ଗ୍ରାଉଣ୍ଡ ଉପରେ ଶ୍ରୀଶାନ୍ତଙ୍କୁ ବେଜିତ୍ କଲେ ଗୌତମ ଗମ୍ଭୀର, ଭିଡିଓ ଭାଇରାଲ


ନିକଟରେ ଏକ ଖବର ଖୁବ୍ ଚର୍ଚ୍ଚାରେ ରହିଛି, ତାହା ହେଉଛି କ୍ରିକେଟରଙ୍କ ଲଢେଇ। କ୍ରିକେଟର ତଥା ବିଜେପି ଏମପି ଗୌତମ ଗମ୍ଭୀର ଏବେ ପୁଣି ବିବାଦ ଘେରକୁ ଆସିଛନ୍ତି। ସେ ଖେଳ ପଡ଼ିଆ ଉପରେ କ୍ରିକେଟର ଶ୍ରୀସାନ୍ତଙ୍କ ଖରାପ ବ୍ୟବହାର କରି ଏବେ ପୁଣି ଚର୍ଚ୍ଚାରେ। ସେ ପଡ଼ିଆ ଉପରେ ଶ୍ରୀସାନ୍ତଙ୍କୁ ଫିକ୍ସର ଫିକ୍ସର କହି ଅପଶବ୍ଦର ବ୍ୟବହାର କରିଥିବା ନେଇ ନିଜେ ଶ୍ରୀସାନ୍ତ ଇନଷ୍ଟାଗ୍ରାମରେ ଏକ ଲାଇଭ ଭିଡିଓ ଜରିଆରେ ଜଣାଇଛନ୍ତି।


Share It

Comments are closed.