ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ଦରମାରେ ହେବାକୁ ଯାଉଛି ୧୫% ଅଭିବୃଦ୍ଧି

ଦୀପାବଳି ପୂର୍ବରୁ ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଉପହାର ଘୋଷଣା ହୋଇଛି। ନଭେମ୍ବର ପହିଲାରୁ ୮.୫ ଲକ୍ଷ ବ୍ୟାଙ୍କ କର୍ମଚାରୀଙ୍କ ବେତନରେ ୧୫ ପ୍ରତିଶତ ବୃଦ୍ଧି ହେବ ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ଅଧିକ କର୍ମଚାରୀ ସରକାରୀ ବ୍ୟାଙ୍କର ବୋଲି ଜଣାପଡ଼ିଛି। ଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ,…

ସବୁଠାରୁ ଉଦାର ଭାରତୀୟ ୱିପ୍ରୋ ପ୍ରତିଷ୍ଠାତା ଅଜିମ ପ୍ରେମଜୀ, ଦୈନିକ ୨୨ କୋଟି କରୁଛନ୍ତି ଦାନ

ପ୍ରତି ଦିନ ୨୨ କୋଟି ଟଙ୍କା ଅର୍ଥାତ ବର୍ଷରେ ୭,୯୦୪ କୋଟି ଟଙ୍କା ଦାନ କରି ୨୦୨୦ର ସବୁଠୁ ଉଦାର ଭାରତୀୟ ଭାବେ ରେକର୍ଡ ହାସଲ କରିଛନ୍ତି ଅଜୀମ୍‌ ପ୍ରେମଜୀ। ଏହା ସହ ଏଚସିଏଲ୍‌ ମୁଖ୍ୟ ଶିବ ନାଡାରଙ୍କୁ ବହୁ ପଛରେ ଛାଡ଼ିଛନ୍ତି ଅଜୀମ୍‌ ପ୍ରେମଜୀ । ଶିବ ନାଡାର ଯିଏକି ହୁରୁନ ରିପୋର୍ଟ ଇଣ୍ଡିଆ…

ଚାନକୁ ପୁଣି ଚୋଟ, ଏୟାର କଣ୍ଡିସନର ଆମଦାନୀ ଉପରେ ପ୍ରତିବନ୍ଧକ ଲଗାଇଲେ ସରକାର

ରେଫ୍ରିଜରେଟର ସହିତ ଆସୁଥିବା ଏୟାର କଣ୍ଡିସନର (ଏସି) ଆମଦାନୀ ଉପରେ ସରକାର ପ୍ରତିବନ୍ଧକ ଲଗାଇଛନ୍ତି। ଘରୋଇ ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଏବଂ ଅନାବଶ୍ୟକୀୟ ସାମଗ୍ରୀର ଆମଦାନୀ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି | ଏହା ଚାଇନାର ବ୍ୟବସାୟୀଙ୍କୁ ଏକ ବଡ଼ ଝଟକା ଦେବ |…

କର୍ମଚାରୀଙ୍କ ପାଇଁ ପାର୍ବଣ ଉପହାର-ଏଲଟିସି କ୍ୟାଶ୍ ଭାଉଚର ଯୋଜନା ଏବଂ ସ୍ପେଷଲ ଫେଷ୍ଟିଭଲ ଆଡଭାନ୍ସ ଯୋଜନାର ଘୋଷଣା,…

ପାର୍ବଣ ଅବସରରେ ସରକାର ଏହାର ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଉପହାର ଦେଇଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଚାହିଦା ବୃଦ୍ଧି ଦିଗରେ ଖର୍ଚ୍ଚ ପାଇଁ ଏହି ରାଶି ଆଗରୁ ଦିଆଯିବ। ସେ ଏଲଟିସି କ୍ୟାଶ୍ ଭାଉଚର ଯୋଜନା ଏବଂ ସ୍ପେଷଲ ଫେଷ୍ଟିଭଲ ଆଡଭାନ୍ସ ଯୋଜନାର ଘୋଷଣା…