ରାଷ୍ଟ୍ରପତି ନିର୍ବାଚନ ଭୋଟ ଗଣତି ଆରମ୍ଭ, ଅପରାହ୍ନ ୪ଟା ସୁଦ୍ଧା ଜଣା ପଡିବ ଫଳାଫଳ


ଆଜି ଦେଶକୁ ମିଳିବେ ଦେଶର ନୂତନ ରାଷ୍ଟ୍ରପତି। ସକାଳ ୧୧ଟାରୁ ଆରମ୍ଭ ହୋଇଛି ଭୋଟ ଗଣତି। ଅପରାହ୍ନ ୪ଟା ସୁଦ୍ଧା ଫଳାଫଳ ସ୍ପଷ୍ଟ ହୋଇଯିବ। ସଂସଦ ଭବନରେ ୬୩ ନମ୍ବର ପ୍ରକୋଷ୍ଠରେ ଆରମ୍ଭ ହୋଇଛି ଭୋଟ ଗଣତି।


Share It

Comments are closed.