ଏମରଜେନ୍ସି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ଶ୍ରେୟସ ତଲପଡେ


କଙ୍ଗନାଙ୍କ ନିଦେ୍ର୍ଦଶିତ ଫିଲ୍ମ ଏମରଜେନ୍ସିରେ ଇନ୍ଦିରା ଗାନ୍ଧୀଙ୍କ ଚିରତ୍ରରେ କଙ୍ଗନା ଏବଂ ଜେପି ନାରାୟଣଙ୍କ ଭୂମିକାରେ ଅନୁପମ ଖେର ନଜର ଆସୁଥିବା ବେଳେ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଚିରତ୍ରରେ ଅଭିନେତା ଶ୍ରେୟସ ତଲପଡେ ନଜର ଆସିବେ ।
ଏମରଜେମନ୍ସି ସମୟରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଥିବା ବେଳେ ଏମରଜେନ୍ସି ସମୟରେ ଅଟଳ ବିହାରୀ ବାଜପେୟୀ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।
ଶ୍ରେୟସ ନିଜର ସୋସିଆଲ ମିଡିଆରେ ନିଜର ଲୁକ ସେୟାର କରି ଭାରତ ରତ୍ନ ବାଜପେୟୀଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଥିବାରୁ ଖୁବ ଉତ୍ସାହିତ ଅଛନ୍ତି ବୋଲି ଲେଖିଛନ୍ତି । ସେ ସମସ୍ତଙ୍କ ଆଶାକୁ ବ୍ୟକ୍ତ କରିପାରିବେ ବୋଲି ମଧ୍ୟ ନିଜ ପୋଷ୍ଟରେ ଲେଖିଛନ୍ତି ।


Share It

Comments are closed.