ଇଣ୍ଡିଅ।ଷ୍ଟେଟ ଦୁଇଟି ପ୍ରଭାବଶାଳୀ ପାଠ୍ୟକ୍ରମ ସହିତ ଇ-ଲର୍ଣ୍ଣିଙ୍ଗ କ୍ଷେତ୍ରରେ ପାଦ ରଖିଛି


ଭୁବନେଶ୍ୱର: ଅ।ଜି ଇଣ୍ଡିଅ।ଷ୍ଟେଟ ପକ୍ଷରୁ ଅନଲାଇନ ଶିକ୍ଷା କ୍ଷେତ୍ରରେ ପ୍ରବେଶ ପାଇଁ ଘୋଷଣା କରିଛି ଓ ଇଣ୍ଡିଅ।ଷ୍ଟେଟ ଭାରତ ଏବଂ ଏହାର ରାଜ୍ୟ, ଅଞ୍ଚଳ, ଜିଲ୍ଲା ଏବଂ ସଂସଦୀୟ / ବିଧାନସଭା ର୍ନିବାଚନ ମଣ୍ଡଳୀ ଗୁଡିକ ବିଷୟରେ ବ୍ୟାପକ ସାମାଜିକ, ଅ।ର୍ଥିକ ଏବଂ ର୍ନିବାଚନୀ ତଥ୍ୟ ପ୍ରଦାନ କରୁଥିବା ଏକ ଅଗ୍ରଣୀ ତଥା ବିଶ୍ୱସନୀୟ କମ୍ପାନୀ ।

ଅ।ନ୍ତର୍ଜାତୀୟ ଅନୁସନ୍ଧାନ ସମୁଦାୟକୁ ଅମୂଲ୍ୟ ତଥ୍ୟ ପ୍ରଦାନ କରିବାର ଦୁଇ ଦଶକରୁ ଅଧିକ ସମୟ ପରେ ଏବେ ଇଣ୍ଡିଅ ।ଷ୍ଟେଟ ଏକ ନୂଅ । ଇ-ଲର୍ଣ୍ଣିଙ୍ଗ ପ୍ଲାଟଫର୍ମ ଇଣ୍ଡିଅ ।ଷ୍ଟେଟଏଡୁ ସହିତ ଏହାର ପରିସର ବିସ୍ତାର କରୁଛି, ଯେଉଁଥିରେ ଜ୍ଞାନର ପ୍ରଚାର ପ୍ରସାର ତଥା ଶିକ୍ଷାଗତ ଉନ୍ନତିରେ ଏହାର ନିରନ୍ତର ପ୍ରତିଶୃତିବଦ୍ଧତା ପ୍ରତିଫଳିତ ହେଉଛି ଓ ଇଣ୍ଡିଅ ।ଷ୍ଟେଟଏଡୁରେ ଦୁଇଟି ଅନଲାଇନ ପାଠ୍ୟକ୍ରମ ଅଛି :-

୧. ଭାରତରେ ର୍ନିବାଚନ ନିୟମ ଗୁଡିକରେ ପ୍ରମାଣପତ୍ର ପାଠ୍ୟକ୍ରମ (ଉରକ୍ସଗ୍ଧସଲସମବଗ୍ଧର ଉକ୍ଟଙ୍କକ୍ସଗ୍ଦର ଓଦ୍ଭ ଋକ୍ଷରମଗ୍ଧସକ୍ଟଦ୍ଭ ଖବଙ୍ଗଗ୍ଦ ଙଲ ଓଦ୍ଭୟସବ) : ଏହି ବିସ୍ତୃତ ଅନଲାଇନ ପାଠ୍ୟକ୍ରମ ଦୁନିଅ ।ର ସବୁଠାରୁ ବଡ ଗଣତନ୍ତ୍ରରେ ର୍ନିବାଚନ ଗୁଡିକର ନିୟନ୍ତ୍ରଣ କରୁଥିବା ନିୟମ ରୂପରେଖ ବିଷୟରେ ରହିଛି, ଯେଉଁଥିରେ ଭାରତରେ ର୍ନିବାଚନ ସମ୍ବନ୍ଧୀୟ ନିୟମାବଳୀ ଏବଂ ପ୍ରକ୍ରିୟା ଗୁଡିକର ପ୍ରଗାଢ ଜ୍ଞାନ ମିଳିଥାଏ ଓ ଏହି ପାଠ୍ୟକ୍ରମରେ ଭରତୀୟ ର୍ନିବାଚନ ଅ ।ଇନ, ଭାରତର ର୍ନିବାଚନ କମିଶନର ଭୂମିକା ଏବଂ ଦାୟିତ୍ତ୍ୱ, ର୍ନିବାଚନ ସମ୍ବନ୍ଧୀୟ ପ୍ରକ୍ରିୟା, ମତଦାତା ମାନଙ୍କର ଅଧିକାର, ର୍ନିବାଚନ ସମ୍ବନ୍ଧୀୟ ବିବାଦ ଗୁଡିକର ସମାଧାନ ଇତ୍ୟାଦିକୁ ସାମିଲ କରାଯାଇଛି ଓ ଏହି ପାଠ୍ୟକ୍ରମରେ ଅଧ୍ୟୟନ ପରେ ବିଦ୍ୟାର୍ଥୀ ନିଜର ଶିକ୍ଷାଗତ ଏବଂ ବ୍ୟବସାୟିକ ରୂପରେଖକୁ ସୁଦୃଢ କରିବା ସହିତ ନିଜର ଅ ।ଇନ ସମ୍ବନ୍ଧୀୟ ଜ୍ଞାନକୁ ମଧ୍ୟ ବୃଦ୍ଧି କରିପାରିବ ।

୨. ଜିଅ ।ଇଏସ ଟୁଲସ ଏବଂ ବୈଷୟିକଜ୍ଞାନ ସହିତ ବ୍ୟାପାର ବିଶ୍ଳେଷଣ ତଥା ଥିମାଟିକ ମ୍ୟାପିଙ୍ଗରେ ପ୍ରମାଣପତ୍ର ପାଠ୍ୟକ୍ରମ (ଉରକ୍ସଗ୍ଧସଲସମବଗ୍ଧର ଉକ୍ଟଙ୍କକ୍ସଗ୍ଦର ସଦ୍ଭ ଈଙ୍କଗ୍ଦସଦ୍ଭରଗ୍ଦଗ୍ଦ ଇଦ୍ଭବକ୍ଷଚ୍ଚଗ୍ଦସଗ୍ଦ ବଦ୍ଭୟ ଞଷରଜ୍ଞବଗ୍ଧସମ ଗବକ୍ଟ୍ରକ୍ଟ୍ରସଦ୍ଭଶ ଟଗ୍ଦସଦ୍ଭଶ ଏଓଝ ଞକ୍ଟକ୍ଟକ୍ଷଗ୍ଦ ଌ ଞରମଷଦ୍ଭସକ୍ତଙ୍କରଗ୍ଦ) : ଏହା ହେଉଛି ଏକ ବିସ୍ତୃତ ପାଠ୍ୟକ୍ରମ ଯେଉଁଥିରେ ଛାତ୍ରଛାତ୍ରୀ ମାନଙ୍କୁ ଜିଅ ।ଇଏସ ଟୁଲସ ଏବଂ ବୈଷୟିକଜ୍ଞାନର ଉଯାଗ କରି ବ୍ୟାପାରର ପ୍ରଭାବମୂଳକ ବିଶ୍ଳେଷଣ ତଥା ଥିମାଟିକ ମ୍ୟାପିଙ୍ଗ ପାଇଁ ଅ ।ବଶ୍ୟକ କୌଶଳ ଓ ଜ୍ଞାନ ମିଳିଥାଏ ଓ ଏହା ଛଡା ପାଠ୍ୟକ୍ରମରେ ଛାତ୍ରଛାତ୍ରୀ ମାନଙ୍କୁ ବ୍ୟାପାର ବିଶ୍ଳେଷଣରେ ଉତ୍କୃଷ୍ଟତା ହାସଲ କରିବା କୌଶଳ ମିଳିଥାଏ, ସେଗୁଡିକୁ ବ୍ୟାପାର ପ୍ରକ୍ରିୟା, ତଥ୍ୟ ବିଶ୍ଳେଷଣ ଏବଂ ମହତ୍ତ୍ୱପୂର୍ଣ୍ଣ ର୍ନିଣ୍ଣୟ ନେବା ପାଇଁ ଗଭୀର ଜ୍ଞାନ ମିଳିଥାଏ ଓ ଅଂଶଗ୍ରହଣକାରୀ ମାନଙ୍କୁ ଜିଅ ।ଇଏସ ଟୁଲସର ଉପଯୋଗ ଦ୍ୱାରା ଥିମାଟିକ ମ୍ୟାପ ତିଅ ।ରି କରିବା ଏବଂ ସେଗୁଡିକର ବିଶ୍ଳେଷଣ କରିବା ଶିକ୍ଷା ମଧ୍ୟ ମିଳିଥାଏ, ଯାହା ସହରୀ ଯୋଜନା ତିଅ ।ରି, ପରିବେଶ ବିଜ୍ଞାନ ଏବଂ ବ୍ୟାପାର ସମ୍ବନ୍ଧୀୟ ସୂଚନା ଭଳି ବିଭିନ୍ନ କ୍ଷେତ୍ର ପାଇଁ ବାଧ୍ୟତାମୂଳକ ରହିଛି ।

ଏହି କ୍ଷେତ୍ରର ପ୍ରମୁଖ ବିଶେଷଜ୍ଞମାନଙ୍କ ଦ୍ୱାରା ଦୁଇଟି ଯାକ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଇଛି ଓ ଏହି ପାଠ୍ୟକ୍ରମ ବିଦ୍ୟାର୍ଥୀ ମାନଙ୍କର ପରିସରକୁ ବିସ୍ତାରିତ କରିଥାଏ, ସେମାନଙ୍କୁ ନିଜର ଇଛାଧିନ କ୍ଷେତ୍ରରେ ଉତ୍କୃଷ୍ଟତା ହାସଲ କରିବା ପାଇଁ ସଶକ୍ତ କରାଇବା ନିମନ୍ତେ ଜ୍ଞାନ ଓ କୌଶଳ ପ୍ରଦାନ କରିଥାଏ ଓ ଛାତ୍ରଛାତ୍ରୀ ମାନଙ୍କୁ ପ୍ରକ୍ରିୟାର ଅଧ୍ୟୟନ ଏବଂ ପ୍ରୟୋଗାତ୍ମକ ଉଦାହରଣ ମାଧ୍ୟମରେ ବାସ୍ତବିକ ଦୁନିଅ ।ର ସୂଚନା ମିଳିଥାଏ ଓ ଏହା ଦ୍ୱାରା ଛାତ୍ରଛାତ୍ରୀମାନେ ନିଜର କ୍ୟାରିଅରରେ ଏହି ଜ୍ଞାନକୁ ପ୍ରଭାବଶାଳୀ ରୂପେ ବ୍ୟବହାର କରିପାରିବେ ଓ ର୍ନିବାଚନ ସମ୍ବନ୍ଧୀୟ ନିୟମାବଳୀ ଏବଂ ଜିଅ ।ଇଏସ ଟୁଲସ ତଥା ବୈଷୟିକଜ୍ଞାନ ଦ୍ୱାରା ସେମାନଙ୍କୁ ଚାକିରୀ ପାଇଁ ଉତ୍ତମ ସୁଯୋଗ ମିଳିଥାଏ ଏବଂ କ୍ୟାରିଅରରେ ବିକାଶ ହୋଇଥାଏ ଓ ସମଗ୍ର ଦୁନିଅ ।ର ଛାତ୍ରଛାତ୍ରୀ ଏବଂ ବ୍ୟବସାୟୀ ମାନଙ୍କ ପାଇଁ ପ୍ରସ୍ତାବିତ ଏହି ଅନଲାଇନ ପାଠ୍ୟକ୍ରମ ଶିକ୍ଷାରେ ଭୌଗଳିକ ବାଧା ଗୁଡିକୁ ସମାପ୍ତ କରିଥାଏ ଓ ଏହି ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ସ୍ନାତକ ଡିଗ୍ରୀ ବାଧ୍ୟତାମୂଳକ ରହିଛି, ନିଜର ସ୍ନାତକ ପାଠ୍ୟକ୍ରମର ଶେଷ ବର୍ଷରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ମାନେ ମଧ୍ୟ ଅବେଦନ କରିପାରିବେ ।

ଇଣ୍ଡିଅ ।ଷ୍ଟେଟର ନିର୍ଦ୍ଦେଶକ ଡକ୍ଟର ଅ ।ର କେ ଠୁକରାଲ, ଶିକ୍ଷାର ଏହି ନୂଅ । ଉଦ୍ୟମ ପ୍ରତି ଉତ୍ସାହ ବ୍ୟକ୍ତ କରି କହିଛନ୍ତି ଇଣ୍ଡିଅ ।ଷ୍ଟେଟଏଡୁ (ଓଦ୍ଭୟସବଗ୍ଦଗ୍ଧବଗ୍ଧରୟଙ୍କ) ଜ୍ଞାନ ଏବଂ ଶିକ୍ଷା ପ୍ରତି ଅ ।ମେ ପ୍ରତିଶୃତିବଦ୍ଧ ଓ ଅ ।ମେ ଅନଲାଇନ ଶିକ୍ଷା କ୍ଷେତ୍ରରେ ସାମାଜିକ ଓ ଅ ।ର୍ଥିକ ତଥ୍ୟ ଏବଂ ସୂଚନାରେ ବିଶେଷଜ୍ଞ ହେବାର ଗୌରବ ହାସଲ କରିଥାଉ ଓ ଅ ।ମର ପାଠ୍ୟକ୍ରମ ଲୋକମାନଙ୍କୁ ସଶକ୍ତ କରିବା ପାଇଁ ତଥା ଏଭଳି କୌଶଳ ଓ ଜ୍ଞାନରେ ସଜ୍ଜିତ କରିବା ପାଇଁ ପ୍ରସ୍ତୁତ କରିଛି । ଯାହାଦ୍ୱାରା ନୂତନ ସୁଯୋଗର ଦ୍ୱାର ଖୋଲିଥାଏ ଓ ଅ ।ମର ବିଶ୍ୱାସ ଅଛି ଯେ, ଶିକ୍ଷାର ଯାତ୍ରା ସାରା ଜୀବନ ଚାଲିଥାଏ ଏବଂ ଇଣ୍ଡିଅ ।ଷ୍ଟେଟଏଡୁ ନିରନ୍ତର ଶିଖିବା ସଂସ୍କୃତିକୁ ପୋଷଣ ଦେବାପାଇଁ ଅ ।ମର ପ୍ରତିଶୃତିବଦ୍ଧତା ରହିଛି ।

ଏହି ପାଠ୍ୟକ୍ରମ ଗୁଡିକ ବିଷୟରେ, ଫି ତଥା ନାମଲେଖାଇବା ପ୍ରକ୍ରିୟା ବିଷୟରେ ଅଧିକ ସୂଚନା ପାଇବା ପାଇଁ ଙ୍ଗଙ୍ଗଙ୍ଗ.ସଦ୍ଭୟସବଗ୍ଦଗ୍ଧବଗ୍ଧରୟଙ୍କ.ମକ୍ଟଜ୍ଞ ୱେବସାଇଟ ଦେଖନ୍ତୁ ଓ ଇଣ୍ଡିଅ ।ଷ୍ଟେଟଏଡୁ (ଓଦ୍ଭୟସବଗ୍ଦଗ୍ଧବଗ୍ଧରୟଙ୍କ) ସମଗ୍ର ବିଶ୍ୱରୁ ବିଦ୍ୟାର୍ଥୀ ମାନଙ୍କୁ ଏହି ଉତ୍ତମ ଶିକ୍ଷା ଯାତ୍ରାରେ ସାମିଲ ହେବା ପାଇଁ ଅ ।ମନ୍ତ୍ରଣ କରୁଛି ।


Share It

Comments are closed.