ଗର୍ଭାବସ୍ଥାରେ ଫ୍ୟାସନ


ଗର୍ଭାବସ୍ଥାର ଅର୍ଥ ଏହା ନୁହେଁ କି ଆପଣ ଷ୍ଟାଇଲ ଠାରୁ ଦୂରେଇ ରହିବେ । ଆପଣ ଫ୍ୟାସନେବଲ ଏବଂ ଆରାମଦାୟକ ବସ୍ତ୍ର ରହିଛି ଯାହା ଆପଣ ଗର୍ଭାବସ୍ଥାରେ ପିନ୍ଧିପାରିବେ ।

ଯଦି ଆପଣ ଗର୍ଭବତୀ ତେବେ ପିନ୍ଧିବା ପାଇଁ ସଠିକ ବସ୍ତ୍ର ଚୟନ କରନ୍ତୁ ଯାହା ଆପଣଙ୍କୁ ଆରାମଦାୟକ ଅନୁଭୂତି ସହିତ ପ୍ୟାସନେବଲ ଲୁକ ଦେଇପାରିବ । ଆପଣ ଏହି ସମୟରେ ଅନଲାଇନ ମାଧ୍ୟମରେ ମାର୍ଟନିଟି ବିଭାଗର ବିଭିନ୍ନ ଗାଉନ, ଟପ୍ସ, ଟ୍ୟୁନିକ୍ସ, ଲେଗିନ୍ସ, ଜେଗିନ୍ସ ପାଇପାରିବେ । ଆପଣ ଡିଜାଇନର ମାକ୍ସି ମଧ୍ୟ କିଣି ପାରିବେ । ଏହି ସମୟରେ ମାକ୍ସି ଡ୍ରେସ ଏବଂ ଟ୍ୟୁନିକ୍ସ ଆରାମ ପାଇଁ ଖୁବ ଭଲ ରହିବ । ଗର୍ଭାବସ୍ଥାରେ ଆପଣ ନିଜ ସାଇଜର ଗୋଟିଏ ଉପର ସାଇଜ ପିନ୍ଧନ୍ତୁ ଯାହା ଆପଣଙ୍କୁ ଆରାମ ପ୍ରଦାନ କରିବ । ଆପଣ ମଧ୍ୟ ସୁଇଙ୍ଗ ଟପ୍ସ ତଥା ଟ୍ୟୁନିକ୍ସ କୁ ଲେଗିନ୍ସ କିମ୍ବା ସ୍କର୍ଟ ସହିତ ପିନ୍ଧିପାରିବେ । ଖରାଦିନେ ଆପଣ ହାଲକା କପଡା ତଥା କଟନ ବସ୍ତ୍ର ମଧ୍ୟ ପିନ୍ଧିପାରିବେ ।


Share It

Comments are closed.