କରୋନାରେ ଆକ୍ରାନ୍ତ ହେଲେ ଆମିର


ବଲିଉଡରେ କରୋନାର ପ୍ରକୋପ ଦିନକୁ ଦିନ ବଢିବାରେ ଲାଗିଛି । ରଣବୀର କପୁର ଏବଂ କାର୍ତ୍ତିକ ଆର‌୍ୟାନଙ୍କ ପରେ ବର୍ତ୍ତମାନ କରୋନାରେ ଆକ୍ରାନ୍ତ ହୋଇଛନ୍ତି ଆମିର ଖାନ । ମିଳିଥିବା ସୂଚନା ମୁତାବକ, ଆମିର ବର୍ତ୍ତମାନ ହୋମ କ୍ୱାରେଣ୍ଟାଇନରେ ଅଛନ୍ତି ଏବଂ ଆବଶ୍ୟକୀୟ ସାବଧାନତା ଅବଲମ୍ବନ କରୁଛନ୍ତି । ଆମିର ତାଙ୍କ ସଂଷ୍ପର୍ଶରେ ଆସିଥିବା ସମସ୍ତଙ୍କୁ କରୋନା ଟେଷ୍ଟ କରୋନା ଟେଷ୍ଟ କରାଇବା ପାଇଁ ଆପିଲ କରିଛନ୍ତି ।


Share It

Comments are closed.