ଶହୀଦଙ୍କ ପରିବାରକୁ ମାଗଣା ସିମେଂଟ୍ ପ୍ରଦାନ କରିବା ପାଇଁ ଶ୍ରୀସିମେଂଟ୍‌ର ‘ନମନ୍‌’ ଅଭିଯାନ


ଭୁବନେଶ୍ୱର: ବିଗତ ୨୦ ବର୍ଷମଧ୍ୟରେଶହୀଦ ହୋଇଥିବାସେନାବାହିନୀର ଯବାନମାନଙ୍କ ପରିବାରକୁମାଗଣାସିମେଂଟ୍ ପ୍ରଦାନ କରିବା ପାଇଁଶ୍ରୀସିମେଂଟ୍ ପକ୍ଷରୁ ଆରମ୍ଭ ହୋଇଥିବା ଏକ ଜାତୀୟସ୍ତରୀୟ ଅଭିଯାନ ‘ପ୍ରୋଜେକ୍ଟ ନମନ’କୁଭାରତୀୟସେନାରସାଉଦର୍ଣ୍ଣ ୱେଷ୍ଟର୍ଣ୍ଣକମାଣ୍ଡ, ଜିଓସି-ଇନ୍‌-ସି, ପିଭିଏସ୍‌ଏମ୍‌, ଭିଏସ୍‌ଏମ୍‌ଲେଫ୍ଟେନାଂଟ୍‌ଜେନେରାଲ ଆଲୋକକ୍ଲେର୍‌ଉନ୍ମୋଚନ କରିଛନ୍ତି । ନମନ ପ୍ରକଳ୍ପକୁବିଜୟ ଦିବସ ପର୍ଯ୍ୟନ୍ତ କାର୍ଯ୍ୟକାରୀକରାଯିବ ଯାହାକୁ ପ୍ରତିବର୍ଷଡିସେମ୍ବର ୧୬ ତାରିଖରେ ୧୯୭୧ ବାଂଲାଦେଶ ଯୁଦ୍ଧରେଭାରତୀୟବିଜୟକୁସ୍ମରଣକରିବା ପାଇଁ ପାଳନ କରାଯାଇଥିାଏ ।ଏହି ନମନ ଯୋଜନା ଅଧୀନରେ ୧ ଜାନୁଆରୀ ୧୯୯୯ରୁ ୧ ଜାନୁଆରୀ ୨୦୧୯ (୨୦ ବର୍ଷ) ମଧ୍ୟରେ ଯୁଦ୍ଧରେ ପ୍ରାଣହରାଇଥିବାଜଣେଶହୀଦଙ୍କ ନେକ୍ସଟ୍ ଅଫ୍ କିନ୍ (ଏନ୍‌ଓକେ) କିମ୍ବା ପରିବାସ ସଦସ୍ୟଙ୍କୁ ୪୦୦୦ ବର୍ଗଫୁଟ୍ ପର୍ଯ୍ୟନ୍ତ ପ୍ଲଟ୍‌ରେ ଏକ ଘର ନିର୍ମାଣକରିବାଲାଗିମାଗଣାସିମେଂଟ୍ ପ୍ରଦାନ କରାଯିବ ।ଜଣେଶହୀଦଙ୍କ ପରିବାର ସଦସ୍ୟ ଦେଶବ୍ୟାପୀଶ୍ରୀସିମେଂଟ୍‌ରଯେକୌଣସିକାରଖାନାରୁବ୍ୟକ୍ତିଗତଭାଗେସିମେଂଟ୍ ପାଇପାରିବେ ।
ଏହି ଅଭିଯାନରଲଂଚ୍‌ସମ୍ପର୍କରେଲେଫ୍ଟେନାଂଟ୍‌ଜେନେରାଲ ଆଲୋକକ୍ଲେରକହିଥିଲେ, ଦେଶ ପାଇଁବଳିଦାନ ଦେଇଥିବାଆମରବୀର ଯବାନମାନଙ୍କୁସମର୍ଥନ ପ୍ରଦାନ କରିବା ଓ ସେମାନଙ୍କସହ ଦୃଢତାରସହଛିଡାହେବାଲାଗିଶ୍ରୀସିମେଂଟ୍‌ରଏହି ପଦକ୍ଷେପ ଖୁବ୍ ଚମତ୍କାର ।ଏହାବିରଳ ଓ ସ୍ୱତନ୍ତ୍ର । ପ୍ରକୃତ ଅର୍ଥରେଏହି ଅଭିଯାନ ଶହୀଦମାନଙ୍କକଲ୍ୟାଣ ପାଇଁସେନାଇତିହାସରବର୍ଷଗୁଡିକରେକମ୍ପାନୀ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟିକରିଛି ।ଶ୍ରୀସିମେଂଟ୍‌ଲିମିଟେଡ୍‌ର ଯୁଗ୍ମ ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ବାଙ୍ଗୁରକହିଛନ୍ତି, ନମନ ଯୋଜନାଶହୀଦମାନଙ୍କ ପରିବାରର ଘର ତିଆରିକରିବା ଆବଶ୍ୟକତାକୁ ପୂରଣକରିବାରେଖୁବ୍‌ସାହାଯ୍ୟକରିବବୋଲି ଆମେ ଅନୁଭବକରୁଛୁ । ଆମବୀର ଯବାନମାନଙ୍କ ପରିମାର ପାଇଁ ଏକ ନମ୍ର ଅବଦାନ ଦେଇପାରୁଥିବାରୁଏହା ଆମ ପାଇଁ ଏକ ବଡ ସମ୍ମାନ । ଏହିଯୋଜନାକୁକାର୍ଯ୍ୟକାରୀକରିବାରେ ପ୍ରତିରକ୍ଷାମନ୍ତ୍ରୀଶ୍ରୀରାଜନାଥ ସିଂହଙ୍କମାର୍ଗଦର୍ଶନ ଓ ସହଯୋଗ ପାଇଁମୁଁ ଧନ୍ୟବାଦ ଜଣାଉଛି ।ଏହିଯୋଜନାକୁକେନ୍ଦ୍ରୀୟସୈନିକବୋର୍ଡରସହଯୋଗରେଏବଂରାଜ୍ୟସୈନିକବୋର୍ଡ (ଆର୍‌ଏସ୍‌ବି), ଜିଲ୍ଲାସୈନିକବୋର୍ଡ (ଜେଡ୍‌ଏସ୍‌ବି), ପ୍ରତିରକ୍ଷାମନ୍ତ୍ରଣାଳୟ ଦ୍ୱାରାକାର୍ଯ୍ୟକାରୀକରାଯିବ ।ଶହୀଦଙ୍କ ପରିବାରର ଦୁଇ ସଦସ୍ୟଶ୍ରୀମତୀସୁନିତା ଦେବୀ ଓ ଶ୍ରୀମତୀସିଦେଶ ହେଉଛି ନମନ ଯୋଜନାର ପ୍ରଥମ ହିତାଧିକାରୀ ଯାହାଙ୍କୁଜିଓସି-ଇନ୍‌-ସିଙ୍କ ଦ୍ୱାରାଶ୍ରୀସିମେଂଟ୍‌ରପ୍ରେସିଡେଂଟ୍‌(ବାଣିଜ୍ୟିକ) ଓ ଚିଫ୍‌ହାପିନେସ୍ ଅଫିସରସଞ୍ଜୟମେହେତାଏବଂଜେଟିପ୍ରେସିଡେଂଟ୍ (ବାଣିଜ୍ୟିକ) ଅରବିନ୍ଦ ଖିଚାଙ୍କଉପସ୍ଥିତିରେ ନମନ ସିମେଂଟ୍‌ରିଲିଜ୍ ଅର୍ଡର ପ୍ରଦାନ କରାଯାଇଥିଲା ।


Share It

Comments are closed.