ପୃଥ୍ୱୀ ଶ’ ଓ ଜଣେ ଝିଅଙ୍କ ମଧ୍ୟରେ ହାତାହାତି ହେବାର ଭିଡିଓ ଭାଇରାଲ


ପୃଥ୍ଵୀ ଶ’ ଓ ଜଣେ ଝିଅ ମଧ୍ୟରେ ରାସ୍ତା ମଝିରେ ମାଡପିଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ସ୍ପଷ୍ଟ ଜଣାପଡୁଛି ଯେ ଶ’ ନିଜ ହାତରେ ବେସବଲ ବ୍ୟାଟକୁ ଅଟକାଇ ମହିଳାଙ୍କଠାରୁ ନିଜକୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି । କେବଳ ଏତିକି ନୁହେଁ, ଏହି ସଂଘର୍ଷରେ ଜଣେ ବ୍ୟକ୍ତି ତାଙ୍କ ଗଳା କାଟିବାକୁ ଧମକ ଦେଉଥିବାର ମଧ୍ୟ ଦେଖାଯାଏ ।


Share It

Comments are closed.