ଓଡିଶାରେ ୨୮ ଗାଡିଚାଳକଙ୍କୁ ୧.୯୦ ଲକ୍ଷ ଜରିମାନା


ଓଡିଶା ସରକାରଙ୍କ ପକ୍ଷରୁ ଚାଲିଛି ଦୁର୍ଘଟଣାରେ ମୃତ୍ୟୁଶୁନ ସପ୍ତାହ ପାଳନ। ଦୁଇ ,ଚାରି ସହ ଅନ୍ୟାନ୍ୟ ଯାନକୁ ଯାଞ୍ଚ ପ୍ରକ୍ରିୟା ଚାଲିଥିବାବେଳେ ସୋମବାର ଦିନ ତୁଷୁରା ପୁଲିସ ଓ ବଲାଙ୍ଗିର ଆର୍ଟିଓ ପକ୍ଷରୁ କଡାକଡି ଭାବରେ ଯାନବାହନ ଯାଞ୍ଚ କରାଯାଇଥିଲା । ବିନା ହେଲମେଟ୍,ମଦୁଆ ଗାଡି ଚାଲକଙ୍କ ସହ ୨୮ ଜଣ ଗାଡି ଚାଳକଙ୍କଠାରୁ ୧.୯୦ ଲକ୍ଷ ଟଙ୍କା ଫାଇନ ଆଦାୟ କରିଥିବା ତୁଷୁରା ଥାନା ଅଧିକାରୀ ସଞ୍ଜିବ ପଧାନ ସୂଚନା ଦେଇଛନ୍ତି।


Share It

Comments are closed.