ନାରୀର ସୌନ୍ଦର୍ଯ୍ୟ ସହିତ ତ୍ଵଚାର ଚମକ ବଢାଇଥାଏ ଏହି ସବୁ ଯୋଗ
ନାରୀଙ୍କ ସୁନ୍ଦରତା ହେଉଛି ତ୍ୱଚା । ପ୍ରତି ମହିଳାଙ୍କର ରହିଛି ଦୁର୍ବଳତା । ଅବଶ୍ୟ ବୟସ ବଢିବା ସହ ତ୍ୱଚାର ଚମ୍କ ଆପେ ଆପେ କମିବାରେ ଲାଗେ ।ଏଥିପାଇଁ ସୂର୍ଯ୍ୟକିରଣ ଓ ପ୍ରଦୂଷଣ ଏହା ପାଇଁ ମୁଖ୍ୟତଃ ଦାୟୀ । ଏଥିପାଇଁ ଯେତେ କସ୍ମେଟିକ୍ ବ୍ୟବହାର କଲେ ମଧ୍ୟ କିଛି ଲାଭ ହୋଇ ନଥାଏ । କାରଣ…