ଆପଣଙ୍କ ଘରେ ହେବ ମା ଲକ୍ଷ୍ମୀଙ୍କ ବାସ ଯଦି ଆପଣେଇବେ ବାସ୍ତୁର ଏହି ସରଳ ଉପାୟ

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯେଉଁଠାରେ ବାସ୍ତୁ ସହିତ ଜଡିତ କୌଣସି ପ୍ରକାରର ତ୍ରୁଟି ଥାଏ ସେଠାରେ ରୋଗ, ଅସୁବିଧା, ଅର୍ଥ ହାନୀ, ମତଭେଦ ଏବଂ ବିବାଦ ପ୍ରାୟତଃ ଦେଖାଦେଇଥାଏ | ଏହା ବ୍ୟତୀତ ଏହା ମଧ୍ୟ ଦେଖାଯାଏ ଯେ ଜଣେ ବ୍ୟକ୍ତି ଦିନରାତି କଠିନ ପରିଶ୍ରମ କରେ କିନ୍ତୁ ସେ ଆଶା କରୁଥିବା ପରି…

World Lion Day 2021: କେବେ ହେଲା ଏହି ଦିନର ଆରମ୍ଭ ? ଜାଣନ୍ତୁ ସିଂହ ସହିତ ଜଡିତ କିଛି ରୋଚକ ତଥ୍ୟ

ପ୍ରତିବର୍ଷ ୧୦ ଅଗଷ୍ଟରେ ବିଶ୍ୱ ସିଂହ ଦିବସ ପାଳନ କରାଯାଏ | ଏହି ଦିନ ସିଂହ ବିଷୟରେ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା ଏବଂ ଏମାନଙ୍କ ସଂଖ୍ୟାରେ ହ୍ରାସ ଏବଂ ସିଂହ ସଂରକ୍ଷଣ ଉପରେ ଗୁରୁତ୍ୱ ଦିଆଯାଇଥାଏ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ଅଫିସିଆଲ୍ ଟ୍ୱିଟର…

ଟୋକିଓ ଅଲିମ୍ପିକରେ ପଦକ ଜିତିଥିବା ସମସ୍ତ ଭାରତୀୟଙ୍କୁ ସାଓମି ଗିଫ୍ଟ କରିବ ଏହାର ସବୁଠାରୁ ମହଙ୍ଗା ସ୍ମାର୍ଟଫୋନ

ଟୋକିଓ ଅଲିମ୍ପିକ୍ସ ସମାପ୍ତ ହୋଇଯାଇଛି | ସମସ୍ତ ଦେଶର ଆଥଲେଟ୍ ମାନେ ନିଜ ନିଜ ଦେଶକୁ ଫେରିଛନ୍ତି। ଭାରତର ସମସ୍ତ ଆଥଲେଟ୍ ମାନେ ମଧ୍ୟ ଘରକୁ ଫେରିଛନ୍ତି, ଯେଉଁଠାରେ ସେମାନଙ୍କୁ ଏକ ଭବ୍ୟ ସ୍ୱାଗତ କରାଯାଇଛି | ଭାରତୀୟ ଆଥଲେଟ୍ ମାନଙ୍କ ଘରକୁ ଫେରିବା ପରେ ସାଓମି (Xiaomi) ସମସ୍ତ ଆଥଲେଟ୍…

ଝାଡ଼ୁ ସହ ଜଡ଼ିତ ଏହି ସରଳ ଉପାୟଗୁଡ଼ିକର ପାଳନ ବଦଳାଇଦେବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କଣ

ଘର ସଫା କରିବା ନିମନ୍ତେ ଝାଡ଼ୁ ଆବଶ୍ୟକ ହୋଇଥାଏ। ଏହା ବିନା ଘର ଦ୍ୱାର ସଫା ସୁତୁରା କରିବା ଯେପରି ଅସମ୍ଭବ। ମାତ୍ର ଏହି ଝାଡ଼ୁ ଘରେ ରଖିବା ଓ ବ୍ୟବହାରରେ କିଛି ନିୟମ ରହିଛି। ଯାହାକୁ ମାନିଲେ ଆପଣଙ୍କ ମଙ୍ଗଳ ହେବା ସହ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ। ଝାଡ଼ୁକୁ ମା’ଲକ୍ଷ୍ମୀଙ୍କ ରୂପ ବୋଲି…

ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ ଡାଲି ପାଣି, ଜାଣନ୍ତୁ ଏହାର ଅନ୍ୟ ଲାଭକାରୀ ଗୁଣ ସମ୍ପର୍କରେ

ହାଲୁକା ଓ ସ୍ୱାସ୍ଥ୍ୟକର ଭୋଜନ କଲେ ଶରୀର ସୁସ୍ଥ ରହେ। ସେଥିପାଇଁ ଲୋକେ ଭାତ, ଡାଲି, ରୁଟି ଖାଇବାକୁ ବେଶୀ ପସନ୍ଦ କରନ୍ତି। ସ୍ୱାସ୍ଥ୍ୟକର ସହ ଶରୀରକୁ ସୁସ୍ଥ ରଖିବା ପାଇଁ ପ୍ରତିରୋଧକ କ୍ଷମତା ବୃଦ୍ଧି କରୁଥିବା ଖାଦ୍ୟ ମଧ୍ୟ ଆବଶ୍ୟକ। ଡାଲି ମଧ୍ୟ ପ୍ରତିରୋଧକ କ୍ଷମତା ବୃଦ୍ଧି କରିବାରେ ସହାୟକ…

ପ୍ରତିଦିନ କେବଳ ଗୋଟିଏ ସିଝାଅଣ୍ଡା ଖାଇଲେ ମିଳିଥାଏ ଏହିସବୁ ଚମତ୍କାରୀ ଫାଇଦା, ଜାଣନ୍ତୁ କଣ

ଅଣ୍ଡାରେ ନ୍ୟୁଟ୍ରିସନ୍ ଭରପୁର ମାତ୍ରାରେ ମିଳିଥାଏ, କିନ୍ତୁ ଏହାର ନ୍ୟୁଟ୍ରିସନ୍ ଭାଲ୍ୟୁ ମଧ୍ୟ ଏହାର ରନ୍ଧନ ଶୈଳୀ ଏବଂ ଖାଇବା ସମୟ ଉପରେ ନିର୍ଭର କରିଥାଏ । ଏହାକୁ ଅନେକ ଉପାୟରେ ଖାଇହେବ, କିନ୍ତୁ ଏହାକୁ ସିଝାଇ ଖାଇବା ଦ୍ୱାରା ଅଧିକ ପୋଷକ ତତ୍ତ୍ୱ ମିଳିଥାଏ । ବିଶେଷଜ୍ଞମାନେ ମଧ୍ୟ…

ଘରେ କରନ୍ତୁ ଗଙ୍ଗାଜଳର ସିଞ୍ଚନ, ଜୀବନରୁ ଦୂରହେବ ନକାରାତ୍ମକତା ଓ ବଢ଼ିବ ସୁଖ ସମୃଦ୍ଧ

ଶ୍ରାବଣ ମାସରେ ଘରର ବାସ୍ତୁ ଦୋଷ ଦୂର କରିବାକୁ ଶିବ ପୂଜା ସହିତ କିଛି ପ୍ରତିକାର ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ। ଶ୍ରାବଣ ମାସରେ ଯେତେବେଳେ ସବୁ ଦିଗରେ ଭୋଲେନାଥଙ୍କ ମହିମା ସେତେବେଳେ ତାଙ୍କ କୃପାରୁ ଘରର ବାସ୍ତୁ ଦୋଷ ମଧ୍ୟ ଦୂର ଦୂର କରାଯାଇପାରିବ। ଏଥିପାଇଁ ଯଦି ଆପଣ ସୋମବାର ଶିବ ପୂଜାରେ…

ଶ୍ରାବଣ ମାସରେ ଏହି ବିଶେଷ ଉପାୟ ଅନୁସରଣ କରି କରନ୍ତୁ ଭଗବାନ ଶିବଙ୍କୁ ଆରାଧନା, ପୂରଣ ହେବ ଆପଣଙ୍କ ସବୁ ମନୋସ୍କାମନା

ଶ୍ରାବଣ ମାସରେ ବିଭିନ୍ନ ଉପାୟ ଅବଲମ୍ବନ କରି ଲୋକେ ନିଜର ମନସ୍କାମନା ପୂରଣ କରିଥାଆନ୍ତି । କିଛି ଲୋକ ଭଗବାନ ଭୋଳାଶଙ୍କରଙ୍କୁ ଉପାସନାରେ ସନ୍ତୁଷ୍ଟ କରାଇ ଅସାଧ୍ୟ ରୋଗରୁ ମୁକ୍ତି ପାଇ ଥାଆନ୍ତି, ତ ଅନ୍ୟ କେହି ନିଜର ଅସଜଡା ଦାମ୍ପତ୍ୟ ଜୀବନକୁ ସଜାଡିବାରେ ଲାଗିପଡନ୍ତି । ସେହିପରି ଆପଣ ମଧ୍ୟ…

ବଦଳିଲା ଖେଳରତ୍ନ ପୁରସ୍କାରର ନାମ: ଏଣିକି ରାଜୀବ ଗାନ୍ଧୀ ନୁହେଁ ମେଜର୍‌ ଧ୍ୟାନ ଚାନ୍ଦଙ୍କ ନାମରେ ରହିବ‌ ଆୱାର୍ଡ

କେନ୍ଦ୍ର ସରକାର ଖେଳ ରତ୍ନ ପୁରସ୍କାରର ନାମ ପରିବର୍ତ୍ତନ କରିଛନ୍ତି। ବର୍ତ୍ତମାନ ଏହା ମେଜର ଧ୍ୟାନ ଚାନ୍ଦ ଖେଳ ରତ୍ନ ପୁରସ୍କାର ଭାବରେ ଜଣାଶୁଣା| ଏହାପୂର୍ବରୁ ଏହି ପୁରସ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମରେ ନାମିତ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଟୁଇଟ୍…

ପାଚନରୁ ଆରମ୍ଭ କରି ଶରୀରକୁ ଡିଟକ୍ସ କରିବା ପର୍ଯ୍ୟନ୍ତ ଅନେକ ଉପକାରୀ ଗୁଣରେ ଭରପୁର ହୋଇଥାଏ ଏହି ମସଲା, ଜାଣନ୍ତୁ କଣ ?

ଧନିଆ ପାଉଡର ହେଉଛି ଭାରତୀୟ ରୋଷେଇର ଏପରି ଏକ ଉପାଦାନ ଯାହା ଅଧିକାଂଶ ଜିନିଷରେ ବ୍ୟବହୃତ ହୋଇଥାଏ । ସେହିପରି ଧନିଆ ପତ୍ରର ଗାର୍ନିସିଙ୍ଗ୍ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ରହିଥାଏ । କିନ୍ତୁ ଧନିଆ ପାଣି ମଧ୍ୟ ସ୍ୱାସ୍ଥ୍ୟକୁ ଅନେକ ସୁବିଧା ଯୋଗାଇବାରେ ସହାୟକ ହୋଇଥାଏ । ଚାଲନ୍ତୁ ଜାଣିବା ଧନିଆ…