Browsing Category

କ୍ରୀଡା

ଅଲଟିମେଟ ଖୋ ଖୋ ସିଜନ-୨ ସେମିଫାଇନାଲରେ ଗୁଜରାଟ ଜିଆଂଟସକୁ ସାମ୍ନା କରିବ ଡିଫେଣ୍ଡିଂ ଚାମ୍ପିଅନ ଓଡିଶା ଜଗରନଟ୍ସ

ଆସନ୍ତାକାଲି (ଗୁରୁବାର) କଟକର ଜୱାହାରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଅଲ୍ଟିମେଟ୍ ଖୋ ଖୋ ସିଜନ ୨ର ପ୍ରଥମ ସେମି ଫାଇନାଲରେ ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସ, ଗୁଜରାଟ ଜିଆଂଟ୍ସ ବିରୋଧରେ ପ୍ରଭାବଶାଳୀ ପ୍ରଦର୍ଶନ ଜାରି ରଖିବ ବୋଲି ଆଶା କରାଯାଉଛି । ଖୋ ଖୋ ଫେଡେରେଶନ …

ଅଲଟିମେଟ ଖୋ ଖୋ ସିଜନ-୨: ମୁମ୍ବାଇ ଖିଲାଡିସ ବିରୋଧରେ ଓଡିଶା ଜଗରନଟ୍ସର ସହଜ ବିଜୟ

ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚରେ ଓଡିଶା ଜଗରନଟ୍ସ, ମୁମ୍ବାଇ ଖିଲାଡିସକୁ ୩୪-୨୩ ପଏଂଟରେ ପରାଜିତ କରି ଚଳିତ ସିଜନରେ ନିଜର ଗ୍ରୁପ ଷ୍ଟେଜ କ୍ୟାମ୍ପେନ ଶେଷ କରିଛି । ଏହି ବିଜୟ ପରେ ଓଡିଶା ଜଗରନଟ୍ସ ପଏଂଟ …

ଅଲଟିମେଟ ଖୋ ଖୋ ସିଜନ-୨: ବିଜୟ ସହ ଗ୍ରୁପ ପର୍ଯ୍ୟାୟ ଶେଷ କରିଛି ଚେନ୍ନାଇ କ୍ୱିକ ଗନ୍ସ

ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୨ୟ ମ୍ୟାଚରେ ଚେନ୍ନାଇ କ୍ୱିକ ଗନ୍ସ, ଗୁଜରାଟ ଜାଏଂଟ୍ସ ବିରୋଧରେ ୩୮-୨୧ ପଏଂଟର ବିଜୟ ସହ ଗ୍ରୁପ ପର୍ଯ୍ୟାୟ ଲିଗ ଶେଷ କରିଛି । ଏହି ବିଜୟ ସହ ଚେନ୍ନାଇ, ଓଡିଶାକୁ ପଛରେ ପକାଇ ପଏଂଟ ତାଲିକାର…

ଅଲଟିମେଟ ଖୋ ଖୋ ସିଜନ-୨: ତେଲୁଗୁ ୟୋଦ୍ଧାସଙ୍କୁ ପରାସ୍ତ କରି ଶୀର୍ଷରେ ପହଂଚିଲା ଗୁଜରାଟ ଜାଏଂଟ୍ସ

କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସୋମବାର ତେଲୁଗୁ ୟୋଦ୍ଧାସଙ୍କୁ ୪୨-୨୨ ପଏଂଟରେ ପରାସ୍ତ କରି ଅଲଟିମେଟ ଖୋ ଖୋ ସିଜନ-୨ ଟେବୁଲର ଶୀର୍ଷରେ ପହଂଚିଛି ଗୁଜରାଟ ଜାଏଂଟସ । ଗୁଜରାଟ ଜାଏଂଟସର ଡିଫେଣ୍ଡରମାନେ ମୋଟ ୮ଟି ଡ୍ରିମ ରନ୍ ପଏଂଟ ହାସଲ କରିଥିବାବେଳେ ଦୃଢ଼ ରକ୍ଷଣାତ୍ମକ ପ୍ରଦର୍ଶନ…

ଅଲଟିମେଟ ଖୋ ଖୋ ସିଜନ-୨: ରାଜସ୍ଥାନ ୱାରିୟର୍ସ ବିପକ୍ଷରେ ଚେନ୍ନାଇ କ୍ୱିକ ଗନ୍ସର ବୃହତ ବିଜୟ

କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ଅଲଟିମେଟ ଖୋ ଖୋ ସିଜନ-୨ର ଦ୍ୱିତୀୟ ମ୍ୟାଚରେ ରାଜସ୍ଥାନ ୱାରିୟର୍ସକୁ ୪୨-୧୯ ପଏଂଟରେ ହରାଇ ଚେନ୍ନାଇ କ୍ୱିକ ଗନ୍ସ ପଏଂଟ ଟେବୁଲର ଶୀର୍ଷରେ ପହଂଚିଛି ।ଆଜିର ଏହି ମ୍ୟାଚ ଅଲଟିମେଟ୍ ଖୋ ଖୋ ଇତିହାସର ସବୁଠାରୁ ସ୍ମରଣୀୟ…

ଅଲଟିମେଟ ଖୋ ଖୋ ସିଜନ-୨ : ଚଳିତ ସିଜନରେ ମୁମ୍ବାଇ ଖିଲାଡିସର ୨ୟ ବିଜୟ

ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା  ୧ମ ମ୍ୟାଚରେ ମୁମ୍ବାଇ ଖିଲାଡିସ, ରାଜସ୍ଥାନ ୱାରିୟର୍ସକୁ ୨୯-୨୭ ପଏଂଟରେ ପରାଜିତ କରିଛି । ଏଥିସହିତ ମୁମ୍ବାଇ ଖିଲାଡିସ ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ନିଜର ୨ୟ ବିଜୟ ରେକର୍ଡ କରିଛି । ଆଜିର …

ଅଲଟିମେଟ ଖୋ ଖୋ ସିଜନ-୨ : ତେଲୁଗୁ ୟୋଦ୍ଧାସକୁ ହରାଇ ପଏଂଟ ତାଲିକାର ଶୀର୍ଷରେ ଓଡିଶା ଜଗରନଟ୍ସ

ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା  ୨ୟ ମ୍ୟାଚରେ ତେଲୁଗୁ ୟୋଦ୍ଧାସକୁ ପରାଜିତ କରି ଡିଫେଣ୍ଡିଙ୍ଗ ଚାମ୍ପିଅନ ଓଡିଶା ଜଗରନଟ୍ସ ପଏଂଟ ତାଲିକାର ଶୀର୍ଷରେ ପହଂଚିଛି । ଓଡିଶା ଜଗରନଟ୍ସ, ତେଲୁଗୁ ୟୋଦ୍ଧାସକୁ ୩୫-୩୭ ପଏଂଟରେ ହରାଇଛି । …

ପ୍ରତିଦ୍ବନ୍ଦୀଙ୍କୁ ହରାଇ ସେମେିର ପହଂଚିଲା ଚେନ୍ନାଇ କ୍ୱିକ ଗନ୍ସ ଏବଂ ଓଡ଼ିଶା ଜଗରନଟସ

କଟକ,୬ ଜାନୁଆରୀ ୨୦୨୪: ଅଲ୍ଟେିମଟ ଖୋ ଖୋ ସିଜନ େ୨ର ଆଜି କଟକର ଜୱାହାରଲାଲ େନେହରୁ େଇଣ୍ଡାର ଷ୍ଟାଡିୟମେର ଖେଳାଯାଇଥିବା ୨ୟ ମ୍ୟାଚେର ଚେନ୍ନାଇ କ୍ୱିକ ଗନ୍ସ, ମୁମ୍ବାଇ ଖିଲାଡିସକୁ ପରାଜିତ କରି ୪ର୍ଥ ଦଳ ଭୋବ ସେମି ଫାଇନାଲେର ପ୍ରେବଶ କରିଛି । ଚେନ୍ନାଇ, ମୁମ୍ବାଇ ଖିଲାଡିସକୁ ୪୧-୧୮ର

ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଇଂଟେରିୟର ଡିଜାଇନର୍ସ ପକ୍ଷରୁ ଭୁବନେଶ୍ୱର କେନ୍ଦ୍ରର ପ୍ରତିଷ୍ଠା ସମାରୋହ ଆୟୋଜିତ

ଭୁବନେଶ୍ୱର: ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆନ୍ ଇଂଟେରିୟର ଡିଜାଇନର୍ସ (ଆଇଆଇଆଇଡି) ଏହାର ଭୁବନେଶ୍ୱର ସେଂଟରର ସଫଳ ପ୍ରତିଷ୍ଠା ସମାରୋହ ଘୋଷଣା କରିଛି ଯାହା ସାରା ଦେଶରେ ଇଂଟେରିିୟର ଡିଜାଇନରେ ଉତ୍କର୍ଷତାକୁ ପ୍ରୋତ୍ସାହିତ କରିବା ଦିଗରେ ସଂସ୍ଥାର ପ୍ରତିବଦ୍ଧତାର ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ…

ଅଲଟିମେଟ ଖୋ ଖୋ ସିଜନ-୨ : ଚେନ୍ନାଇ କ୍ୱିକ୍ ଗନ୍ସକୁ ହରାଇ ସେମିଫାଇନାଲରେ ତେଲୁଗୁ ୟୋଦ୍ଧାସ

ଅଲ୍ଟିମେଟ ଖୋ ଖୋ ସିଜନ ୨ରେ ଆଜି କଟକର ଜୱାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ଖେଳାଯାଇଥିବା ୧ମ ମ୍ୟାଚରେ ତେଲୁଗୁ ୟୋଦ୍ଧାସ, ଚେନ୍ନାଇ କ୍ୱିକ ଗନ୍ସକୁ ୩୮-୩୦ ପଏଂଟରେ ପରାଜିତ କରି ପଏଂଟ ତାଲିକାର ଶୀର୍ଷରେ ପହଂଚିଛି ।ଏହି ବିଜୟ ସହିତ ତେଲୁଗୁ ୟୋଦ୍ଧାସ ସେମି ଫାଇନାଲରେ ପହଂଚିଥିବା ପ୍ରଥମ…