ଆଘାତ ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡା ଜାଭଲିନ ରେ ଭାଗ ନେବେନି ନୀରଜ


ଜାଭଲିନରେ ଚାମ୍ପିୟନ ନୀରଜ ଚୋପ୍ରା ରାଜ୍ୟଗୋଷ୍ଠୀ କ୍ରୀଡାରୁ ବାହାରି ଯାଇଛନ୍ତି । ସେ ଆଘାତ ହୋଇଥିବାରୁ ଆଉ ଜାଭଲିନରେ ଭାଗ ନେବେ ନାହିଁ । ବ୍ରିମିନହାମରେ ଆୟୋଜିତ ରାଜ୍ୟଗୋଷ୍ଠୀ କ୍ରୀଡାରେ ଜାଭଲିନ ଥ୍ରୋ ପୁରୁଷ ବର୍ଗରେ ଅଗଷ୍ଟ ୫ରୁ ପ୍ରାରମ୍ଭ ହେବାକୁ ଯାଉଥିବା ବେଳେ ନୀରଜ ଏଥିରୁ ବାଦ ପଡିଛନ୍ତି ତେଣୁ ଭାରତକୁ ବର୍ତ୍ତମାନ ସ୍ୱର୍ଣ୍ଣପଦକ ମିଳିବାର ଆଶା ମଉଳିଯାଇଛି ।
ପୂର୍ବରୁ ସେ ଆଥଲେଟିକ ଚାମ୍ପିୟନସିପରେ ୮୮.୧୩ ମିଟର ରୋକର୍ଡ ବ୍ରେକ କରିଥିଲେ ।


Share It

Comments are closed.