ପରଲୋକରେ ସତୀଶ କୌଶିକ


ଲୋକପ୍ରିୟ ଅଭିନେତା ତଥା ନିର୍ଦେଶକ ସତୀଶ କୌଶିକଙ୍କ ପରଲୋକ ହୋଇଛି । ହୃଦଘାତ ଯୋଗୁଁ ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି ।

ଅଭିନେତା ତଥା ସତୀଶଙ୍କ ବନ୍ଧୁ ଅନୁପମ ଖେର ସୋସିଆଲ୍‌ ମିଡିଆରେ ଏହି ସୂଚନା ଦେଇଛନ୍ତି । ସତୀଶ ଲୋକପ୍ରିୟ ଅଭିନେତା, ନିର୍ଦେଶକ ତଥା ପ୍ରଯୋଜକ ଥିଲେ । ସେ ବହୁ ଚଳଚ୍ଚିତ୍ରର ନିର୍ଦେଶନା ସହ ଏହାକ ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ ।


Share It

Comments are closed.