ଖୁବ ଶୀଘ୍ର ବଜାରରେ ଉପଲବ୍ଧ ହେବ କରୋନାର ଦେଶୀ ଔଷଧ 2DG: ଡକ୍ଟର ରେଡ୍ଡୀ ଲାବୋରେଟୋରୀର ଘୋଷଣା


କରୋନା ମହାମାରୀ ବିରୋଧରେ ଭାରତର ସଂଗ୍ରାମ ଜାରି ରହିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ଦ୍ବାରା ବିକଶିତ କରୋନାର ଔଷଧ ୨-ଡିଜିର ବ୍ୟବସାୟିକ ଶୁଭାରମ୍ଭ କରୋନା ଭାଇରସ ବିରୋଧରେ ଲଢ଼ିବାରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବାକୁ ଘୋଷଣା କରାଯାଇଛି। ଡକ୍ଟର ରେଡ୍ଡୀଙ୍କ ଲାବୋରେଟୋରୀ କହିଛି ଯେ କରୋନାର ସ୍ୱଦେଶୀ ଔଷଧ 2DG ଜଲଦୀ ବଜାରରେ ଉପଲବ୍ଧ ହେବ।


Share It

Comments are closed.