ଭୁବନେଶ୍ୱରକୁ ଆକର୍ଷଣୀୟ ସଂଙ୍ଗୀତ ଉତ୍ସବ ନେଇଆସିଛି ସିଗ୍ରାମ ରୟାଲ ଷ୍ଟାଗ ବୁମବକ୍ସ


ଭୁବନେଶ୍ୱର: ଚଳିତ ବର୍ଷ ଭାରତର ଚାରୋଟି ୟୁଥ ହବ ଦେଇ ଯାତ୍ରା କରୁଥିବା ରୟାଲ ଷ୍ଟାଗ ବୁମବକ୍ସ-ଦ ଅରିଜନାଲ ସାଉଣ୍ଡ ଅଫ ଜେନେରେସନ ଲାର୍ଜ ୩୦ ମାର୍ଚ୍ଚ ୨୦୨୪ରେ ଓଡ଼ିଶାର ଭୁବନେଶ୍ୱର ଠାରେ କଳା ଓ ସଂସ୍କୃତି ସହିତ ଜଡ଼ିତ ଏକ ଉତ୍ସାହଜନକ ସଂଙ୍ଗୀତ ଅନୁଭୂତି ପ୍ରଦାନ କରିବା ଲାଗି ପ୍ରସ୍ତୁତ ରହିଛି । ଏହି ସଙ୍ଗୀତ ଉତ୍ସବ ବାଦଶାହ, ଇକ୍କା, ନୀତି ମୋହନ ଏବଂ ଅଲ୍ଲୀ ମର୍ଚ୍ଚାଂଟଙ୍କ ଭଳି କଳାକାରଙ୍କ ସହିତ ବଲିଉଡର ସବୁଠାରୁ ପ୍ରିୟ ସଙ୍ଗୀତ ଏବଂ ମନଛୁଆଁ ହିପହପ ବିଟକୁ ଏକତ୍ର ନେଇ ଆସିଛି । ଚଳିତ ମାର୍ଚ୍ଚ ୩୦ ତାରିଖ ଦିନ ବରମୁଣ୍ଡା ଗ୍ରାଉଣ୍ଡ ଫିଲ୍ଡ ଠାରେ ଅପରାହ୍ନ ୩ଟା ସମୟରେ ଏହି ଅନନ୍ୟ ଧରଣର ସଂଙ୍ଗୀତ, କଳା ଏବଂ ଅନୁଭୂତି ସହିତ ଲିଭ ଇଟ ଲାର୍ଜ ପାଇଁ ପ୍ରସ୍ତୁତ ରୁହନ୍ତୁ । ଏଥିପାଇଁ BookMyShow, PayTM Insider and Ticket Genie ରେ ଟିକେଟ ଉପଲବ୍ଧ ରହିଛି ।


Share It

Comments are closed.