ଲୋକପ୍ରିୟ ଯୁବ ନେତା ଅରିନ୍ଦମ ରୟଙ୍କ ଦ୍ୱାରା ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ


କରୋନା ମହାମାରୀ ଭଳି ସମ୍ବେଦନଶୀଳ ଏବଂ ଏହି ଘଡିସନ୍ଦି ସମୟରେ ବିଜୁ ଜନତା ଦଳ ରାଜ୍ୟ ପରିଷଦ ସଦସ୍ୟ ଏବଂ ଲୋକପ୍ରିୟ ଯୁବ ନେତା ଶ୍ରୀ ଅରିନ୍ଦମ ରାୟଙ୍କ ନେତୃତ୍ୱରେ କଟକ ଶିଶୁ ଭବନ ଏବଂ କଟକ ସହରର ବିଭିନ୍ନ ସ୍ଥାନରେ ରନ୍ଧା ଖାଦ୍ୟ ସହ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଉଛି । ଏହି ମହାମାରୀ ରେ ପ୍ରଭାବିତ ହୋଇଥିବା ଅସହାୟ ଓ ନିରସାୟା ଲୋକମାନଙ୍କୁ ଖାଦ୍ୟ ବଣ୍ଟନ କରାଯିବା ସହ ମାସ୍କ ଏବଂ ସାନିଟାଇଜ଼ଏର ମଧ୍ୟ ବଣ୍ଟନ କରାଯାଇଥିଲା ।  ଏହି ବଣ୍ଟନ କାର୍ଯ୍ୟରେ ଯୁବନେତା ଶ୍ରୀ ସକିଲ ଅକ୍ତର ,ରାକେଶ ନାୟକ ,ହିମାଂଶୁ ପୃଷ୍ଟି ,ସେକ ସମିମ,ଗୌରବ ସିଂ ,ସେକ ସୋହିଲ, ଗୌତମ ଆଚାରୀୟ ,ଯତୀନ କୁମାର,ପଙ୍କଜ ମଲ୍ଲିକ, ସୁରଜ କୁମାର ଜେନା,ପରାମଜୀତ,ରାକେଶ କୁମାର ଦାସ,ରାକେଶ ସ୍ୱାଇଁ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିବା ସହିତ ଅନ୍ୟ ଯୁବ ନେତା ବିଭିନ୍ନ ଅନୁଷ୍ଠାନ ର ଯୁବ ସମାଜସେବୀ ମାନେ ଏହି ବଣ୍ଟନ କାର୍ଯ୍ୟରେ ଯୋଗଦାନ କରିଥିଲେ ଏବଂ ଏପରି ନିସ୍ଵାର୍ଥପର ସେବା ଓ ସହଯୋଗ ପାଇଁ ଶ୍ରୀ ଅରିନ୍ଦମ ରାୟ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସହ ଏହି ବଣ୍ଟନ କାର୍ଯ୍ୟ ଅଗାମୀ ଦିନରେ ମଧ୍ୟ ଚାଲୁ ରହିବା ପାଇଁ ନିଷ୍ପତ୍ତି ନେଇଥିଲେ.।


Share It

Comments are closed.