ଜାଣନ୍ତୁ ଶିଶୁଙ୍କ ପାଇଁ ସ୍ତନପାନ କାହିଁକି ଗୁରୁତ୍ୱପୂର୍ଣ୍ଣ


ବହୁ ପୁରାତନ କାଳରୁ ମା ଏବଂ ଶିଶୁଙ୍କ ମଧ୍ୟରେ ଥିବା ସମ୍ପର୍କ ସନ୍ତ ପାନ ଦ୍ୱାରା ହିଁ ବୃଦ୍ଧି ପାଇଥାଏ । ଶିଶୁ ଜନ୍ମ ହେବା ସଙ୍ଗେ ସଙ୍ଗେ ସେମାନଙ୍କୁ ସନ୍ତପାନ କରାଇବାକୁ ଡାକ୍ତରମାନେ ତୁରନ୍ତ କହିଥାନ୍ତି । ଜାଣନ୍ତୁ କଣ ରହିଛି ଏହା ପଛର କାରଣ କାହିଁକି କରିବା ଶିଶୁଙ୍କୁ ସ୍ତନପାନ . . . .
୧. ମା ଖିରରେ ଆଣ୍ଟି-ବାୟୋଟିକ ଭରପୁରମାତ୍ରାରେ ରହିଛି । ତେଣୁ ଏହା ଶରୀର ପାାଇଁ ଖୁବ ଭଲ । ଶିଶୁଙ୍କୁ ପ୍ରାକୃତିକଭାବେ ଆଣ୍ଟି-ବାୟୋଟିକ ମିଳିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ ।
୨. ସ୍ତନପାନ ଦ୍ୱାରା ଶିଶୁଙ୍କୁ ସଠିକ ପୋଷଣ ମିଳିଥାଏ ।
୩. ସ୍ତନପାନ ଦ୍ୱାରା ଶିଶୁଙ୍କର ଆଇକ୍ୟୁ ସ୍ତର ବୃଦ୍ଧି ପାଇଥାଏ ।
୪. ଶିଶୁକୁ ସ୍ତନପାନ କରିବା ଦ୍ୱାରା ମଧ୍ୟ ମା ମାନଙ୍କର ଓଜନ ହ୍ରାସ ପାଇଥାଏ ।
୫. ସନ୍ତପାନ କରାଉଥିବା ମା ମାନଙ୍କ କ୍ଷେତ୍ରରେ ସ୍ତନ କ୍ୟାନସରର ସମସ୍ୟା ଦୂର ହୋଇଥାଏ ।
୬. ଜନ୍ମ ହେବା ଠାରୁ ୬ମାସ ପର୍ଯ୍ୟନ୍ତ ଶିଶୁ ସ୍ତନ ପାନ କରିବା ଦ୍ୱାରା ସେମାନଙ୍କର ହଜମ କ୍ରିୟା ସଠିକ ହୋଇଥାଏ ।
୭. ଶିଶୁ ମୋଟାପ୍ପା ବା ଓବେସିଟି କେବଳ ସଠିକ ସ୍ତନପାନ ଦ୍ୱାରା ରୋକାଯାଇପାରିବ ।
୮. ଶିଶୁମାନଙ୍କ ମଧ୍ୟରେ ଯଥେଷ୍ଟ ପରିମାଣର ସ୍ତନପାନ ଆର୍ଲଜି ଏବଂ ଆସ୍ତମା ସମସ୍ୟାରୁ ମୁକ୍ତି ପ୍ରଦାନ କରିଥାଏ ।


Share It

Comments are closed.